Home Bibles ☰ Books ଗଣନା ପୁସ୍ତକ 28:10 · ଓଡ଼ିଆ ବାଇବେଲ
ଗଣନା ପୁସ୍ତକ 28:10 · ଓଡ଼ିଆ ବାଇବେଲ

ଏହି ହାମବେଳି, ନିତ୍ଯ ହାମବେଳି, ପଯେ ନବୈେଦ୍ଯ ସହିତ ପ୍ରତି ବିଶ୍ରାମବାର ରେ ଉତ୍ସର୍ଗ କରିବ।

Cross references

ଗଣନା ପୁସ୍ତକ 28:3

ସମାନଙ୍କେୁ କୁହ, ସମାନେେ ନିମ୍ନ ରେ ଦର୍ଶାୟାଇଥିବା ଉପହାରଗୁଡିକ ସଦାପ୍ରଭୁଙ୍କ ନିକଟକୁ ଆଣିବେ। ନିତ୍ଯ ହାମେ ନିମନ୍ତେ ଏକ ବର୍ଷୀଯ ନିଖୁଣ ଦୁଇଟି ମଷେବତ୍ସ ଉତ୍ସର୍ଗ କରିବେ।

ଗଣନା ପୁସ୍ତକ 28:23

ତୁମ୍ଭମାନେେ ପ୍ରତ୍ଯହ ପ୍ରାତଃକାଳୀନ ହାମବେଳି ଛଡା ଏ ସମସ୍ତ ଉତ୍ସର୍ଗ କରିବ।

ଗଣନା ପୁସ୍ତକ 29:6

ଅମାବାସ୍ଯା ରେ ନିତ୍ଯ ହାମବେଳି ସହିତ ଶସ୍ଯ ନବୈେଦ୍ଯ ଓ ପଯେ ନବୈେଦ୍ଯ ଏ ସମସ୍ତ ଉତ୍ସର୍ଗ କରିବ। ଏହା ସଦାପ୍ରଭୁଙ୍କୁ ସୁବାସିତ ଉପହାର ହବେ।

ଗଣନା ପୁସ୍ତକ 29:11

ପୁଣି ପାପର୍ଥକ ବଳିରୂପେ ଏକ ଛାଗ ନବୈେଦ୍ଯ ଉତ୍ସର୍ଗ କରିବା ଉଚିତ୍। ପ୍ରାଯଶ୍ଚିତାର୍ଥକ ନବୈେଦ୍ଯ, ନିତ୍ଯ ହାମବେଳି ଓ ସମାନଙ୍କେର ନବୈେଦ୍ଯ ଓ ପଯେ ନବୈେଦ୍ଯ ଛାଡା ଏହିସବୁ ତୁମ୍ଭମାନେେ ଉତ୍ସର୍ଗ କରିବା ଉଚିତ୍।

ଗଣନା ପୁସ୍ତକ 29:16

ପାପାର୍ଥକ ବଳିରୂପେ ଏକ ଅଣ୍ତିରା ଛଳେି ଉତ୍ସର୍ଗ କରିବା ଉଚିତ୍। ଏହି ସମସ୍ତ ତୁମ୍ଭମାନେେ ନିତ୍ଯ ହାମବେଳି ସମାନଙ୍କେର ଶସ୍ଯ ଓ ପଯେ ନବୈେଦ୍ଯ ଉତ୍ସର୍ଗ କରିବା ଉଚିତ୍।

ଗଣନା ପୁସ୍ତକ 29:19

ଆଉ ପାପାର୍ଥକ ବଳିରୂପେ ଏକ ଅଣ୍ତିରା ଛାଗ ଉତ୍ସର୍ଗ କରିବା ଉଚିତ୍। ନିତ୍ଯ ହାମବେଳି ଓ ସମାନଙ୍କେ ଅନୁରୂପ ଶସ୍ଯ ନବୈେଦ୍ଯ ଓ ପଯେ ନବୈେଦ୍ଯ ବ୍ଯତିତ ତୁମ୍ଭମାନେେ ଏହିସବୁ ଉତ୍ସର୍ଗ କରିବା ଉଚିତ୍।

ଗଣନା ପୁସ୍ତକ 29:22

ଆଉ ପାପାର୍ଥକ ବଳିରୂପେ ଏକ ଅଣ୍ତିରା ଛଳେି ଉତ୍ସର୍ଗ କରିବା ଉଚିତ୍। ଏ ସମସ୍ତ ନିତ୍ଯ ହାମବେଳି ଓ ସମାନଙ୍କେ ଅନୁରୂପ ଶସ୍ଯ ନବୈେଦ୍ଯ ଓପଯେ ନବୈେଦ୍ଯ ବ୍ଯତୀତ ସହେିସବୁ ତୁମ୍ଭମାନେେ ଉତ୍ସର୍ଗ କରିବ।

ଗଣନା ପୁସ୍ତକ 29:25

ପୁଣି ପାପାର୍ଥକ ବଳିରୂପେ ଏକ ଅଣ୍ତିରା ଛଳେି ଉତ୍ସର୍ଗ କରାୟିବା ଉଚିତ୍। ଏ ସମସ୍ତ ତୁମ୍ଭମାନେେ ନିତ୍ଯ ହାମବେଳି ଓ ଶସ୍ଯ ନବୈେଦ୍ଯ ଓ ପଯେ ନବୈେଦ୍ଯ ବ୍ଯତୀତ ଏହିସବୁ ଉତ୍ସର୍ଗ କରିବା ଉଚିତ୍।

ଗଣନା ପୁସ୍ତକ 29:31

ପୁଣି ପାପର୍ଥକ ବଳିରୂପେ ଏକ ଅଣ୍ତିରା ଛଳେି ଉତ୍ସର୍ଗ କରିବା ଉଚିତ୍। ଏ ସମସ୍ତ ତୁମ୍ଭମାନେେ ନିତ୍ଯ ହାମବେଳି ଶସ୍ଯ ନବୈେଦ୍ଯ ଓ ପଯେ ନବୈେଦ୍ଯ ବ୍ଯତୀତ ଏହିସବୁ ଉତ୍ସର୍ଗ କରିବା ଉଚିତ୍।

ଗଣନା ପୁସ୍ତକ 29:34

ପୁଣି ପାପାର୍ଥକ ବଳିରୂପେ ଏକ ଅଣ୍ତିରା ଛଳେି ଉତ୍ସର୍ଗ କରିବା ଉଚିତ୍। ଏ ସମସ୍ତ ତୁମ୍ଭମାନେେ ନିତ୍ଯ ହାମବେଳି ଓ ଶସ୍ଯ ନବୈେଦ୍ଯ ଓ ପଯେ ନବୈେଦ୍ଯ ବ୍ଯତୀତ ତୁମ୍ଭମାନେେ ଏହିସବୁ ଉତ୍ସର୍ଗ କରିବା ଉଚିତ୍।

ଗଣନା ପୁସ୍ତକ 29:38

ପୁଣି ପାପାର୍ଥକ ବଳିରୂପେ ଏକ ଅଣ୍ତିରା ଛଳେି, ଏ ସମସ୍ତ ନିତ୍ଯ ହାମବେଳି ଓ ସମାନଙ୍କେ ଅନୁରୂପ ଶସ୍ଯ ନବୈେଦ୍ଯ ଓ ପଯେ ନବୈେଦ୍ଯ ଉତ୍ସର୍ଗ କରିବ।

ଯିଶାଇୟ 1:13

ତୁମ୍ଭମାନେେ ମାେତେ ଆଉ ଏହି ଅର୍ଥହୀନ ବଳିଦାନ ଉତ୍ସର୍ଗ ଆଣ ନାହିଁ। ତୁମ୍ଭର ଧୂପକୁ ମୁଁ ଘୃଣା କରେ। ତୁମ୍ଭର ଅମାବାସ୍ଯା, ସ୍ବତନ୍ତ୍ର ପର୍ବ ଓ ବିଶ୍ରାମଦିନ ଉତ୍ସବକୁ ମୁଁ ସହି ପାରୁ ନାହିଁ। ତୁମ୍ଭମାନେେ ପବିତ୍ର ମହାସଭା ରେ ଯେଉଁ ଅଧର୍ମ କରିଛ ମୁଁ ତାହା ସହିପାରୁ ନାହିଁ।

ଯିହିଜିକଲ 46:4

ପୁଣି ଅଧିପତି ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଯେଉଁ ହାମବେଳି ଉତ୍ସର୍ଗ କରିବେ, ତାହା ବିଶ୍ରାମ ଦିନ ରେ ନିଖୁଣ ଛଅ ଗୋଟି ମଷେଶାବକ ଓ ନିଖୁଣ ଏକ ମଷେ ହବେ।

Interlinear

Choose Theme