ଯିହିଜିକଲ 46:3 · ଓଡ଼ିଆ ବାଇବେଲ
ଆଉ ବିଶ୍ରାମ ବାର ରେ ଓ ଅମାବାସ୍ଯା ରେ ସହେି ଦ୍ବାର ପ୍ରବେଶ ସ୍ଥାନ ନିକଟରେ ଦେଶର ସାଧାରଣ ଲୋକମାନେ ସଦାପ୍ରଭୁଙ୍କ ସମ୍ମୁଖ ରେ ପ୍ରଣାମ କରିବେ।
Cross references
ଗୀତସଂହିତା 96:8
ସଦାପ୍ରଭୁଙ୍କ ଉଦ୍ଦେଶ୍ଯରେ ୟଥୋଚିତ ଗୌରବ ଗାନ କର, ୟାହା ସେ ପାଇବା ୟୋଗ୍ଯ ଏବଂ ତାଙ୍କର ପବିତ୍ର ମନ୍ଦିରକୁ ନବୈେଦ୍ଯ ନଇେ ଆସ।
ଲୂକଲିଖିତ ସୁସମାଚାର 1:10
ବାହା ରେ ବହୁତ ଲୋକ ଜମା ହାଇେଥିଲେ। ଧୂପ ଲାଗିବା ସମୟରେ ସମାନେେ ପ୍ରାର୍ଥନା କରୁଥିଲେ।
ଯୋହନଲିଖିତ ସୁସମାଚାର 10:9
ମୁଁ ଫାଟକ। ଯେଉଁ ବ୍ଯକ୍ତି ମାେ (ଫାଟକ) ଦଇେ ପ୍ରବେଶ କରେ, ସେ ରକ୍ଷା ପାଇବ। ସହେି ଲୋକ ଭିତରକୁ ଆସିପାରିବ ଓ ବାହାରକୁ ଯାଇ ପାରିବ। ତା'ର ଯାହା ଦରକାର, ସେ ସବୁ ପାଇବ।
ଏବ୍ରୀ 10:19
ଅତଏବ ହେ ଭାଇ ଓ ଭଉଣୀମାନେ, ଆମ୍ଭେ ମହାପବିତ୍ର ସ୍ଥାନ ରେ ପ୍ରବେଶ କରିବା ପାଇଁ ପୂର୍ଣ୍ଣ ସ୍ବାଧୀନ ପାଇଛୁ। ଯୀଶୁଙ୍କର ରକ୍ତ କାରଣରୁ ଆମ୍ଭେ ନିର୍ଭୟ ରେ ଏପରି କରିପାରିବା।