Home Bibles ଯିହିଜିକଲ 45:22 · ଓଡ଼ିଆ ବାଇବେଲ
ଯିହିଜିକଲ 45:22 · ଓଡ଼ିଆ ବାଇବେଲ

ପୁଣି ସହେି ସମୟରେ ଅଧିପତି ଆପଣା ନିମନ୍ତେ ଓ ଦେଶସ୍ଥ ସକଳ ଲୋକଙ୍କ ନିମନ୍ତେ ପାପାର୍ଥକ ବଳିରୂପେ ଏକ ବୃଷଭ ଉତ୍ସର୍ଗ କରିବେ।

Cross references

ଲେବୀୟ ପୁସ୍ତକ 4:13

ପୁଣି ଇଶ୍ରାୟେଲର ସମସ୍ତ ଜାତି ଯଦି ଅଗୋଚର ରେ ପାପ କରନ୍ତି ଓ ସଦାପ୍ରଭୁ ଯାହା ନ କରିବାକୁ ଆଜ୍ଞା ଦଇେଛନ୍ତି, ତାହା ଯବେେ ସମାନେେ କରନ୍ତି ତବେେ ସମାନେେ ଦୋଷୀ ହବେେ।

ଲେବୀୟ ପୁସ୍ତକ 4:14

ଯଦି ସମାନେେ ସମାନଙ୍କେ କୃତ ପାପ ଜାଣିବେ, ତବେେ ସମାନେେ ପାପାର୍ଥକ ବଳିରୂପେ ଏକ ଗୋବତ୍ସ ଉତ୍ସର୍ଗ କରିବେ ଓ ସମାଗମ ତମ୍ବୁ ନିକଟକୁ ତାକୁ ଆଣିବେ।

ଲେବୀୟ ପୁସ୍ତକ 4:21

ତା'ପରେ ସେ ଗୋବତ୍ସକୁ ଛାଉଣୀ ବାହାରକୁ ନଇେ ପୂର୍ବ ଗୋବତ୍ସ ପରି ତାକୁ ଦଗ୍ଧ କରିବା ଉଚିତ୍। ଏହା ସମଗ୍ର ଇଶ୍ରାୟେଲର ଲୋକମାନଙ୍କ ପାଇଁ ପାପାର୍ଥକ ନବୈେଦ୍ଯ।

ଯିହିଜିକଲ 46:4

ପୁଣି ଅଧିପତି ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଯେଉଁ ହାମବେଳି ଉତ୍ସର୍ଗ କରିବେ, ତାହା ବିଶ୍ରାମ ଦିନ ରେ ନିଖୁଣ ଛଅ ଗୋଟି ମଷେଶାବକ ଓ ନିଖୁଣ ଏକ ମଷେ ହବେ।

ମାଥିଉଲିଖିତ ସୁସମାଚାର 20:28

ମନୁଷ୍ଯପୁତ୍ରଙ୍କ କ୍ଷେତ୍ର ରେ ତାହା ଏକାଭଳି। ମନୁଷ୍ଯପୁତ୍ର ଅନ୍ୟମାନଙ୍କଠାରୁ ସବୋ ପାଇବେ ବୋଲି ଆସିନାହାନ୍ତି। ସେ ଅନ୍ୟମାନଙ୍କର ସବୋ କରିବା ପାଇଁ ଆସି ଅଛନ୍ତି। ମନୁଷ୍ଯପୁତ୍ର ଅନକେ ଲୋକଙ୍କ ମୁକ୍ତିର ମୂଲ୍ଯଭାବେ ନିଜ ଜୀବନଦାନ କରିବା ପାଇଁ ଆସିଛନ୍ତି।

ମାଥିଉଲିଖିତ ସୁସମାଚାର 26:26

ସମାନେେ ଖାଉଥିବା ବେଳେ, ଯୀଶୁ ରୋଟୀ ନେଲେ। ସହେି ରୋଟୀ ପାଇଁ ପରମେଶ୍ବରଙ୍କୁ ଧନ୍ଯବାଦ ଦେଲେ। ତା'ପରେ ରୋଟୀ ଛିଣ୍ଡଇେଲେ। ତାହାକୁ ଶିଷ୍ଯମାନଙ୍କୁ ଦେଲେ। ଯୀଶୁ କହିଲେ, ଏହି ରୋଟୀ ନିଅ ଓ ଖାଅ। ଏ ରୋଟୀ ମାରେଶରୀର।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 5:21

ଆମ୍ଭେ ଖ୍ରୀଷ୍ଟଙ୍କ ନିମନ୍ତେ କହୁ। ଖ୍ରୀଷ୍ଟଙ୍କର କିଛି ପାପ ନ ଥିଲା। କିନ୍ତୁ ପରମେଶ୍ବର ଆମ୍ଭମାନଙ୍କ ପାଇଁ ତାହାଙ୍କୁ ପାପ ରୂପେ ଗଣ୍ଯ କଲେ, ଯେପରି ତାହାଙ୍କ ମାଧ୍ଯମ ରେ ଆମ୍ଭେ ପରମେଶ୍ବରଙ୍କ ଠା ରେ ଧାର୍ମିକ ଗଣିତ ହାଇପୋରିବା।

Interlinear

Choose Theme