Home Bibles ଯିହିଜିକଲ 41:13 · ଓଡ଼ିଆ ବାଇବେଲ
ଯିହିଜିକଲ 41:13 · ଓଡ଼ିଆ ବାଇବେଲ

ତା'ପ ରେ ସେ ମନ୍ଦିରର ର୍ଦୈଘ୍ଯ 100 ହାତ ଲମ୍ବ ମାପିଲେ। ଏବଂ ଅଗଣା ନିର୍ମିତ ଗୃହଟି ଓ ଏହାର କାନ୍ଥ ମଧ୍ଯ 100 ହାତ ଥିଲା।

Cross references

ଯିହିଜିକଲ 40:47

ଏହାପ ରେ ସେ ଭିତର ପ୍ରାଙ୍ଗଣ ମାପିଲେ। ତାହା ଏକ ବର୍ଗାକାର ଓ ତାହାର ର୍ଦୈଘ୍ଯ 100 ହାତ ଓ ପ୍ରସ୍ଥ 100 ହାତ ଥିଲା। ୟଜ୍ଞବଦେୀଟି ମନ୍ଦିର ସମ୍ମୁଖ ରେ ଥିଲା।

ଯିହିଜିକଲ 42:2

ଏହି ମନ୍ଦିରର ର୍ଦୈଘ୍ଯ 100 ହାତ ଓ ପ୍ରସ୍ଥ ପଚାଶ ହାତ ଥିଲା। ଲୋକମାନେ ଅଗଣାରୁ ଉତ୍ତର ଦ୍ବାର ଦଇେ ପ୍ରବେଶ କରୁଥିଲେ।

ଯିହିଜିକଲ 42:8

ବାହାର ପ୍ରାଙ୍ଗଣସ୍ଥିତ କୋଠରୀଗୁଡ଼ିକର ର୍ଦୈଘ୍ଯ ପଚାଶ ହାତ ଥିଲା, ଯଦିଓ ମନ୍ଦିର ସମ୍ମୁଖ ରେ ସମୁଦାଯ ପ୍ରାସାଦର ର୍ଦୈଘ୍ଯ 100 ହାତ ଥିଲା।

Interlinear

Choose Theme