ଯିହିଜିକଲ 40:47 · ଓଡ଼ିଆ ବାଇବେଲ
ଏହାପ ରେ ସେ ଭିତର ପ୍ରାଙ୍ଗଣ ମାପିଲେ। ତାହା ଏକ ବର୍ଗାକାର ଓ ତାହାର ର୍ଦୈଘ୍ଯ 100 ହାତ ଓ ପ୍ରସ୍ଥ 100 ହାତ ଥିଲା। ୟଜ୍ଞବଦେୀଟି ମନ୍ଦିର ସମ୍ମୁଖ ରେ ଥିଲା।
Cross references
ଯାତ୍ରା ପୁସ୍ତକ 40:29
ମାଶାେ ପବିତ୍ର ତମ୍ବୁର ସମ୍ମୁଖ ରେ ବଳିଦାନ ପାଇଁ ୟଜ୍ଞବଦେୀ ରଖିଲେ ଏବଂ ସଦାପ୍ରଭୁଙ୍କର ମାଶାଙ୍କେୁ ଦଇେଥିବ ଆଜ୍ଞାନୁସା ରେ ହାମବେଳି ଓ ଶସ୍ଯ ନବୈେଦ୍ଯ ଉତ୍ସର୍ଗ କଲେ।
ଯିହିଜିକଲ 40:19
ତବେେ ସେ ନିମ୍ନତର ଫାଟକର ଭିତର ଭାଗଠାରୁ ଭିତର ପ୍ରାଙ୍ଗଣର ଅଗ୍ରଭାଗ ପର୍ୟ୍ଯନ୍ତ ବାହାର ପ୍ରସ୍ଥ ମାପିଲେ ଓ ତାହା ପୂର୍ବ ଓ ଉତ୍ତର ଦିଗ ରେ 100 ହାତ ଥିଲା।
ଯିହିଜିକଲ 40:23
ଉତ୍ତର ଫାଟକ ପାଖରୁ ଭିତର ପ୍ରାଙ୍ଗଣ ଆଡ଼କୁ ଆଉ ଗୋଟିଏ ଫାଟକ ଥିଲା, ଠିକ୍ ପୂର୍ବ ରେ ଥିବା ଫାଟକ ପରି। ଗୋଟିଏ ଦ୍ବାରରୁ ଅନ୍ୟ ଗୋଟିଏ ଦ୍ବାର ପର୍ୟ୍ଯନ୍ତ 100 ହାତ ଥିଲା।
ଯିହିଜିକଲ 40:27
ଆଉ ଦକ୍ଷିଣ ପାଖ ରେ ଭିତର ପ୍ରାଙ୍ଗଣକୁ ଏକ ଦ୍ବାର ଥିଲା। ତହୁଁ ସେ ଦକ୍ଷିଣ ପାଶର୍ବର ଏକ ଦ୍ବାରଠାରୁ ଅନ୍ୟ ଦ୍ବାର ପର୍ୟ୍ଯନ୍ତ 100 ହାତ ମାପିଲେ।