Home Bibles ☰ Books ଯିହିଜିକଲ 41:12 · ଓଡ଼ିଆ ବାଇବେଲ
ଯିହିଜିକଲ 41:12 · ଓଡ଼ିଆ ବାଇବେଲ

ପଶ୍ଚିମ ପାଖର ଅଗଣା ରେ ମନ୍ଦିର ଆଡ଼କୁ ମୁଖକରି ଗୋଟିଏ କୋଠାଘର ଥିଲା। ଏହି ମନ୍ଦିର ସତୁରି ହାତ ପ୍ରସ୍ଥ ଥିଲା ଓ ନବେ ହାତ ର୍ଦୈଘ୍ଯ ଥିଲା। ଆଉ କାନ୍ଥର ମାଟଇେେ ପାଞ୍ଚ ହାତ ଥିଲା।

Cross references

ଯିହିଜିକଲ 41:13

ତା'ପ ରେ ସେ ମନ୍ଦିରର ର୍ଦୈଘ୍ଯ 100 ହାତ ଲମ୍ବ ମାପିଲେ। ଏବଂ ଅଗଣା ନିର୍ମିତ ଗୃହଟି ଓ ଏହାର କାନ୍ଥ ମଧ୍ଯ 100 ହାତ ଥିଲା।

ଯିହିଜିକଲ 42:1

ତା'ପ ରେ ସେ ମାେତେ ଉତ୍ତର ଦିଗସ୍ଥ ଦ୍ବାର ଦଇେ ବାହାର ପ୍ରାଙ୍ଗଣକୁ ଆଣିଲେ। ଆଉ ନିଷିଦ୍ଧାଞ୍ଚଳ ରେ ଓ ପ୍ରାସାଦର ସମ୍ମୁଖବର୍ତ୍ତୀ ଉତ୍ତର ଦିଗସ୍ଥ କଠାେରୀ ରେ ଉପସ୍ଥିତ କରାଇଲେ।

ଯିହିଜିକଲ 42:10

ପ୍ରବେଶ ପଥଟି ପ୍ରାଙ୍ଗଣ ପାଖ ରେ କାନ୍ଥର ଆରମ୍ଭ ବିନ୍ଦୁ ରେ ଥିଲା। ଦକ୍ଷିଣ ଦିଗ ରେ କଠାେରୀଗୁଡ଼ିକ ଥିଲା, ନିଷେଦ୍ଧାଞ୍ଚଳ ପାଖ ରେ ଏବଂ ଅନ୍ୟ ଗୃହର ଅନ୍ୟ ପାଖ ରେ ଥିଲା। ଏହି କଠାେରୀଗୁଡ଼ିକର ସମ୍ମୁଖ ରେ ଏଗାରଟି ପଥ ଥିଲା।

ଯିହିଜିକଲ 42:13

ତହୁଁ ସେ ମାେତେ କହିଲେ, ପୃଥକ ସ୍ଥାନର ଉତ୍ତର ଓ ଦକ୍ଷିଣ ଦିଗ ରେ ଯେଉଁ କଠାେରୀଗୁଡ଼ିକ ଅଛି ସେସବୁ ପବିତ୍ର କଠାେରୀ। ଯେଉଁ ଯାଜକମାନେ ସଦାପ୍ରଭୁଙ୍କର ନିକଟବର୍ତ୍ତୀ ଅଟନ୍ତି ସମାନେେ ସଠାେ ରେ ମହାପବିତ୍ର ଦ୍ରବ୍ଯସବୁ ଭୋଜନ କରିବେ। ଆଉ ସହେି ସ୍ଥାନ ରେ ସମାନେେ ମହାପବିତ୍ର ଦ୍ରବ୍ଯସବୁ ଓ ଭକ୍ଷ୍ଯ ନବୈେଦ୍ଯ, ପାପାର୍ଥକ ବଳି ଓ ଦୋଷାର୍ଥକ ବଳିଦାନ ରଖିବେ। କାରଣ ସହେି ସ୍ଥାନ ଅତି ପବିତ୍ର ଅଟେ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 21:27

କୌଣସି ଅଶୁଚି ଜିନିଷ ତା' ଭିତ ରେ ପ୍ରବେଶ କରିବ ନାହିଁ। ଲଜ୍ଜାପୂର୍ଣ୍ଣ କାର୍ୟ୍ଯ କରିବା ଲୋକ ଓ ମିଥ୍ଯା କହିବା ଲୋକ ତା' ଭିତ ରେ ପଶିପାରିବେ ନାହିଁ। ମଷେଶାବକଙ୍କ ଜୀବନପୁସ୍ତକରେ ନାମ ଲଖାେ ହାଇେଥିବା ଲୋକମାନେ ସହେି ନଗରୀ ଭିତ ରେ ପ୍ରବେଶ କରିବେ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 22:14

ଯେଉଁ ଲୋକମାନେ ନିଜର ରାଜ ପୋଷାକ ଧୋଇଛନ୍ତି, ସମାନେେ ଧନ୍ଯ ହବେେ। ଜୀବନ ବୃକ୍ଷର ଫଳ ଖାଇବା ପାଇଁ ସମାନଙ୍କେର ଅଧିକାର ରହିଛି। ସମାନେେ ନଗରୀ ଭିତରକୁ ନଗରୀ ଦ୍ବାର ଦଇେ ପ୍ରବେଶ କରିପାରିବେ।

Interlinear

Choose Theme