ଯିହିଜିକଲ 42:8 · ଓଡ଼ିଆ ବାଇବେଲ
ବାହାର ପ୍ରାଙ୍ଗଣସ୍ଥିତ କୋଠରୀଗୁଡ଼ିକର ର୍ଦୈଘ୍ଯ ପଚାଶ ହାତ ଥିଲା, ଯଦିଓ ମନ୍ଦିର ସମ୍ମୁଖ ରେ ସମୁଦାଯ ପ୍ରାସାଦର ର୍ଦୈଘ୍ଯ 100 ହାତ ଥିଲା।
Cross references
ଯିହିଜିକଲ 41:13
ତା'ପ ରେ ସେ ମନ୍ଦିରର ର୍ଦୈଘ୍ଯ 100 ହାତ ଲମ୍ବ ମାପିଲେ। ଏବଂ ଅଗଣା ନିର୍ମିତ ଗୃହଟି ଓ ଏହାର କାନ୍ଥ ମଧ୍ଯ 100 ହାତ ଥିଲା।