ଯିହିଜିକଲ 42:2 · ଓଡ଼ିଆ ବାଇବେଲ
ଏହି ମନ୍ଦିରର ର୍ଦୈଘ୍ଯ 100 ହାତ ଓ ପ୍ରସ୍ଥ ପଚାଶ ହାତ ଥିଲା। ଲୋକମାନେ ଅଗଣାରୁ ଉତ୍ତର ଦ୍ବାର ଦଇେ ପ୍ରବେଶ କରୁଥିଲେ।
Cross references
ଯିହିଜିକଲ 41:13
ତା'ପ ରେ ସେ ମନ୍ଦିରର ର୍ଦୈଘ୍ଯ 100 ହାତ ଲମ୍ବ ମାପିଲେ। ଏବଂ ଅଗଣା ନିର୍ମିତ ଗୃହଟି ଓ ଏହାର କାନ୍ଥ ମଧ୍ଯ 100 ହାତ ଥିଲା।