ଯିହିଜିକଲ 41:11 · ଓଡ଼ିଆ ବାଇବେଲ
ପାଶର୍ବସ୍ଥ କଠାେରୀଗୁଡ଼ିକର ଦ୍ବାର ସହେି ଅବଶିଷ୍ଟ ଖାେଲାସ୍ଥାନ ଆଡ଼େ ଥିଲା। ଗୋଟିଏ ଦ୍ବାର ଉତ୍ତର ଆଡ଼େ ଓ ଅନ୍ୟ ଗୋଟିଏ ଦ୍ବାର ଦକ୍ଷିଣ ଆଡ଼େ ଥିଲା। ଆଉ ସହେି ଅବଶିଷ୍ଟ ସ୍ଥାନର ପ୍ରସ୍ଥ ଚତୁର୍ଦ୍ଦିଗ ରେ ପାଞ୍ଚ ହାତ ଥିଲା।
Cross references
ଯିହିଜିକଲ 41:9
ପାଶର୍ବ କୋଠରୀଗୁଡ଼ିକର ବାହାର କାନ୍ଥ ପାଞ୍ଚହାତ ପ୍ରସ୍ଥ ଥିଲା। ମନ୍ଦିରର ପାଶର୍ବସ୍ଥ କଠାେରୀ ମଧିଅରେ ଏକ ଖାେଲା ସ୍ଥାନ ଅବଶିଷ୍ଟ ଥିଲା।
ଯିହିଜିକଲ 42:4
କଠାେରୀଗୁଡ଼ିକର ସମ୍ମୁଖ ରେ ଦଶହାତ ପ୍ରସ୍ଥର ଏକ ପଥ ଥିଲା ଓ ସମସ୍ତ ଦ୍ବାର ଉତ୍ତର ଆଡ଼େ ଥିଲା।