Home Bibles ☰ Books ଯିହିଜିକଲ 42:4 · ଓଡ଼ିଆ ବାଇବେଲ
ଯିହିଜିକଲ 42:4 · ଓଡ଼ିଆ ବାଇବେଲ

କଠାେରୀଗୁଡ଼ିକର ସମ୍ମୁଖ ରେ ଦଶହାତ ପ୍ରସ୍ଥର ଏକ ପଥ ଥିଲା ଓ ସମସ୍ତ ଦ୍ବାର ଉତ୍ତର ଆଡ଼େ ଥିଲା।

Cross references

ଯିହିଜିକଲ 42:11

ସଗେୁଡ଼ିକ ଉତ୍ତର ଦିଗସ୍ଥ କଠାେରୀଗୁଡ଼ିକର ପରି ଥିଲା। ସଗେୁଡ଼ିକର ର୍ଦୈଘ୍ଯ ପ୍ରସ୍ଥ ସମାନ ଥିଲା। ଆଉ ଏକା ପ୍ରକାରର ଦ୍ବାର ଥିଲା।

ଯିହିଜିକଲ 46:19

ତା'ପ ରେ ସେ ଦ୍ବାର ପାଶର୍‌ବସ୍ଥ ପ୍ରବେଶ ପଥଦଇେ ମାେତେ ଯାଜକମାନଙ୍କର ଉତ୍ତରାଭିମୁଖ ପବିତ୍ର କୋଠରୀକୁ ଆଣିଲେ। ମୁଁ ସଠାେ ରେ ପଶ୍ଚିମ ରେ ଏକ ସ୍ଥାନ ଥିବାର ଦେଖିଲି।

ମାଥିଉଲିଖିତ ସୁସମାଚାର 7:14

ବାସ୍ତବ ଜୀବନ ପଥରେ ଥିବା ଫାଟକ ବହୁତ େଛାଟ। ବାସ୍ତବ ଜୀବନ ଆଡକୁ ୟିବା ରାସ୍ତା ବହୁତ କଠିନ। ଖୁବ୍ କମ୍ ଲୋକ ସେ ରାସ୍ତା ଖାଜେି ପାଆନ୍ତି।

ଲୂକଲିଖିତ ସୁସମାଚାର 13:24

ଯୀଶୁ କହିଲେ, ତୁମ୍ଭମାନେ ଅଣ ଓସାରିଆ ଦ୍ବାର ଦଇେ ସ୍ବର୍ଗରାଜ୍ଯ ରେ ପ୍ରବେଶ କରିବା ପାଇଁ କଠିନ ପରିଶ୍ରମ କର। ଅନକେ ଲୋକ ସଠାେରେ ପ୍ରବେଶ କରିବାକୁ ଚେଷ୍ଟା କରିବେ। କିନ୍ତୁ ସମାନେେ ପ୍ରବେଶ କରିବାକୁ ସମର୍ଥ ହବେେ ନାହିଁ।

Interlinear

Choose Theme