Home Bibles ☰ Books ଯିହିଜିକଲ 41:9 · ଓଡ଼ିଆ ବାଇବେଲ
ଯିହିଜିକଲ 41:9 · ଓଡ଼ିଆ ବାଇବେଲ

ପାଶର୍‌ବ କୋଠରୀଗୁଡ଼ିକର ବାହାର କାନ୍ଥ ପାଞ୍ଚହାତ ପ୍ରସ୍ଥ ଥିଲା। ମନ୍ଦିରର ପାଶର୍‌ବସ୍ଥ କଠାେରୀ ମଧିଅରେ ଏକ ଖାେଲା ସ୍ଥାନ ଅବଶିଷ୍ଟ ଥିଲା।

Cross references

ଯିହିଜିକଲ 41:11

ପାଶର୍‌ବସ୍ଥ କଠାେରୀଗୁଡ଼ିକର ଦ୍ବାର ସହେି ଅବଶିଷ୍ଟ ଖାେଲାସ୍ଥାନ ଆଡ଼େ ଥିଲା। ଗୋଟିଏ ଦ୍ବାର ଉତ୍ତର ଆଡ଼େ ଓ ଅନ୍ୟ ଗୋଟିଏ ଦ୍ବାର ଦକ୍ଷିଣ ଆଡ଼େ ଥିଲା। ଆଉ ସହେି ଅବଶିଷ୍ଟ ସ୍ଥାନର ପ୍ରସ୍ଥ ଚତୁର୍ଦ୍ଦିଗ ରେ ପାଞ୍ଚ ହାତ ଥିଲା।

ଯିହିଜିକଲ 42:1

ତା'ପ ରେ ସେ ମାେତେ ଉତ୍ତର ଦିଗସ୍ଥ ଦ୍ବାର ଦଇେ ବାହାର ପ୍ରାଙ୍ଗଣକୁ ଆଣିଲେ। ଆଉ ନିଷିଦ୍ଧାଞ୍ଚଳ ରେ ଓ ପ୍ରାସାଦର ସମ୍ମୁଖବର୍ତ୍ତୀ ଉତ୍ତର ଦିଗସ୍ଥ କଠାେରୀ ରେ ଉପସ୍ଥିତ କରାଇଲେ।

ଯିହିଜିକଲ 42:4

କଠାେରୀଗୁଡ଼ିକର ସମ୍ମୁଖ ରେ ଦଶହାତ ପ୍ରସ୍ଥର ଏକ ପଥ ଥିଲା ଓ ସମସ୍ତ ଦ୍ବାର ଉତ୍ତର ଆଡ଼େ ଥିଲା।

Interlinear

Choose Theme