ଯିହିଜିକଲ 41:10 · ଓଡ଼ିଆ ବାଇବେଲ
ଆଉ ଯାଜକମାନଙ୍କର କୋଠରୀଗୁଡ଼ିକ କୋଡ଼ିଏ ହାତ ପ୍ରସ୍ଥ ଥିଲା ଏବଂ ମନ୍ଦିର ଚାରିପଟେ ଥିଲା।
Cross references
ଯିହିଜିକଲ 40:17
ତା'ପ ରେ ସେ ମାେତେ ବାହାର ଅଗଣାକୁ ଆଣିଲେ। ମୁଁ ଦେଖିଲି ପ୍ରାଙ୍ଗଣର ଚତୁର୍ଦ୍ଦିଗ ରେ କେତକେ କଠାେରୀ ଓ ନିର୍ମିତ ଚଟାଣ ଥିଲା। ସହେି ଚଟାଣ ଉପ ରେ ତିରିଶଟି କଠାେରୀ ଥିଲା।
ଯିହିଜିକଲ 42:1
ତା'ପ ରେ ସେ ମାେତେ ଉତ୍ତର ଦିଗସ୍ଥ ଦ୍ବାର ଦଇେ ବାହାର ପ୍ରାଙ୍ଗଣକୁ ଆଣିଲେ। ଆଉ ନିଷିଦ୍ଧାଞ୍ଚଳ ରେ ଓ ପ୍ରାସାଦର ସମ୍ମୁଖବର୍ତ୍ତୀ ଉତ୍ତର ଦିଗସ୍ଥ କଠାେରୀ ରେ ଉପସ୍ଥିତ କରାଇଲେ।