ଇଶ୍ରାୟେଲର ଲୋକମାନଙ୍କ ମଧିଅରେ ମୁଁ ମାରେପବିତ୍ର ନାମକୁ ଜ୍ଞାତ କରାଇବି। ମାରେ ପବିତ୍ର ନାମକୁ ଆଉ ଅପବିତ୍ର ହବୋକୁ ଦବେି ନାହିଁ। ତାହା ହେଲେ ମୁଁ ଯେ ଇଶ୍ରାୟେଲ ମଧିଅରେ ଧର୍ମମଯ ସଦାପ୍ରଭୁ ଅଟେ, ଏହା ଗୋଷ୍ଠୀଯମାନେ ଜାଣିବେ।
Cross references
ତୁମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବରଙ୍କ ନାମ ମିଥ୍ଯା ରେ ନବେ ନାହିଁ, କାରଣ ଯେ କହେି ତାଙ୍କର ନାମ ମିଥ୍ଯା ରେ ନିଏ, ସଦାପ୍ରଭୁ ତାଙ୍କୁ ଅପରାଧୀ ପୂପେ ଗଣନା କରନ୍ତି।
ତୁମ୍ଭେ ନିଜ ବଂଶଜାତ କାହାକୁ ହିଁ ମାେଲକ୍ ଦବେତାର ଉଦ୍ଦେଶ୍ଯ ରେ ଉତ୍ସର୍ଗୀତ ହବୋକୁ ଦବୋ ଉଚିତ୍ ନୁହଁ, କିମ୍ବା ତୁମ୍ଭେ ତୁମ୍ଭର ପରମେଶ୍ବରଙ୍କ ପବିତ୍ର ନାମକୁ କଳିଷିତ ନିଶ୍ଚଯ କରିବ ନାହିଁ। ମୁଁ ସଦାପ୍ରଭୁ ଅଟେ।
ହେ ସିୟୋନ ନିବାସୀଗଣ, ଉଚ୍ଚସ୍ବର ରେ ତାଙ୍କର ପ୍ରଶଂସା କର। ଇଶ୍ରାୟେଲ ସହେି ପବିତ୍ର ଧର୍ମସ୍ବରୂପ ତୁମ୍ଭମାନଙ୍କ ମଧିଅରେ ଅଛନ୍ତି, ତେଣୁ ଆନନ୍ଦ କର।
କାରଣ ଆମ୍ଭେ ସଦାପ୍ରଭୁ ତୁମ୍ଭର ପରମେଶ୍ବର, ଇଶ୍ରାୟେଲ ଧର୍ମସ୍ବରୂପ ତୁମ୍ଭର ତ୍ରାଣକର୍ତ୍ତା। ଆମ୍ଭେ ତୁମ୍ଭର ମୁକ୍ତିର ମୂଲ୍ଯ ସ୍ବରୂପ ରେ ମିଶର ଓ ତୁମ୍ଭକୁ ପାଇବା ପାଇଁ କ୍ରୁଶ୍ ଓ ଶିବାଦେଶ ଦଇେଅଛୁ।
ତୁମ୍ଭମାନଙ୍କର ମୁକ୍ତିଦାତା, ଇଶ୍ରାୟେଲର ପବିତ୍ର ସ୍ବରୂପ ସଦାପ୍ରଭୁ ଏହିକଥା କୁହନ୍ତି, ଆମ୍ଭେ ତୁମ୍ଭମାନଙ୍କ ପାଇଁ ବାବିଲକୁ ସୈନ୍ଯବାହିନୀ ପଠାଇଅଛୁ। ମୁଁ ସହେି ଫାଟକକୁ ଭାଙ୍ଗି ଦବେି। କଲଦୀଯମାନଙ୍କର ଚିତ୍କାର ଦୁଃଖ ରେ ପରିଣତ ହବେ।
ଅଜ୍ଞାତ ଗୋଷ୍ଠୀକୁ ତୁମ୍ଭେ ଆହ୍ବାନ କରିବ ଓ ତୁମ୍ଭକୁ ନ ଜାଣିଥିବା ଗୋଷ୍ଠୀ ତୁମ୍ଭ ନିକଟକୁ ଦୌଡ଼ିବେ। ସଦାପ୍ରଭୁ ତୁମ୍ଭ ପରମେଶ୍ବର ଓ ଇଶ୍ରାୟେଲର ଧର୍ମସ୍ବରୂପଙ୍କ ପାଇଁ ଏହା ଘଟିବ। କାରଣ ସେ ତୁମ୍ଭକୁ ଗୌରବାନ୍ବିତ କରିଅଛନ୍ତି।
ପ୍ରକୃତ ରେ ଦ୍ବୀପସମୂହ ଆମ୍ଭକୁ ଅପେକ୍ଷା କରିବେ। ପୁଣି ତର୍ଶୀଶର ଜାହାଜସବୁ ସର୍ବପ୍ରଥମେ ନିଜ ନିଜ ରେ ୗପ୍ୟ ଓ ସୁବର୍ଣ୍ଣ ନଇେ, ତୁମ୍ଭର ସନ୍ତାନଗଣକୁ ଦୂରରୁ ଆଣି, ତୁମ୍ଭ ପରମେଶ୍ବର ସଦାପ୍ରଭୁଙ୍କ ସୁନାମ ନିମିତ୍ତ ଓ ଇଶ୍ରାୟେଲର ପବିତ୍ରସ୍ବରୂପଙ୍କ ନିମିତ୍ତ ଆସିବେ କାରଣ ସେ ତୁମ୍ଭକୁ ଗୌରବାନ୍ବିତ କରିଛନ୍ତି।
ଯେଉଁମାନେ ତୁମ୍ଭକୁ କଷ୍ଟ ଦଇେଥିଲେ ସମାନଙ୍କେର ସନ୍ତାନଗଣ ତୁମ୍ଭ ନିକଟକୁ ଆସି ନତ ହବେେ ଓ ଯେଉଁମାନେ ତୁମ୍ଭକୁ ତୁଚ୍ଛ କରିଥିଲେ, ସମାନେେ ସମସ୍ତେ ତୁମ୍ଭ ପଦତଳେ ପ୍ରଣାମ କରିବେ। ଆଉ ସମାନେେ ତୁମ୍ଭକୁ ସଦାପ୍ରଭୁଙ୍କର ନଗରୀ ଇଶ୍ରାୟେଲର ଧର୍ମସ୍ବରୂପଙ୍କର ସିୟୋନ ବୋଲି ସମ୍ ବୋଧନ କରିବେ।'
କିନ୍ତୁ ମୁଁ ସମାନଙ୍କେୁ ଧ୍ବଂସ କଲି ନାହିଁ। କାରଣ ସମାନଙ୍କେ ସହିତ ଥିବା ଲୋକମାନଙ୍କ ମଧିଅରେ ମାରେ ନାମକୁ କଳୁଷିତ କରିବା ପାଇଁ ମାେତେ ଭଲ ଲାଗିଲା ନାହିଁ, କାରଣ ଯେତବେେଳେ ସମସ୍ତ ଦେଶଗଣ ଦେଖୁଥିଲେ, ସମାନଙ୍କେୁ ମିଶରରୁ ବାହାର କରି ଆଣିବା ଦ୍ବାରା ମୁଁ ଇଶ୍ରାୟେଲୀୟମାନଙ୍କଠା ରେ ପରିଚିତ ହଲିେ।
କିନ୍ତୁ ମୁଁ ମାରେ ନାମକୁ ସହେି ଲୋକମାନଙ୍କ ସମ୍ମୁଖ ରେ ଭ୍ରଷ୍ଟ କରିବା ପାଇଁ ଚାହିଁଲି ନାହିଁ। ଯେଉଁମାନଙ୍କ ଆଗ ରେ ମୁଁ ସମାନଙ୍କେୁ ମିଶରରୁ ବାହାର କରି ଆଣିଥିଲି।
ହେ ଇଶ୍ରାୟେଲର ଭବିଷ୍ଯତ୍ ବଂଶଧରଗଣ ! ସଦାପ୍ରଭୁ ମାରେପ୍ରଭୁ ଏହି କଥା କହନ୍ତି, ତୁମ୍ଭମାନେେ ଯଦି ମାେ ନିର୍ଦ୍ଦଶେ ପ୍ରତି ଧ୍ଯାନ ନ ଦିଅ, ୟାଅ ଓ ତୁମ୍ଭର ମୂର୍ତ୍ତିଗୁଡ଼ିକର ପୂଜା କର। କିନ୍ତୁ ତୁମ୍ଭମାନେେ ତୁମ୍ଭମାନଙ୍କର ଉପହାର ଓ ମୂର୍ତ୍ତିଗୁଡ଼ିକ ଦ୍ବାରା ମାରେ ପବିତ୍ର ନାମକୁ ନଷ୍ଟ କରିବ ନାହିଁ।
ଏବଂ ସମାନେେ ଯେଉଁ ସ୍ଥାନକୁ ଗଲେ, ସମାନେେ ରାଷ୍ପ ମଧିଅରେ ମାରେ ପବିତ୍ର ନାମକୁ କଳୁଷିତ କଲେ। କାରଣ ଲୋକମାନେ ସମାନଙ୍କେ ବିଷଯ ରେ କହିଲେ, 'ଏମାନେ ସଦାପ୍ରଭୁଙ୍କର ଲୋକ ଓ ତାଙ୍କ ଦେଶରୁ ବିତାଡ଼ିତ ହାଇେଅଛନ୍ତି।'
ଦୁଷ୍ଟମାନଙ୍କ ମଧିଅରେ ଅପବିତ୍ର ହାଇେଥିବା ମାରେ ମହାନ ନାମକୁ ମୁଁ ପୁଣି ପବିତ୍ର କରିବି। ଯାହା ତୁମ୍ଭମାନେେ କଳୁଷିତ କଲ, ତାହା ହେଲେ ରାଷ୍ଟ୍ରମାନେ ଜାଣିବେ ଯେ, ମୁଁ ସଦାପ୍ରଭୁ। ସଦାପ୍ରଭୁ ମାରେ ପ୍ରଭୁ ଏହା କହିଲେ।'
ପରମେଶ୍ବର କହିଲେ, ତୁମ୍ଭର ଚତୁର୍ଦ୍ଦିଗର ଦେଶଗୁଡ଼ିକ ଜାଣିବେ ଯେ, ମୁଁ ସଦାପ୍ରଭୁ ନିର୍ଜନ ସ୍ଥାନକୁ ବସତିପୂର୍ଣ୍ଣ ଧ୍ବଂସ ସ୍ଥାନକୁ ପୁନଃନିର୍ମାଣ ଓ ଜନଶୂନ୍ଯ କ୍ଷେତ୍ର ରେ ରୋପଣ କରିଛି। ମୁଁ ସଦାପ୍ରଭୁ ଏହା କହିଅଛି ଓ ଆମ୍ଭେ ଏହା ସଫଳ କରିବା।
ତୁମ୍ଭେ ଇଶ୍ରାୟେଲ ବିରୁଦ୍ଧ ରେ ମାରେ ଲୋକ ବିରୁଦ୍ଧ ରେ ୟୁଦ୍ଧ କରିବାକୁ ଆସିବ ଏବଂ ଦେଶକୁ ମେଘତୁଲ୍ଯ ଆଚ୍ଛାଦନ କରିବ। ସହେି ଭବିଷ୍ଯତ ଦିନଗୁଡ଼ିକରେ, ମୁଁ ତୁମ୍ଭକୁ ମାେ ଦେଶ ବିରୁଦ୍ଧ ରେ ଆଣିବି, ଯାହା ଫଳ ରେ ଦେଶଗୁଡ଼ିକ ମାେତେ ଜାଣି ପାରିବେ। ଯେତବେେଳେ ମାରେ ପବିତ୍ରତା ତୁମ୍ଭ ମାଧ୍ଯମ ରେ ସମାନଙ୍କେୁ ଉପସ୍ଥିତି ରେ ଦଖାଇବେି।'
ଏବଂ ଏହି ପ୍ରକା ରେ ମୁଁ ନିଜକୁ ବହୁ ଦେଶକୁ ଜ୍ଞାତ କରାଇବି, ମୁଁ ଦଖାଇେ ଦବେି ଯେ, ମୁଁ ମହାନ୍ ଓ ପବିତ୍ର ଅଟେ। ତାହା ହେଲେ ସମାନେେ ଜାଣିବେ, ଆମ୍ଭେ ସଦାପ୍ରଭୁ ଅଟୁ।
ସହେି ଦିନଠାରୁ ଇଶ୍ରାୟେଲ ବଂଶ ଜାଣିବେ ଯେ, ଆମ୍ଭେ ସଦାପ୍ରଭୁ, ସମାନଙ୍କେର ପରମେଶ୍ବର ଅଟୁ।