Home Bibles ଯିହିଜିକଲ 39:8 · ଓଡ଼ିଆ ବାଇବେଲ
ଯିହିଜିକଲ 39:8 · ଓଡ଼ିଆ ବାଇବେଲ

ଆଉ ଦେଖ, ସହେିଦିନ ଆସୁଅଛି ଓ ତାହା ନିଶ୍ଚିତ ଭାବରେ ଆସିବ। ଏହା ସଦାପ୍ରଭୁ କହନ୍ତି। ପୁଣି ଯେଉଁ ଦିନର ବିଷଯ ମୁଁ କହିଅଛି, ଏହା ସହେି ଦିନ।

Cross references

ଯିଶାଇୟ 33:10

ସଦାପ୍ରଭୁ କୁହନ୍ତି, ଆମ୍ଭେ ଏବେ ଉଠିବା, ଆମ୍ଭେ ଏବେ ଆପଣାକୁ ଉଠାଇବା, ଆମ୍ଭେ ଏବେ ଉନ୍ନତ ହବୋ।

ଯିଶାଇୟ 46:10

ଶଷେ ରେ କ'ଣ ଘଟିବ ଆମ୍ଭେ ଆଦ୍ଯରୁ କହିଥାଉଁ। ପୁଣି ଯାହା ଘଟି ନାହିଁ ତାହା ଆମ୍ଭେ ପ୍ରାଚୀନ କାଳରୁ ଜଣାଇଥାଉ ଓ କହୁ। ଆମ୍ଭର ଉଦ୍ଦେଶ୍ଯ ସାଧିତ ହବେ ଓ ଆମ୍ଭେ ନିଜର ସକଳ ମନୋରଥ ସିଦ୍ଧ କରିବୁ।

ଯିହିଜିକଲ 7:2

ସେ କହିଲେ, ହେ ମନୁଷ୍ଯ ପୁତ୍ର, ସଦାପ୍ରଭୁ ଇଶ୍ରାୟେଲ ଭୂମିକୁ କହନ୍ତି, ସମଗ୍ର ଦେଶର ସମାପ୍ତି ଆସିୟାଇଛି।

ଯିହିଜିକଲ 33:33

ଏବଂ ଯେତବେେଳେ ଏହା ସତ ହୁଏ ଏବଂ ଏହା ଆସୁଛି, ତା'ପ ରେ ସମାନେେ ଜାଣିବେ ଯେ, ସମାନଙ୍କେ ମଧିଅରେ ଜଣେ ଭବିଷ୍ଯତବକ୍ତା ଥିଲେ।'

ଯିହିଜିକଲ 38:17

ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହନ୍ତି, ତୁମ୍ଭେ ସହେି ଜଣକ ନୁହଁ କି, ଯାହାକୁ ମୁଁ ମାେ ସବେକ ମାଧ୍ଯମ ରେ ବହୁ ସମୟ ଆଗରୁ କହିଥିଲି, ଇଶ୍ରାୟେଲର ଯାଜକଗଣ ଯେଉଁମାନେ ଆସିବାକୁ ଥିବା ଏଇ ବର୍ଷ ବିଷଯ ରେ ଭବିଷ୍ଯତବାଣୀ କହିଥିଲେ ଯେ, ମୁଁ ତୁମ୍ଭକୁ ସମାନଙ୍କେ ବିରୁଦ୍ଧ ରେ ଆଣିବି।

ପିତରଙ୍କ ଦିତୀୟ ପତ୍ର 3:8

ପ୍ରିୟ ମିତ୍ରଗଣ, କିନ୍ତୁ ଏହି ବିଶଷେ କଥା ଭୁଲ ନାହିଁ, ପରମେଶ୍ବରଙ୍କ ଲାଗି ଗୋଟିଏ ଦିନ ହଜାର ବର୍ଷ ଭଳି ଓ ହଜାର ବର୍ଷ ଗୋଟିଏ ଦିନ ଭଳି ଅଟେ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 16:17

ତା'ପରେ ସପ୍ତମ ଦୂତ ତାହାଙ୍କ ପାତ୍ରକୁ ବାଯୁ ରେ ଢ଼ାଳିଲେ ଓ ମନ୍ଦିର ଭିତରୁ ସିଂହାସନଠାରୁ ଗୋଟିଏ ଉଚ୍ଚ ସ୍ବର ଆସିଲା। ସହେି ସ୍ବର କହିଲା, ଏହା ସମାପ୍ତ ହେଲା।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 21:6

ସିଂହାସନ ରେ ବସିଥିବା ବ୍ଯକ୍ତି ମାେତେ କହିଲେ, ଏହା ସମାପ୍ତ ହାଇଯୋଇଛି। ମୁଁ ହେଉଛି ପ୍ରଥମ ଓ ଶଷେ। ମୁଁ ତୃଷାର୍ତ୍ତ ଲୋକକୁ ବିନା ମୂଲ୍ଯ ରେ ଜୀବନ୍ତଜଳ ନିର୍ଝରରୁ ପାନ କରିବାକୁ ଦବେି।

Interlinear

Choose Theme