ପରମେଶ୍ବର କହିଲେ, ପୁଣି ନିରାପଦ ରେ ବାସ କରୁଛନ୍ତି ବୋଲି ମନେ କରୁଥିବା ମାଗୋଗର ଓ ଦ୍ବୀପ ସମୂହ ଉପରକୁ ମୁଁ ଅଗ୍ନି ପ୍ ରରଣେ କରିବି। ତହିଁରେ ଏହା ସମାନେେ ଜାଣିବେ ଯେ, ଆମ୍ଭେ ସଦାପ୍ରଭୁ ଅଟୁ।
Cross references
ଏହାପରେ ସହେି ପାଞ୍ଚଜଣ ପ୍ରସ୍ଥାନ କରି ଲଯିଶ ରେ ପହନ୍ଚିଲେ। ସଠାେରେ ସମାନେେ ଦେଖିଲେ, ସୀଦୋନୀଯମାନଙ୍କ ଶାସନ ରେ ଲୋକମାନେ କିପରି ନିରାପଦ ରେ ରହକ୍ସ୍ଟଥିଲେ। ସହେି ଦେଶ ରେ ଶାନ୍ତି ଥିଲା, ସମାନଙ୍କେର ସବୁକିଛି ୟଥେଷ୍ଟ ଥିଲା। ସଠାେରେ ଅତ୍ଯାଗ୍ଭରୀ ଶାସକ ନଥିଲେ। ଆଉ ସମାନେେ ସୀଦୋନଠାରକ୍ସ୍ଟ ଦୂର ରେ ଥିଲେ ଓ ଅନ୍ୟ କାହାରି ସହିତ ସମାନଙ୍କେର ସଐର୍କ ନ ଥିଲା।
ତର୍ଶୀଶର ରାଜା ଓ ଅନ୍ୟ ସୁଦୂର ରାଜାଗଣ ତାଙ୍କ ପାଇଁ ଉପହାର ଆଣନ୍ତୁ। ଶିବାର ଓ ସିବାର ରାଜାଗଣ ତାଙ୍କ ପାଇଁ ଭଟେି ଆଣନ୍ତୁ।
ଆମ୍ଭେ ସମାନଙ୍କେ ମଧିଅରେ ଏକ ସଙ୍କତେ ସ୍ଥାପନ କରିବା ଓ ସମାନଙ୍କେ ମଧ୍ଯରୁ ରକ୍ଷାପ୍ରାପ୍ତ ଲୋକମାନଙ୍କୁ ବିଭିନ୍ନ ଦେଶ ଯଥା - ତର୍ଶୀଶ, ଫୁଲ ଓ ଲୁଦ, ଯେଉଁମାନେ ଧନୁର୍ଦ୍ଧର, ତୁବଲ ଓ ୟବନ ତଥା ଦୂରସ୍ଥ ଦ୍ବୀପଗଣ ଆମ୍ଭର ସୁଖ୍ଯାତି ବିଷଯ ରେ କବେେ ଶୁଣି ନାହାଁନ୍ତି କିମ୍ବା ଆମ୍ଭର ପ୍ରତାପ ଦେଖିନାହାଁନ୍ତି, ସହେିମାନଙ୍କ ନିକଟକୁ ପ୍ ରରଣେ କରିବା ଓ ସମାନେେ ବିଭିନ୍ନ ଦେଶୀଯମାନଙ୍କ ମଧିଅରେ ଆମ୍ଭର ମହିମା ପ୍ରକାଶ କରିବେ।
ଆଉ ସୋରର ସମସ୍ତ ରାଜାଙ୍କୁ, ସୀଦୋନର ସମସ୍ତ ରାଜାଙ୍କୁ ଓ ସମୁଦ୍ରପାରସ୍ଥ ଦ୍ବୀପର ସମସ୍ତ ରାଜାଙ୍କୁ ତାହା ପାନ କରାଇଲି।
ମୁଁ ମିଶର ରେ ଅଗ୍ନି ସଂୟୋଗ କରିବି। ଫଳ ରେ ତାହାର ସହାୟକମାନେ ବିନଷ୍ଟ ହବେେ। ସେତବେେଳେ ମୁଁ ଯେ ସଦାପ୍ରଭୁ ଅଟେ, ଏହା ସମାନେେ ଜାଣିବେ।
ଏବଂ ମୁଁ ମିଶର ରେ ଅଗ୍ନି ସଂୟୋଗ କରିବି। ସୀନ ମହାୟାତନାଗ୍ରସ୍ତ ହବେ ଓ ନୋ-ନଗର ଭଗ୍ନ ହବେ। ଏବଂ ନୋଫର ଶତ୍ରୁମାନେ ପ୍ରତିଦିନ ନୂଆ ଗଣ୍ଡଗୋଳ ସୃଷ୍ଟି କରିବେ।
ଗୋମର ଓ ତା'ର ସମସ୍ତ ସୈନ୍ଯବାହିନୀ ଉତ୍ତର ଦିଗର ପ୍ରାନ୍ତ ସୀମାସ୍ଥିତ ତାଗେର୍ମାର ବଂଶ ଓ ତାହାର ସମସ୍ତ ଦଳ, ଏହି ଅନକେ ଜାତି ସମାନଙ୍କେର ସହିତ ଥିବେ।
ତୁମ୍ଭେ କହିବ, 'ମୁଁ ପ୍ରାଚୀର ବିହୀନ ସହର ବିଶିଷ୍ଟ ଦେଶକୁ ଯିବି ; ସମାନେେ ଶାନ୍ତି ରେ ଅଛନ୍ତି, ସମାନେେ ଭାବନ୍ତି ସମାନେେ ନିରାପଦ ରେ ଅଛନ୍ତି, ସମାନଙ୍କେର ନଗରର ସୁରକ୍ଷା ପାଇଁ ଚତୁର୍ଦ୍ଦିଗ ରେ ପ୍ରାଚୀର ନାହିଁ କିମ୍ବା ସମାନଙ୍କେର ଅର୍ଗଳ କି କବାଟ ନାହିଁ। ତେଣୁ ଆମ୍ଭେ ସମାନଙ୍କେ ଦେଶ ବିପକ୍ଷ ରେ ଖଡ୍ଗ ଆଣିବା।
ଶିବା ଦାଦନ ଓ ତର୍ଶୀଶର ବଣିକଗଣ ଆଉ ସଠାେସ୍ଥିତ ୟୁବା ସିଂହାସକଳ ତୁମ୍ଭକୁ ପଚାରିବେ, 'ତୁମ୍ଭେ କ'ଣ ଲୁଟିବାକୁ ଆସିଅଛ ? ତୁମ୍ଭେ କ'ଣ ଦ୍ରବ୍ଯ ଅପହରଣ କରିବାକୁ ଆପଣାର ଜନସମାଜକୁ ଏକତ୍ରୀତ କରିଅଛ ? ରୂପା ସୁନା ବହି ନବୋର, ପଶୁ ଓ ଦ୍ରବ୍ଯାଦି ଲୁଟି ନଇୟିବୋର ଅଭିପ୍ରାଯ କ'ଣ ରଖିଅଛ ?'
ଆଉ ମୁଁ ମାରେଅନ୍ତଜର୍ବାଳା ଓ କୋରଧାଗ୍ନି ରେ ପ୍ରତିଜ୍ଞା କରେ, ଇଶ୍ରାୟେଲ ରେ ଭୟଙ୍କର ଭୂମିକମ୍ପ ହବେ।
ତେଣୁ ଆମ୍ଭେ ହସାଯଲଙ୍କେ ଗୃହ ନିକଟକୁ ଅଗ୍ନି ପ୍ ରରଣେ କରିବା। ଏବଂ ସହେି ଅଗ୍ନି ବିନହଦଦଙ୍କ ବିରାଟ ଅଟ୍ଟାଳିକାକୁ ଧ୍ବଂସ କରିବ।
ତେଣୁ ଆମ୍ଭେ ଘସାର କାନ୍ଥ ନିକଟକୁ ଅଗ୍ନି ପ୍ ରରଣେ କରିବା। ସହେି ଅଗ୍ନି ଘସାର ଉଚ୍ଚ ଅଟ୍ଟାଳିକାକୁ ଧ୍ବଂସ କରିବ।
ତେଣୁ ଆମ୍ଭେ ସୋରର ଅଟ୍ଟାଳିକା ନିକଟକୁ ଅଗ୍ନି ପ୍ ରରଣେ କରିବା। ସହେି ଅଗ୍ନି ସୋରର ଉଚ୍ଚ ଅଟ୍ଟାଳିକାଗୁଡିକୁ ଧ୍ବଂସ କରିଦବେ।
ସଦାପ୍ରଭୁଙ୍କ କୋର୍ଧ ବିରୁଦ୍ଧ ରେ କହେି ତିଷ୍ଠି ପାରିବେ ନାହିଁ। ତାଙ୍କର ଭୟଙ୍କର କୋର୍ଧକୁ କହେି ସହ୍ଯ କରିପାରିବେ ନାହିଁ। ତାଙ୍କର କୋରଧ ଅଗ୍ନି ସଦୃଶ ଜଳି ଉଠିବ। ତାଙ୍କର ଆଗମନ ରେ ପଥରଗୁଡିକ ଖଣ୍ତ ଖଣ୍ତ ହାଇଯେିବ।
ସହେି ଲୋକମାନେ ସଦାପ୍ରଭୁଙ୍କୁ ଭୟ କରିବେ, କାରଣ ସଦାପ୍ରଭୁ ଧ୍ବଂସ କରିବେ। ତା'ପ ରେ ସବୁ ଦେଶ ରେ ଲୋକମାନେ ସଦାପ୍ରଭୁଙ୍କୁ ଉପାସନା କରିବେ।