ଦୁଷ୍ଟମାନଙ୍କ ମଧିଅରେ ଅପବିତ୍ର ହାଇେଥିବା ମାରେ ମହାନ ନାମକୁ ମୁଁ ପୁଣି ପବିତ୍ର କରିବି। ଯାହା ତୁମ୍ଭମାନେେ କଳୁଷିତ କଲ, ତାହା ହେଲେ ରାଷ୍ଟ୍ରମାନେ ଜାଣିବେ ଯେ, ମୁଁ ସଦାପ୍ରଭୁ। ସଦାପ୍ରଭୁ ମାରେ ପ୍ରଭୁ ଏହା କହିଲେ।'
Cross references
ସେ ଫାରୋଙ୍କର ରଥ ଏବଂ ସନ୍େଯମାନଙ୍କୁ ସମୁଦ୍ର ରେ ନିକ୍ଷପେ କରିଛନ୍ତି। ଫାରୋଙ୍କର ବଛା ବୀରମାନେ ସୂଫ ସାଗର ରେ ନିମଗ୍ନ ହାଇେ ଅଛନ୍ତି।
ଏଥି ରେ ସଦାପ୍ରଭୁ ମାଶାେ ଓ ହାରୋଣଙ୍କୁ କହିଲେ, ତୁମ୍ଭମାନେେ ଲୋକମାନଙ୍କ ସମ୍ମୁଖ ରେ ମାଠାେ ରେ ବିଶ୍ବାସ କଲ ନାହିଁ ଏବଂ ଲୋକମାନଙ୍କ ଆଗ ରେ ମାେତେ ପବିତ୍ର ରୂପେ ସମ୍ମାନ ଦେଲେ ନାହିଁ। ଏଣୁ ତୁମ୍ଭମାନେେ ଏହିସବୁ ଲୋକମାନଙ୍କୁ ସହେି ଦେଶ ଭିତରକୁ ନବେ ନାହିଁ, ଯାହା ମୁଁ ସମାନଙ୍କେୁ ଦଇେଛି।
ପରମେଶ୍ବର କହନ୍ତି, ୟୁଦ୍ଧ ବନ୍ଦ କର, ମନରେଖ ମୁଁ ହେଉଛି ପରମେଶ୍ବର। ମୁଁ ରାଜ୍ଯମାନଙ୍କୁ ପରାସ୍ତ କରିଛି। ପୃଥିବୀକୁ ମୁଁ ନିଯନ୍ତ୍ରଣ କଲେ।
ତୁମ୍ଭେ ଉଠ ଓ ସିୟୋନକୁ ଦୟା କର। ସହେି ୟଥାର୍ଥ ସମୟ ଆସିଅଛି। ଯେତବେେଳେ ତୁମ୍ଭେ ସିୟୋନକୁ ଦୟା କରିବ।
ଯେତବେେଳେ ସଦାପ୍ରଭୁ ସିୟୋନରେ ପୁନଃସ୍ଥାପନ କରନ୍ତି। ଏହା ଏକ ସ୍ବପ୍ନ ତୁଲ୍ଯ ଥିଲା।
ସଦାପ୍ରଭୁ ସର୍ବ ଶକ୍ତିମାନ ଉତ୍ତମ ବିଚାର କରିଲବ ଏବଂସଲାକମାଲନସସ ମହାନ୍ସବାଲି ଜାଣିବଲ। ପବିତ୍ର ପରଲମଶ୍ବର ଧାର୍ମିକତା ଆଣିଲବ ଓସଲାକମାଲନ ତାଙ୍କୁ ଭକ୍ତି କରିଲବ।
ଯେଉଁ ସମୟରେ ମୁଁ ଜାତିଗୁଡ଼ିକ ମଧ୍ଯରୁ ତୁମ୍ଭମାନଙ୍କୁ ବାହାର କରି ଆଣିବି ଓ ଛିନ୍ନଭିନ୍ନ ହାଇେ ରହିଥିବା ଦେଶମାନଙ୍କରୁ ତୁମ୍ଭମାନଙ୍କୁ ଏକତ୍ରୀତ କରିବି, ମୁଁ ତୁମ୍ଭମାନଙ୍କୁ ତୁମ୍ଭର ସୁଗନ୍ଧି ନବୈେଦ୍ଯଗୁଡ଼ିକ ଗ୍ରହଣ କରିବି ଏବଂ ସମସ୍ତ ଜାତିଗୁଡ଼ିକ ଉପସ୍ଥିତି ରେ ମୁଁ ତୁମ୍ଭମାନଙ୍କୁ ପବିତ୍ର କରିବି।
ଆଉ କୁହ, ' ମାରେ ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି,
ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହିଛନ୍ତି, ମୁଁ ଇଶ୍ରାୟେଲ ବଂଶକୁ ନାନା ଗୋଷ୍ଠୀଗଣ ମଧିଅରେ ଛିନ୍ନଭିନ୍ନ କରିଥିଲି। କିନ୍ତୁ ପୁନର୍ବାର ଯେତବେେଳେ ମୁଁ ସମାନଙ୍କେୁ ଏକତ୍ରୀତ କରିବି। ସେତବେେଳେ ମୁଁ ନିଜକୁ ନାନା ଦେଶୀଯମାନଙ୍କ ଦୃଷ୍ଟି ରେ ପବିତ୍ର ରୂପେ ଦଖାଇବେି ଏବଂ ମୁଁ ନିଜ ଦାସ ଯାକୁବକୁ ଯେଉଁ ଦେଶ ଦଇେଥିଲି ସମାନେେ ସହେି ଦେଶ ରେ ବାସ କରିବେ।
ପୁଣି ମୁଁ ଗୋଗ ବିପକ୍ଷ ରେ ମହାମାରୀ ଓ ମୃତ୍ଯୁ ଆଣି ଦଣ୍ଡିତ କରିବି। ମୁଁ ତାହା ଉପ ରେ, ତାହାର ସୈନ୍ଯଦଳ ଉପ ରେ ଓ ତା'ର ସଙ୍ଗୀ ଅନକେ ଜାତିମାନଙ୍କ ଉପ ରେ ପ୍ଲାବନକାରୀ ବୃଷ୍ଟି, ବୃହତ୍ ଶିଳା, ଅଗ୍ନି ଓ ଗନ୍ଧକ ବୃଷ୍ଟି କରାଇବି।
ଏବଂ ଏହି ପ୍ରକା ରେ ମୁଁ ନିଜକୁ ବହୁ ଦେଶକୁ ଜ୍ଞାତ କରାଇବି, ମୁଁ ଦଖାଇେ ଦବେି ଯେ, ମୁଁ ମହାନ୍ ଓ ପବିତ୍ର ଅଟେ। ତାହା ହେଲେ ସମାନେେ ଜାଣିବେ, ଆମ୍ଭେ ସଦାପ୍ରଭୁ ଅଟୁ।
ଇଶ୍ରାୟେଲର ଲୋକମାନଙ୍କ ମଧିଅରେ ମୁଁ ମାରେପବିତ୍ର ନାମକୁ ଜ୍ଞାତ କରାଇବି। ମାରେ ପବିତ୍ର ନାମକୁ ଆଉ ଅପବିତ୍ର ହବୋକୁ ଦବେି ନାହିଁ। ତାହା ହେଲେ ମୁଁ ଯେ ଇଶ୍ରାୟେଲ ମଧିଅରେ ଧର୍ମମଯ ସଦାପ୍ରଭୁ ଅଟେ, ଏହା ଗୋଷ୍ଠୀଯମାନେ ଜାଣିବେ।
ପୁଣି ମୁଁ ଯେ ସଦାପ୍ରଭୁ ସମାନଙ୍କେର ପରମେଶ୍ବର ଅଟେ। ତାହା ସମାନେେ ଜାଣିବେ। ମୁଁ ନାନା ଜାତିମାନଙ୍କ ମଧିଅରେ ସମାନଙ୍କେୁ ନିର୍ବାସିତ କରାଇଲି ଓ ପୁନର୍ବାର ସମାନଙ୍କେ ନିଜ ଦେଶ ରେ ସମାନଙ୍କେୁ ସଂଗ୍ରହ କରିଅଛି। ମୁଁ ସମାନଙ୍କେର କାହାକୁ ଆଉ ସଠାେ ରେ ରଖିବି ନାହିଁ।
ତତ୍ପ ରେ ଦାନିୟେଲଙ୍କୁ ରାଜା କହିଲେ, ମୁଁ ଜାଣେ ତୁମ୍ଭର ପରମେଶ୍ବର ସମସ୍ତ ଈଶ୍ବରଗଣର ପରମେଶ୍ବର ଓ ରାଜଗଣର ସଦାପ୍ରଭୁ ଓ ଯେ ଗୁପ୍ତ ବିଷଯଗୁଡିକର ପ୍ରକାଶକୁ ଆଣନ୍ତି। କାରଣ ତୁମ୍ଭେ ମାେତେ ଏହି ନିଗୂଢ କଥା ପ୍ରକାଶ କରିବାକୁ ସମର୍ଥ ଅଟ।
ତା'ପ ରେ ନବୂଖଦ୍ନିତ୍ସର କହିଲା, ଶଦ୍ରକ୍, ମୈଶକ୍ ଓ ଅବେଦ୍-ନଗୋର ପରମେଶ୍ବର ଧନ୍ଯ, ଯେ ହତେୁ ସେ ଆପଣା ଦୂତ ପଠାଇଲେ ଓ ଆପଣା ଦାସମାନଙ୍କୁ ଅଗ୍ନିରୁ ଉଦ୍ଧାର କଲେ। ଆଉ ଏହି ତିନିଜଣ ଆପଣା ପରମେଶ୍ବରଙ୍କଠା ରେ ବିଶ୍ବାସ ରଖିଲେ ଓ ତାଙ୍କ ଭିନ୍ନ ଅନ୍ୟ କୌଣସି ଦବେତାଙ୍କର ପୂଜା କଲେ ନାହିଁ କି ପ୍ରଣାମ କଲେ ନାହିଁ। ଆଉ ମଧ୍ଯ ରାଜବାକ୍ଯ ଅମାନ୍ଯ କରି ଆପଣା ପରମେଶ୍ବରଙ୍କ ସବୋ କଲେ।
ସର୍ବୋପରିସ୍ଥ ପରମେଶ୍ବର ମାେ ପାଇଁ ଯେଉଁ ଆଶ୍ଚର୍ୟ୍ଯ କ୍ରିଯା ସାଧନ କରିଅଛନ୍ତି, ତାହା ସବୁ ପ୍ରଗ୍ଭର କରିବାକୁ ମୁଁ ସୁଖ ବୋଧ କଲି।
ଅନନ୍ତର ସହେି ସମୟର ଶଷେ ରେ ମୁଁ ନବୂଖଦ୍ନିତ୍ସର, ସ୍ବର୍ଗଆଡେ ଉର୍ଦ୍ଧ୍ବଦୃଷ୍ଟି କଲି। ସେତବେେଳେ ମାରେ ମନ ଠିକ୍ ବାଟକୁ ଆସିଗଲା। ତା'ପ ରେ ମୁଁ ସର୍ବୋପରିସ୍ଥ ପରମେଶ୍ବରଙ୍କର ପ୍ରଶଂସା କଲି। ସହେି ଅନନ୍ତ ଜୀବିଙ୍କୁ ଧନ୍ଯବାଦ ଜଣାଇ ସମାଦର କଲି। କାରଣ ତାଙ୍କର କତ୍ତୃର୍ତ୍ବ ଅନନ୍ତକାଳୀନ ଓ ତାଙ୍କର ରାଜ୍ଯ ପୁରୁଷାନୁକ୍ରମେ ଥାଏ।
ମୁଁ ଆଦେଶ ଦଲେି ଯେ, ମାରେରାଜ୍ଯସ୍ଥ ସମୁଦାଯ ପ୍ରଦେଶର ସମସ୍ତ ଲୋକମାନେ ଦାନିୟେଲଙ୍କ ପରମେଶ୍ବରଙ୍କୁ ଭୟ ଓ ଭକ୍ତି କରିବା ଉଚିତ୍।
କିନ୍ତୁ ତୁମ୍ଭମାନେେ ମନୋନୀତ ଲୋକ ଅଟ। ତୁମ୍ଭମାନେେ ରାଜାଙ୍କର ଯାଜକ। ତୁମ୍ଭମାନେେ ପବିତ୍ର ଜାତି ଅଟ। ତୁମ୍ଭମାନେେ ପରମେଶ୍ବରଙ୍କ ଲୋକ। ପରମେଶ୍ବର କରିଥିବା ଆଶ୍ଚର୍ୟ୍ଯ ଘଟଣାମାନ କହିବା ପାଇଁ ପରମେଶ୍ବର ତୁମ୍ଭକୁ ମନୋନୀତ କରିଛନ୍ତି। ସେ ଅନ୍ଧକାରରୁ ତୁମ୍ଭମାନଙ୍କୁ ତାହାଙ୍କର ଆଶ୍ଚର୍ୟ୍ଯ ଜନକ ଆଲୋକକୁ ଆଣିଛନ୍ତି।
କିନ୍ତୁ ତୁମ୍ଭେ ପବିତ୍ର ଭାବରେ ପ୍ରଭୁ ଖ୍ରୀଷ୍ଟଙ୍କୁ ନିଜ ହୃଦୟ ରେ ଧରି ରଖ। ତୁମ୍ଭର ଭରସାର କାରଣ ବିଷୟ ରେ କହେି ତୁମ୍ଭକୁ ପ୍ରଶ୍ନ କଲେ ତାହାକୁ ବୁଝାଇବା ପାଇଁ ସର୍ବଦା ପ୍ରସ୍ତୁତ ରହିଥାଅ।