Home Bibles ☰ Books ଯିହିଜିକଲ 33:29 · ଓଡ଼ିଆ ବାଇବେଲ
ଯିହିଜିକଲ 33:29 · ଓଡ଼ିଆ ବାଇବେଲ

ସମାନେେ ଏପରି ଘୃଣ୍ଯ ଓ ମନ୍ଦକର୍ମ କରିଅଛନ୍ତି ଯେ ଆମ୍ଭେ ଦେଶକୁ ଧ୍ବଂସିତ ଓ ଶୂନ୍ଯସ୍ଥାନ କରାଇବା। ତାହା ହେଲେ ଆମ୍ଭେ ଯେ ସଦାପ୍ରଭୁ ଅଟୁ ତାହା ସମାନେେ ଜାଣିବେ।

Cross references

ଯାତ୍ରା ପୁସ୍ତକ 14:18

ଏହାପରେ ମିଶରବାସୀ ଜାଣିବେ ଯେ, ମୁଁ ହେଉଛି ସଦାପ୍ରଭୁ ପରମେଶ୍ବର। ସମାନେେ ମାେତେ ସମ୍ମାନ କରିବେ ଯେତବେେଳେ ମୁଁ ଫାରୋ ଏବଂ ତା'ର ରଥା ରୋହୀମାନଙ୍କୁ ଏବଂ ଅଶ୍ବାରୋହୀ ସୈନ୍ଯମାନଙ୍କୁ ପରାସ୍ତ କରିବି।

ଦିତୀୟ ରାଜାବଳୀ 17:9

ଆଉମଧ୍ଯ ଇଶ୍ରାୟେଲୀମାନେ ସଦାପ୍ରଭୁ ଆପଣା ପରମେଶ୍ବରଙ୍କ ବିରୁଦ୍ଧ ରେ ଗୁପ୍ତ ପାପରେ ଲିପ୍ତ ହେଲେ।

ଦିତୀୟ ବଂଶାବଳୀ 36:14

ଆହୁରି ମଧ୍ଯ ଯାଜକମାନଙ୍କର ନେତାଗଣ ଓ ଯିହୁଦାର ଲୋକମାନେ ଭୟଙ୍କର ପାପ କଲେ ଓ ସଦାପ୍ରଭୁଙ୍କ ନିକଟରେ ଆହୁରି ଅବିଶ୍ବସ୍ତ ହେଲେ। ସମାନେେ ଅନ୍ୟ ଦେଶମାନଙ୍କର ମନ୍ଦ ଦୃଷ୍ଟାନ୍ତକୁ ଅନୁକରଣ କଲେ। ସହେି ନେତାମାନେ ସଦାପ୍ରଭୁଙ୍କ ମନ୍ଦିରକୁ ଅପବିତ୍ର କଲେ। ସଦାପ୍ରଭୁ ୟିରୁଶାଲମର ମନ୍ଦିରକୁ ପବିତ୍ର କରିଥିଲେ।

ଗୀତସଂହିତା 9:16

ସଦାପ୍ରଭୁ ସହେି ଦୁଷ୍ଟ ଲୋକମାନଙ୍କୁ ଧରିପକାନ୍ତି, ଏହା ଦ୍ବାରା ଲୋକମାନେ ଶିକ୍ଷା କରନ୍ତି ୟେ ସଦାପ୍ରଭୁ ଦୁଷ୍ଟ ଲୋକମାନଙ୍କୁ ଦଣ୍ଡ ଦିଅନ୍ତି।

ଗୀତସଂହିତା 83:17

ହେ ପରମେଶ୍ବର ସମାନଙ୍କେୁ ଭୟଭୀତ ଓ ଚିରଦିନ ପାଇଁ ଲଜ୍ଜିତ କର। ସମାନଙ୍କେୁ ଅପମାନିତ କର ଓ ବିନାଶ କର।

ଯିରିମିୟ 5:1

ସଦାପ୍ରଭୁ କହନ୍ତି, ତୁମ୍ଭମାନେେ ୟିରୁଶାଲମର ସବୁ ସଡ଼କରେ ବୁଲି ଦେଖ, ଚାରିଆଡ଼କୁ ଚାହିଁ ବୁଝ। ତହିଁର ଛକସ୍ଥାନ ସବୁ ଖାଜେ। ଯଦି ତୁମ୍ଭମାନେେ ଜଣେ ନ୍ଯାଯପରାଯଣ ଓ ସତ୍ଯାନୁସରଣକାରୀକୁ ପାଇବ, ତବେେ ଆମ୍ଭେ ସେ ନଗରକୁ କ୍ଷମା କରିବା।

ଯିରିମିୟ 5:25

ତୁମ୍ଭମାନଙ୍କର ଅଧର୍ମ ଏହିସବୁ ଅମଙ୍ଗଳ ଘଟାଇଅଛି। ତୁମ୍ଭମାନଙ୍କର ପାପ ସଦାପ୍ରଭୁଙ୍କ ମଙ୍ଗଳ ପଦାର୍ଥ ଉପଭୋଗରୁ ତୁମ୍ଭମାନଙ୍କୁ ନିବୃତ୍ତ କରିଅଛି।

ଯିହିଜିକଲ 5:9

ଆମ୍ଭେ ତୁମ୍ଭମାନଙ୍କ ପ୍ରତି ତାହା କରିବା, ଯାହା ଆଗରୁ କବେେ କରି ନାହୁଁ କିଅବା ଭବିଷ୍ଯତ ରେ କବେେ କରିବା ନାହିଁ, କାରଣ ଏହିସବୁ ତୁମ୍ଭମାନଙ୍କର ଘୃଣ୍ଯ ବ୍ଯବହାର ପାଇଁ ହବେ।

ଯିହିଜିକଲ 6:7

ତୁମ୍ଭମାନଙ୍କର ଲୋକମାନେ ନିହତ ହବେ, ତାହା ହେଲେ ତୁମ୍ଭମାନେେ ଜାଣିବ ଯେ ଆମ୍ଭେ ସଦାପ୍ରଭୁ ଅଟୁ।'

ଯିହିଜିକଲ 6:11

ସଦାପ୍ରଭୁ ମାରେ ପ୍ରଭୁ ମାେତେ କହିଲେ, ତୁମ୍ଭେ ତାଳି ବଜାଅ ଓ ପଦାଘାତ କର ଓ କୁହ : ଧିକ୍! ସମାନଙ୍କେର ଘୃଣ୍ଯ ଓ ମନ୍ଦ କାର୍ୟ୍ଯ ଯୋଗୁଁ ଇଶ୍ରାୟେଲର ଗୃହ ଖଡ୍ଗର, ଦୁର୍ଭିକ୍ଷର ଓ ମହାମାରୀର ଶିକାର ହବେ।

ଯିହିଜିକଲ 7:4

ଆମ୍ଭେ ତୁମ୍ଭକୁ କୌଣସି ଦୟା ଦଖାଇବୋ ନାହିଁ, ଆମ୍ଭେ ତୁମ୍ଭକୁ ଅନୁକମ୍ପା କରିବା ନାହିଁ। କିନ୍ତୁ ଆମ୍ଭେ ତୁମ୍ଭକୁ ତୁମ୍ଭର ମନ୍ଦ କାର୍ୟ୍ଯ ପାଇଁ ଓ ତୁମ୍ଭର ସମସ୍ତ ଘୃଣ୍ଯ ପ୍ରଥା ପାଇଁ ଦଣ୍ଡିତ କରିବା। ଯାହା ଫଳ ରେ ତୁମ୍ଭମାନେେ ଜାଣିବ ଯେ, ଆମ୍ଭେ ହିଁ ସଦାପ୍ରଭୁ।

ଯିହିଜିକଲ 7:27

ତୁମ୍ଭମାନଙ୍କର ରାଜା ଶାେକ କରିବେ ଓ ନତେୃବର୍ଗ ଶାେକର ବସ୍ତ୍ର ପରିଧାନ କରିବେ। ଦେଶର ଲୋକମାନଙ୍କର ହସ୍ତ କମ୍ପିତ ହବେ। ଯେ ହତେୁ ଆମ୍ଭେ ସମାନଙ୍କେର ନିଜ ଆଚରଣ ଓ ଆଦର୍ଶ ଅନୁସାରେ ସମାନଙ୍କେ ପ୍ରତି ବ୍ଯବହାର କରିବା। ସମାନଙ୍କେର କର୍ମ ଅନୁସାରେ ସମାନଙ୍କେର ବିଚାର କରାୟିବ ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ସମାନେେ ହୃଦଯଙ୍ଗମ କରିବେ।

ଯିହିଜିକଲ 8:6

ତା'ପ ରେ ପରମେଶ୍ବର ମାେତେ କହିଲେ, ହେ ମନୁଷ୍ଯ ପୁତ୍ର, ତୁମ୍ଭେ ଦେଖ, ସମାନେେ କ'ଣ କରୁଛନ୍ତି ? ଆମ୍ଭେ ଯେପରି ଆପଣା ମନ୍ଦିର ଅଗଣାରୁ ଦୂ ରଇେ ୟିବା ପାଇଁ ଇସ୍ରାଯଲରେ ଉତ୍ତରାଧିକାରୀଗଣ ଏଠା ରେ ମହା ଘୃଣ୍ଯକର୍ମ କରୁଅଛନ୍ତି। ମାତ୍ର ଏହାପ ରେ ତୁମ୍ଭେ ପୁନର୍ବାର ଅନ୍ୟ ମହା ଘୃଣ୍ଯକର୍ମ ଦେଖିବ।

ଯିହିଜିକଲ 15:7

ମୁଁ ସମାନଙ୍କେ ବିରୁଦ୍ଧ ରେ ମାରେ ମୁହଁ ବୁଲାଇବି। ଯଦି ସମାନେେ ଅଗ୍ନିରୁ ରକ୍ଷା ପାଇଗଲେ, ତଥାପି ସହେି ଅଗ୍ନି ସମାନଙ୍କେୁ ଗ୍ରାସ କରିବ। ଯେ ହତେୁ ମୁଁ ସମାନଙ୍କେ ବିରୁଦ୍ଧ ରେ ବିମୁଖ ହାଇେଛି, ଏହା ସମାନେେ ଜାଣିବେ ଯେ, ମୁଁ ସଦାପ୍ରଭୁ ଅଟେ।

ଯିହିଜିକଲ 15:8

ଏବଂ ମୁଁ ସେ ଦେଶକୁ ଧ୍ବଂସ କରିବି, କାରଣ ସମାନେେ ମାେ ପ୍ରତି ମହା ଅବିଶ୍ବାସ କରିଛନ୍ତି। ଏହା ମାରେ ପ୍ରଭୁ ସଦାପ୍ରଭୁ କହନ୍ତି।

ଯିହିଜିକଲ 22:2

ହେ ମନୁଷ୍ଯ ପୁତ୍ର, ତୁମ୍ଭେ କ'ଣ ଏହି ରକ୍ତପାତ ନଗରୀର ବିଚାର କରିବ ? ତବେେ ତାହାର ଘୃଣା ଯୋଗ୍ଯ ସମସ୍ତ କ୍ରିଯା ଏହାକୁ ଜ୍ଞାତ କରାଅ।

ଯିହିଜିକଲ 22:25

ତାହାର ଭବିଷ୍ଯଦବକ୍ତାମାନେ ସଠାେ ରେ ଚକ୍ରାନ୍ତ କରିଛନ୍ତି। ସମାନେେ ପ୍ରାଣୀମାନଙ୍କୁ ହତ୍ଯା କରିବାକୁ ଉତ୍ସୁକ ଗର୍ଜ୍ଜନକାରୀ ସିଂହ ସଦୃଶ। ସମାନେେ ଲୋକମାନଙ୍କୁ ଶୋଷଣ କରନ୍ତି, ସମାନେେ ମୂଲ୍ଯବାନ ଓ ବହୁମୂଲ୍ଯ ବସ୍ତ୍ର ହରଣ କରନ୍ତି ; ସମାନେେ ବହୁ ମହିଳାଙ୍କୁ ବିଧବା କରିଅଛନ୍ତି।

Interlinear

Choose Theme