ଏବଂ ମୁଁ ଇଶ୍ରାୟେଲ ଦେଶକୁ ବିନଷ୍ଟ ଓ ଶୂନ୍ଯ କରିବି। ତହିଁରେ ତାହାର ପରାକ୍ରମର ଗର୍ବ ଲୁପ୍ତ ହବେ। ପୁଣି ଇଶ୍ରାୟେଲର ପର୍ବତଗଣ ନିର୍ଜ୍ଜନ ହବେେ, ଆଉ କହେି ତାହା ମଧ୍ଯ ଦଇେ ଗମନାଗମନ କରିବେ ନାହିଁ।
Cross references
ପୁଣି ଆମ୍ଭେ ତୁମ୍ଭର ବଳର ଗର୍ବକୁ ଖର୍ବ କରିବା ଓ ଆମ୍ଭେ ତୁମ୍ଭମାନଙ୍କ ଆକାଶକୁ ଲୌହତୁଲ୍ଯ ଓ ଭୂମିକୁ ପିତଳତୁଲ୍ଯ ତରିବା।
ଏହିପରି ଭାବରେ ସଦାପ୍ରଭୁ ଯିରିମିୟ ଭବିଷ୍ଯତ୍ବକ୍ତାଙ୍କ ଦ୍ବାରା ଯେଉଁ ସବୁ ବିଷଯ କହିଥିଲେ, ତାହା ପ୍ରକୃତ ରେ ଘଟିଲା। ସଦାପ୍ରଭୁ ଯିରିମିୟଙ୍କ ମାଧ୍ଯମ ରେ କହିଥିଲେ : ଏହି ସ୍ଥାନ ସତୁରି ବର୍ଷ ପର୍ୟ୍ଯନ୍ତ ଧ୍ବଂସର ସ୍ଥାନ ହାଇେ ରହିବ। କାରଣ ଲୋକମାନେ ବିଶଷେ ବିଶ୍ରାମବାର ରେ ବିଶ୍ରାମ ନ କରିଥିବାରୁ ତାହାକୁ ଭରଣା କରିବା ନିମନ୍ତେ ଏହିପରି ଘଟିଲା। ଏହା ସତୁରି ବର୍ଷ ଲଗିରହିବ।
ତା'ପ ରେ ମୁଁ ସଦାପ୍ରଭୁଙ୍କୁ ପ୍ରଶ୍ନ କଲି, ପ୍ରଭୋ ! ମୁଁ କେତକୋଳ ଏହା କରିବି ?'
ପୁଣି ଆମ୍ଭେ ସଦାପ୍ରଭୁ ୟିରୁଶାଲମକୁ ଢ଼ିପି ଓ ଶୃଗାଳମାନଙ୍କ ବାସସ୍ଥାନ ରେ ପରିଣତ କରିବା। ଆଉ ଆମ୍ଭେ ଯିହୁଦାର ନଗରସମୂହକୁ ନିର୍ଜନ ଧ୍ବଂସସ୍ଥାନ କରିବା।
ପୁଣି ସଦାପ୍ରଭୁ କହନ୍ତି, ଆମ୍ଭେ ଅନକେ କେଉଁଟା ଅଣାଇବା, ସମାନେେ ମତ୍ସ୍ଯପରି ସମାନଙ୍କେୁ ଧରିବେ। ତା'ପ ରେ ଆମ୍ଭେ ଅନକେ ବ୍ଯାଧ ଅଣାଇବା। ସମାନେେ ପ୍ରେତ୍ୟକକ ପର୍ବତରୁ, ପ୍ରେତ୍ୟକକ ଉପପର୍ବତରୁ ଓ ଶୈଳର ଛିଦ୍ରରୁ ସମାନଙ୍କେୁ ଶିକାର କରି ଆଣିବେ।
ତହିଁରେ ସମଗ୍ର ଦେଶ ଏକ ଶୂନ୍ଯ ମରୁଭୂମିରେ ପରିଣତ ହବେ ଓ ତାହାର ସମସ୍ତ ଲୋକ ବାବିଲ ରାଜାର ସତୁରି ବର୍ଷ ପର୍ୟ୍ଯନ୍ତ ଦାସ ହାଇେ ରହିବେ।
ସୈନ୍ଯାଧିପତି ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଏହି କଥା କହନ୍ତି, ଆମ୍ଭେ ୟିରୁଶାଲମ ଉପ ରେ ଓ ଯିହୁଦାର ସବୁ ନଗର ଉପ ରେ ଯେଉଁସବୁ ଅମଙ୍ଗଳ ଘଟାଇଅଛୁ ତାହା ତୁମ୍ଭମାନେେ ଦେଖିଅଛ। ଆଉ ସଗେୁଡ଼ିକ ଜନମାନବ ଶୂନ୍ଯ ପ୍ରସ୍ତର ଗଦା ରେ ଆଜି ପରିଣତ ହାଇେଅଛି।
ତେଣୁ ଆମ୍ଭେ ଆମ୍ଭର ପ୍ରଚଣ୍ଡ କୋର୍ଧ ଓ କୋପ ପ୍ରକାଶ କଲୁ। ଯିହୁଦାର ନଗର ସମୂହ ଓ ୟିରୁଶାଲମର ସମସ୍ତ ପଥ ସହେି କୋରଧାଗ୍ନି ରେ ପ୍ରଜ୍ବଳିତ ହେଲା। ଆଉ ମାରେ କୋରଧ ଯୋଗୁଁ ୟିରୁଶାଲମ ଓ ଯିହୁଦାର ନଗରସବୁ ଆଜି ଧ୍ବଂସସ୍ତୁପ ରେ ପରିଣତ ହାଇେଅଛି।
ତା'ପ ରେ ତୁମ୍ଭମାନଙ୍କର ଦୁଷ୍କର୍ମ କୃତ ଘୃଣ୍ଯକର୍ମ ଯୋଗୁଁ ସଦାପ୍ରଭୁ ଆଉ ସହ୍ଯ କରିପାରିଲେ ନାହିଁ, ତେଣୁ ତୁମ୍ଭମାନଙ୍କର ଦେଶ ନିବାସ ବିହୀନ ହାଇେ ଶୂନ୍ଯ ମରୁ ରେ ପରିଣତ ହାଇେଅଛି। ଲୋକମାନେ ଏହାକୁ ଅଭିଶାପ ରୂପେ ବ୍ଯବହାର କରନ୍ତି।
ସେ କହିଲେ, ହେ ମନୁଷ୍ଯ ପୁତ୍ର, ତୁମ୍ଭେ ଇଶ୍ରାୟେଲର ପର୍ବତଗଣ ଆଡ଼େ ବୁଲିପଡ଼ ଓ ସମାନଙ୍କେ ପ୍ରତି ଭବିଷ୍ଯଦବାଣୀ ପ୍ରଚାର କର।
ପୁଣି ଆମ୍ଭେ ସମାନଙ୍କେ ବିରୁଦ୍ଧ ରେ ଆପଣା ହସ୍ତ ବିସ୍ତାର କରି ଦିବଲା ପ୍ରାନ୍ତର ପର୍ୟ୍ଯନ୍ତ ସମାନଙ୍କେର ସମଗ୍ର ବସତି ସ୍ଥାନକୁ ଧ୍ବଂସ ଓ ଶୂନ୍ଯ କରିବୁ। ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ସମାନେେ ଜାଣିବେ।
ତେଣୁ ଆମ୍ଭେ ଦୁଷ୍ଟ ଜାତିମାନଙ୍କୁ ଆଣିବା। ତହିଁରେ ସମାନେେ ଏହି ଲୋକମାନଙ୍କର ଗୃହସବୁ ଅଧିକାର କରିବେ। ଆଉ ମଧ୍ଯ ଆମ୍ଭେ ବଳବାନ ଲୋକମାନଙ୍କର ଗର୍ବ ଚୂର୍ଣ୍ଣ କରିବା। ଆଉ ସମାନଙ୍କେର ପବିତ୍ର ପୂଜାସ୍ଥାନ କଳୁଷିତ ହବେ।
ଆଉ ଜନବସତି ନଗରସବୁ ଉଚ୍ଛନ୍ନ ଓ ଦେଶ ଧ୍ବଂସ ସ୍ଥାନ ହବେ। ତାହାକଲେ, ତାହା ତୁମ୍ଭମାନେେ ଜାଣିବ ଯେ, ଆମ୍ଭେ ସଦାପ୍ରଭୁ ଅଟୁ।
ଏବଂ ମୁଁ ସେ ଦେଶକୁ ଧ୍ବଂସ କରିବି, କାରଣ ସମାନେେ ମାେ ପ୍ରତି ମହା ଅବିଶ୍ବାସ କରିଛନ୍ତି। ଏହା ମାରେ ପ୍ରଭୁ ସଦାପ୍ରଭୁ କହନ୍ତି।
ଇଶ୍ରାୟେଲର ଲୋକମାନଙ୍କୁ କହିବା ପାଇଁ, ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହନ୍ତି, 'ମୁଁ ମାରେ ଅଗଣାକୁ ଅପବିତ୍ର କରିବା ପାଇଁ ଯାଉଅଛି। ଯାହା ପାଇଁ ତୁମ୍ଭେ ବହୁତ ଗର୍ବ କରୁଛ, ଯାହା ତୁମ୍ଭେ ଦେଖିବା ପାଇଁ ଚାହଁ ଏବଂ ଯାହା ତୁମ୍ଭର ଅତି ପ୍ରିଯ। ଏବଂ ତୁମ୍ଭମାନଙ୍କର ଯେଉଁ ପୁତ୍ର କନ୍ଯାଗଣଙ୍କୁ ପଛ ରେ ଛାଡ଼ି ୟାଇଅଛ, ସମାନେେ ଖଡ୍ଗ ରେ ପତିତ ହବେେ।