Home Bibles ☰ Books ଯାତ୍ରା ପୁସ୍ତକ 14:18 · ଓଡ଼ିଆ ବାଇବେଲ
ଯାତ୍ରା ପୁସ୍ତକ 14:18 · ଓଡ଼ିଆ ବାଇବେଲ

ଏହାପରେ ମିଶରବାସୀ ଜାଣିବେ ଯେ, ମୁଁ ହେଉଛି ସଦାପ୍ରଭୁ ପରମେଶ୍ବର। ସମାନେେ ମାେତେ ସମ୍ମାନ କରିବେ ଯେତବେେଳେ ମୁଁ ଫାରୋ ଏବଂ ତା'ର ରଥା ରୋହୀମାନଙ୍କୁ ଏବଂ ଅଶ୍ବାରୋହୀ ସୈନ୍ଯମାନଙ୍କୁ ପରାସ୍ତ କରିବି।

Cross references

ଯାତ୍ରା ପୁସ୍ତକ 6:7

ତୁମ୍ଭମାନେେ ମାରେ ଲୋକ ହବେ। ଏବଂ ମୁଁ ତୁମ୍ଭର ପରମେଶ୍ବର ହବେି। ମୁଁ ସଦାପ୍ରଭୁ ତୁମ୍ଭର ପରମେଶ୍ବର ଅଟେ। ଏବଂ ତୁମ୍ଭେ ଜାଣିବ ଯେ, ମୁଁ ତୁମ୍ଭମାନଙ୍କୁ ମିଶରୀଯମାନଙ୍କ ଦାଉରୁ ରକ୍ଷା କରିବି।

ଯାତ୍ରା ପୁସ୍ତକ 7:5

ତା ହେଲେ ମିଶରର ଲୋକମାନେ ଜାଣିବାକୁ ପାଇବେ ଯେ, ମୁଁ ହେଉଛି ସଦାପ୍ରଭୁ। ସମାନଙ୍କେ ବିରୁଦ୍ଧ ରେ ଯେତବେେଳେ ମୁଁ ହସ୍ତ ପ୍ରସାରଣ କରିବି ଏବଂ ସମାନଙ୍କେ ମଧ୍ଯରୁ ଇଶ୍ରାୟେଲୀୟ ଲୋକମାନଙ୍କୁ ବାହାର କରି ଆଣିବି।

ଯାତ୍ରା ପୁସ୍ତକ 7:17

ତେଣୁ ସଦାପ୍ରଭୁ କହିଲେ, ଯେ ସେ କିଛି କରିବେ ଯେଉଁଥି ରେ ତୁମ୍ଭେ ଜାଣିବ ସେ ସଦାପ୍ରଭୁ ବୋଲି। ମୁଁ ନୀଳନଦୀ ରେ ଜଳକୁ ମାରେଆଶାବାଡି ରେ ଛୁଇଁବି ତାହା ସଙ୍ଗେ ସଙ୍ଗେ ନଦୀର ଜଳ ପରିବର୍ତେ ରକ୍ତ ପ୍ରବାହିତ ହବେ।

ଯାତ୍ରା ପୁସ୍ତକ 10:2

ମୁଁ ଏପରି କଲି କାରଣ ତୁମ୍ଭେ ତୁମ୍ଭର ଭବିଷ୍ଯତ ବଂଶଧରମାନଙ୍କୁ କହିବାକୁ ସକ୍ଷମ ହବେ, ମୁଁ କିପରି ମିଶରୀଯମାନଙ୍କୁ ତାଚ୍ଛଲ୍ଯ କଲି ଏବଂ ଅଦ୍ଭୁତ କର୍ମ ବିଷଯ ରେ କହିପାରିବ ଯାହା ମୁଁ ମିଶର ରେ କରିଅଛି। ଏହାପରେ ତୁମ୍ଭମାନେେ ସମସ୍ତେ ଜାଣିବ ଯେ ମୁଁ ହେଉଛି ସଦାପ୍ରଭୁ।

ଯାତ୍ରା ପୁସ୍ତକ 14:4

ମୁଁ ଫାରୋଙ୍କୁ ପୁଣି ଜିଦ୍ଖୋର କରିବି ଏବଂ ଯେପରି ସେ ତୁମ୍ଭମାନଙ୍କୁ ଗୋଡ଼ାଇବେ। କିନ୍ତୁ ମୁଁ ଫାରୋ ଏବଂ ତାଙ୍କର ସୈନ୍ଯମାନଙ୍କୁ ପରାସ୍ତ କରିବି। ଏହା ମାରେ ସମ୍ମାନ ବଢାଇବ। ତାହାହେଲେ ମିଶର ଲୋକମାନେ ଜାଣିବେ ଯେ ମୁଁ ହେଉଛି ସଦାପ୍ରଭୁ। ସମାନେେ ତାଙ୍କ ଆଜ୍ଞା ଅନୁସାରେ କାର୍ୟ୍ଯ କଲେ।

ଯିହିଜିକଲ 28:22

ଆଉ କୁହ, ' ମାରେ ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି,

ଯିହିଜିକଲ 38:16

ତୁମ୍ଭେ ଇଶ୍ରାୟେଲ ବିରୁଦ୍ଧ ରେ ମାରେ ଲୋକ ବିରୁଦ୍ଧ ରେ ୟୁଦ୍ଧ କରିବାକୁ ଆସିବ ଏବଂ ଦେଶକୁ ମେଘତୁଲ୍ଯ ଆଚ୍ଛାଦନ କରିବ। ସହେି ଭବିଷ୍ଯତ ଦିନଗୁଡ଼ିକରେ, ମୁଁ ତୁମ୍ଭକୁ ମାେ ଦେଶ ବିରୁଦ୍ଧ ରେ ଆଣିବି, ଯାହା ଫଳ ରେ ଦେଶଗୁଡ଼ିକ ମାେତେ ଜାଣି ପାରିବେ। ଯେତବେେଳେ ମାରେ ପବିତ୍ରତା ତୁମ୍ଭ ମାଧ୍ଯମ ରେ ସମାନଙ୍କେୁ ଉପସ୍ଥିତି ରେ ଦଖାଇବେି।'

Interlinear

Choose Theme