Home Bibles ☰ Books ଯିହିଜିକଲ 5:9 · ଓଡ଼ିଆ ବାଇବେଲ
ଯିହିଜିକଲ 5:9 · ଓଡ଼ିଆ ବାଇବେଲ

ଆମ୍ଭେ ତୁମ୍ଭମାନଙ୍କ ପ୍ରତି ତାହା କରିବା, ଯାହା ଆଗରୁ କବେେ କରି ନାହୁଁ କିଅବା ଭବିଷ୍ଯତ ରେ କବେେ କରିବା ନାହିଁ, କାରଣ ଏହିସବୁ ତୁମ୍ଭମାନଙ୍କର ଘୃଣ୍ଯ ବ୍ଯବହାର ପାଇଁ ହବେ।

Cross references

ଯିରିମିୟଙ୍କ ବିଳାପ 4:6

ୟିରୁଶାଲମ କନ୍ଯାମାନଙ୍କର ପାପ ସଦୋମ ଓ ଗୋ ମାରଠାରୁେ ଅଧିକ। ସଦୋମ ନିମିଷକ ମଧିଅରେ ଧ୍ବଂସପ୍ରାପ୍ତ ହେଲା ଓ କହେି ବ୍ଯକ୍ତି ତାକୁ ଆକ୍ରମଣ କରି ନ ଥିଲେ।

ଯିରିମିୟଙ୍କ ବିଳାପ 4:9

ଭୋକରେ ମରିଥିବା ଲୋକମାନଙ୍କ ଅପେକ୍ଷା ଖଡ୍ଗ ରେ ନିହତ ହାଇେଥିବା ଲୋକମାନେ ଭଲ, କାରଣ ସମାନଙ୍କେର ଜୀବନ ସମାନଙ୍କେର ଶୁଷ୍କ ଜମି ରେ ଖାଦ୍ୟ ଉତ୍ପନ୍ନ ପାଇଁ ଯଭେଳି, ସମାନେେ କ୍ଷୁଧା ଦ୍ବାରା ଘସି ହାଇେଛନ୍ତି।

ଯିହିଜିକଲ 33:29

ସମାନେେ ଏପରି ଘୃଣ୍ଯ ଓ ମନ୍ଦକର୍ମ କରିଅଛନ୍ତି ଯେ ଆମ୍ଭେ ଦେଶକୁ ଧ୍ବଂସିତ ଓ ଶୂନ୍ଯସ୍ଥାନ କରାଇବା। ତାହା ହେଲେ ଆମ୍ଭେ ଯେ ସଦାପ୍ରଭୁ ଅଟୁ ତାହା ସମାନେେ ଜାଣିବେ।

ଦାନିଏଲ 9:12

ତାଙ୍କ କାରଣରୁ ଆମ୍ଭମାନଙ୍କୁ ଓ ଯେଉଁମାନେ ଆମ୍ଭଙ୍କୁ ବିଗ୍ଭର ଦେଲେ, ସମାନଙ୍କେ ବିରୁଦ୍ଧ ରେ ମହା ଅମଙ୍ଗଳ ଘଟାଇଛନ୍ତି। ଏହି କାରଣରୁ କୌଣସି ନଗର ୟିରୁଶାଲମ ପରି ଦୁଃଖ ଭୋଗ କରିନାହିଁ।

ଆମୋଷ 3:2

ଏହି ପୃଥିବୀ ରେ ବହୁ ପରିବାର ଅଛନ୍ତି। କିନ୍ତୁ ତୁମ୍ଭମାନେେ ଏପରି ଏକ ଗୋଷ୍ଠୀ ସ୍ବତନ୍ତ୍ର ଭାବରେ ଜାଣିବାକୁ ତୁମ୍ଭମାନଙ୍କୁ ବାଛିଥିଲୁ। ମାତ୍ର ତୁମ୍ଭମାନେେ ଆମ୍ଭ ବିରୁଦ୍ଧ ରେ ଗଲ। ତେଣୁ ତୁମ୍ଭମାନଙ୍କର ପାପ ପାଇଁ ଆମ୍ଭେ ତୁମ୍ଭମାନଙ୍କୁ ଦଣ୍ତ ଦବୋ।

ମାଥିଉଲିଖିତ ସୁସମାଚାର 24:21

କାରଣ ସେତବେେଳେ ଏତେ ଅଧିକ ବିପଦ ଆସିବ ଯେ ସଭେଳି ବିପଦ ସୃଷ୍ଟିର ଆରମ୍ଭ କାଳରୁ ଏ ପର୍ୟ୍ଯନ୍ତ ଆସିନାହିଁ କି ଭବିଷ୍ଯତ ରେ ଆସିବ ନାହିଁ।

Interlinear

Choose Theme