ପୁଣି ହେ ମନୁଷ୍ଯ ପୁତ୍ର, ତୁମ୍ଭ ଲୋକମାନଙ୍କର କାନ୍ଥ ନିକଟରେ ଠିଆ ହାଇେ ସମାନଙ୍କେର ଦ୍ବାରଗୁଡ଼ିକରେ ଦେଶ ରେ ତୁମ୍ଭ ବିଷଯ ରେ କଥାବାର୍ତ୍ତା କରନ୍ତି। ଆଉ ଜଣେ ଅନ୍ୟ ଜଣକୁ କ ହେ, ଭାଇ ଆସ, ସଦାପ୍ରଭୁଙ୍କଠାରୁ ଭବିଷ୍ଯଦବାଣୀ ଶୁଣିବା।
Cross references
ମାରେ ପ୍ରଭୁ କୁହନ୍ତି, ସମାନଙ୍କେର ମୁଖ ସହିତ ଏହି ଲୋକମାନେ ମାେ ପାଖକୁ ଆସନ୍ତି। ସମାନେେ ନିଜର ଓଷ୍ଠାଧାର ରେ ମାରେ ସମ୍ମାନ କରନ୍ତି। ମାତ୍ର ପ୍ରକୃ ରେ ସମାନେେ ମାଠାରୁେ ବହୁତ ଦୂ ରଇେ ରହନ୍ତି। ମାେ ପ୍ରତି ସମାନଙ୍କେର ଭୟ ଓ ପ୍ ରମେ ଅନ୍ୟ କିଛି ନୁହେଁ, କିନ୍ତୁ କବଳେ ମାନବିକ ଶିକ୍ଷା ଓ େ ବେଳବେଳେ ଉପଦେଶ।
ତାହା ହେଲେ ସମାନେେ ପ୍ରତିଦିନ ଆମ୍ଭର ଅନ୍ବଷେଣ କରିବେ ଓ ମାରେ ପଥ ବିଷଯ ରେ ଜାଣିବାକୁ ଚେଷ୍ଟା କରିବେ। ଯେଉଁ ଗୋଷ୍ଠୀଯ ଲୋକେ ପୂଜା କର୍ମ କରିଛନ୍ତି ଓ ନିଜର ପରମେଶ୍ବରଙ୍କର ବିଧାନ ତ୍ଯାଗ କରି ନାହାଁନ୍ତି, ସମାନଙ୍କେ ପରି ସମାନେେ ପୁଜାବିଧାନ ବିଷଯ ଆମ୍ଭକୁ ପଚାରନ୍ତି ଓ ପରମେଶ୍ବରଙ୍କ ନିକଟକୁ ଆସିବାକୁ ସନ୍ତୁଷ୍ଟ ହୁଅନ୍ତି।
ସଦାପ୍ରଭୁ ମାେତେ ଜଣାଇଲେ ଯେ ଅନାେଥାତର ଲୋକମାନେ ମାେ ବିରୁଦ୍ଧ ରେ ଷଡ଼ୟନ୍ତ୍ର କରୁଛନ୍ତି। ସେ ସମାନଙ୍କେର କ୍ରିଯା ମାେତେ ସେ ସମୟରେ ଦଖାଇେଲେ।
ଯିରିମିୟଙ୍କ ଶତ୍ରୁଗଣ କହିଲେ, ଆସ ଆମ୍ଭମାନେେ ଯିରିମିୟଙ୍କ ବିରୁଦ୍ଧ ରେ ଯୋଜନା କରିବା, କାରଣ ଯାଜକ ନିକଟରୁ ବ୍ଯବସ୍ଥା, ଶିକ୍ଷିତ ନିକଟରୁ ଜ୍ଞାନ ଅଥବା ଭବିଷ୍ଯଦ୍ ବକ୍ତା ନିକଟରୁ ବାକ୍ଯ ଲୁପ୍ତ ହବେ ନାହିଁ। ତେଣୁ ଆସ ଆମ୍ଭମାନେେ ତାଙ୍କୁ ପ୍ରବଞ୍ଚନା ଦ୍ବାରା ଧ୍ବଂସ କରିବା। ଆମ୍ଭମାନେେ ତାଙ୍କର କୌଣସି କଥା ଶୁଣିବା ନାହିଁ।
ତୁମ୍ଭମାନେେ ପ୍ରେତ୍ୟକକ ଆପଣା ପ୍ରତିବେଶୀକି ଓ ଆପଣା ଭ୍ରାତାକୁ ପଚାରିବ, 'ସଦାପ୍ରଭୁ କି ଉତ୍ତର ଦଇେଅଛନ୍ତି ?' 'ସଦାପ୍ରଭୁ କି କଥା କହିଅଛନ୍ତି ?'
ଯେତବେେଳେ ସମାନେେ ଗରେୁତ୍ତ୍ବକିମହମ ରେ ଥିଲେ ସେତବେେଳେ ୟୋହାନନ୍ ଓ ହୋଶଯିଯର ପୁତ୍ର ୟାସନିଯ, ଆଉ କ୍ଷୁଦ୍ର ଓ ମହାନ୍ ସମସ୍ତ ଲୋକ ଯିରିମିୟ ଭବିଷ୍ଯଦବକ୍ତାଙ୍କ ନିକଟକୁ ଗଲେ।
ପୁଣି ତୁମ୍ଭମାନେେ ନିଜ ନିଜ ପ୍ରାଣ ବିରୁଦ୍ଧ ରେ ପ୍ରବଞ୍ଚନା କରିଅଛ। କାରଣ ତୁମ୍ଭମାନେେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ବରଙ୍କ ନିକଟକୁ ମାେତେ ପଠାଇ କହିଲ, 'ତୁମ୍ଭେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ବରଙ୍କ ନିକଟରେ ଆମ୍ଭମାନଙ୍କ ପାଇଁ ପ୍ରାର୍ଥନା କର ଓ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ବର ଯାହା ଯାହା କହିବେ, ତଦନୁସା ରେ ଆମ୍ଭମାନଙ୍କୁ ଜଣାଅ, ଆମ୍ଭମାନେେ ତାହା ପାଳନ କରିବୁ।'
ଏମାନେ କବଳେ ମୁହଁ ରେ ମାରେ ଆଦର କରନ୍ତି। କିନ୍ତୁ ସମାନଙ୍କେ ମନକଥା ମାଠାରୁେ ବହୁତ ଦୂର ରେ ରହିଥାଏ।
ସମାନେେ କେତକେ ହରୋଦୀୟ ମାନଙ୍କ ସହିତ ନିଜର କେତକେ ଶିଷ୍ଯଙ୍କୁ ଯୀଶୁଙ୍କ ପାଖକୁ ପଠାଇଲେ। ସମାନେେ ଯାଇ କହିଲେ, ହେ ଗୁରୁ, ଆମ୍ଭେ ଜାଣୁ ଯେ ତୁମ୍ଭେ ଜଣେ ନିଷ୍ଠାବାନ ଲୋକ। ପରମେଶ୍ବରଙ୍କ ମାର୍ଗ ବିଷୟ ରେ ଅନ୍ୟମାନେ କଣ ଭାବୁଛନ୍ତି, ସେ ବିଷୟ ରେ ତୁମ୍ଭେ ଆଦୌ ଭୟ କରନାହିଁ। ତୁମ୍ଭ ପାଇଁ ସମସ୍ତେ ସମାନ।