ସଦାପ୍ରଭୁ, ମାରେ ପ୍ରଭୁ ଏହିକଥା କହନ୍ତି, ମିଶରର ସମର୍ଥକମାନେ ପତିତ ହବେେ ଓ ତାହାର ପରାକ୍ରମ ଓ ଗର୍ବ ଖର୍ବ ହବେ। ସିବନେୀ ଦୁର୍ଗଠାରୁ ଆଶ୍ବାନ ପର୍ୟ୍ଯନ୍ତ ସମସ୍ତ ଲୋକ ଖଡ୍ଗ ରେ ପତିତ ହବେେ। ଏହା ସଦାପ୍ରଭୁ, ମାରେ ପ୍ରଭୁ କହନ୍ତି।
Cross references
ପରମେଶ୍ବର ତାଙ୍କ କୋର୍ଧ ଧରିରଖି ପାରିବେ ନାହିଁ। ରାହବର ସାହାୟ୍ଯକାରୀମାନେ ମଧ୍ଯ ତାଙ୍କୁ ଭୟ କରନ୍ତି।
ତା'ପ ରେ ସଦାପ୍ରଭୁ କହିଲେ, ଆମ୍ଭର ଦାସ ଯିଶାଇୟ ତିନିବର୍ଷ ଧରି ବିବସ୍ତ୍ର ଓ ଶୂନ୍ଯପାଦ ହାଇେ ଭ୍ରମଣ କଲେ। ଏହା ମିଶର ଓ କୂଶ ପାଇଁ ଚିହ୍ନ ଓ ଅଦ୍ଭୁତ ଲକ୍ଷଣ ସ୍ବରୂପ ଅଟେ।
ମିଶରୀଯମାନେ ଶରୀରଧାରୀ ମାନବ କିନ୍ତୁ ପରମେଶ୍ବର ନିହଁନ୍ତି। ସମାନଙ୍କେର ଅଶ୍ବଗଣ ମାଂସରୁ ଏବଂ ହାତରୁ ତିଆରି ମାତ୍ର ଆତ୍ମା ନୁହଁନ୍ତି। ସଦାପ୍ରଭୁ ଯେତବେେଳେ ତାଙ୍କର ହସ୍ତ ପ୍ରସାରଣ କରିବେ, ସମର୍ଥକମାନେ ଝୁଣ୍ଟି ପଡ଼ିବେ। ସାହାୟ୍ଯ ପ୍ରାପ୍ତ ବ୍ଯକ୍ତିର ମଧ୍ଯ ପତନ ଘଟିବ। ଉଭୟ ଏକତ୍ର ଧ୍ବଂସ ହବେେ।
ତୁମ୍ଭମାନେେ କହିପାରିବ ନାହିଁ 'ଆମ୍ଭମାନେେ ବୀର ଓ ୟୁଦ୍ଧ ରେ ସାହସୀ।'
ତେଣୁ ମୁଁ (ପରମେଶ୍ବର) ତୁମ୍ଭର ଓ ତୁମ୍ଭ ନଦୀ ସମୂହର ପ୍ରତିକୂଳ ଅଟେ। ମୁଁ ସିବନେୀ ଦୁର୍ଗଠାରୁ କୂଶ ଦେଶର ସୀମା ପର୍ୟ୍ଯନ୍ତ ସମଗ୍ର ମିଶର ଦେଶକୁ ଶୂନ୍ଯ ଓ ଧ୍ବଂସସ୍ଥାନ କରିବି।
ଇଥିଓପିଆ ଓ ମିଶର ନୋ-ଆମାନେକୁ ବହୁ ଶକ୍ତି ଦେଉଥିଲେ। ପୂଟୀଯ ଓ ଲୂବୀଯ ତାକୁ ସମର୍ଥନ କରୁଥିଲେ।