ସଦେିନ ଆମ୍ଭେ କୂଶୀଯମାନଙ୍କୁ ଭୀତ କରାଇବା ପାଇଁ ଜାହାଜ ଦ୍ବାରା ଦୂତମାନଙ୍କୁ ପଠଇବୋ। ଯେତବେେଳେ ମିଶର ରେ ଦୁର୍ଦ୍ଦିନ ପହଞ୍ଚେ, ଆତଙ୍କ କୂଶୀଯକୁ ଅତିକ୍ରମ କରିବ। ଏଥିପାଇଁ ଏହା ପ୍ରକୃତ ରେ ଘଟିବ।
Cross references
ଏହାପରେ ସହେି ପାଞ୍ଚଜଣ ପ୍ରସ୍ଥାନ କରି ଲଯିଶ ରେ ପହନ୍ଚିଲେ। ସଠାେରେ ସମାନେେ ଦେଖିଲେ, ସୀଦୋନୀଯମାନଙ୍କ ଶାସନ ରେ ଲୋକମାନେ କିପରି ନିରାପଦ ରେ ରହକ୍ସ୍ଟଥିଲେ। ସହେି ଦେଶ ରେ ଶାନ୍ତି ଥିଲା, ସମାନଙ୍କେର ସବୁକିଛି ୟଥେଷ୍ଟ ଥିଲା। ସଠାେରେ ଅତ୍ଯାଗ୍ଭରୀ ଶାସକ ନଥିଲେ। ଆଉ ସମାନେେ ସୀଦୋନଠାରକ୍ସ୍ଟ ଦୂର ରେ ଥିଲେ ଓ ଅନ୍ୟ କାହାରି ସହିତ ସମାନଙ୍କେର ସଐର୍କ ନ ଥିଲା।
ନଦୀ ଆରପାରିସ୍ଥ କୂଶଦେଶ ପ୍ରତି ଦୃଷ୍ଟି ଦିଅ। ସହେି ଦେଶ ପୋକମାନଙ୍କର ପକ୍ଷର ଶବ୍ଦ ରେ ପରିପୂର୍ଣ୍ଣ।
ମିଶର ପ୍ରତି ଯିହୁଦା ତ୍ରାସଜନକ ହବେ। ମିଶରର ଯେ କୌଣସି ବ୍ଯକ୍ତି ଯିହୁଦାର ନାମ ଶୁଣିବ ଭୟ ରେ ଥରିବ। ଏସବୁ ଘଟିବାର କାରଣ ହେଉଛି ସର୍ବଶକ୍ତିମାନ ସଦାପ୍ରଭୁ ମିଶର ରେ ଭୟଙ୍କର ଜିନିଷ ଘଟିବ ବୋଲି ମନ୍ତ୍ରଣା କରିଛନ୍ତି।
ତା'ପ ରେ ସଦାପ୍ରଭୁ କହିଲେ, ଆମ୍ଭର ଦାସ ଯିଶାଇୟ ତିନିବର୍ଷ ଧରି ବିବସ୍ତ୍ର ଓ ଶୂନ୍ଯପାଦ ହାଇେ ଭ୍ରମଣ କଲେ। ଏହା ମିଶର ଓ କୂଶ ପାଇଁ ଚିହ୍ନ ଓ ଅଦ୍ଭୁତ ଲକ୍ଷଣ ସ୍ବରୂପ ଅଟେ।
ଲୋକମାନେ କୂଶକୁ ସାହାୟ୍ଯ ପାଇଁ ଚାହିଁବେ। ମାତ୍ର ସମାନେେ ନିରାଶ ହାଇେ ଭାଙ୍ଗି ପଡ଼ିବେ। ମିଶରର ଦର୍ପ ଚୂର୍ଣ୍ଣ ହବୋ ଦେଖି ତା'ର ଲୋକମାନେ ଆଶ୍ଚର୍ୟ୍ଯ ଓ ଲଜ୍ଜିତ ହବେ।'
ମିଶର ସୋର ବିଷଯ ରେ ଏହି ସମ୍ବାଦ ଶୁଣିବ ଓ ବ୍ଯଥିତ ହବେ।
ହେ ସୁଖିନୀ ସ୍ତ୍ରୀଗଣ, ତୁମ୍ଭମାନେେ ମାେ କଥା ଶୁଣ। ହେ ବିଶ୍ବସ୍ତା ନାରୀଗଣ, ମାେ ବାକ୍ଯ ରେ କର୍ଣ୍ଣପାତ କର।
ହେ ସୁଖଭୋଗିନୀ ! ଏବେ ଏହା ଶୁଣ, ତୁମ୍ଭମାନେେ ନିରାପଦ ରେ ବାସକରି ନିଜେ ନିଜେ କହୁଅଛ, 'ଆମ୍ଭେ ମହାନ୍, ଆମ୍ଭ ଛଡ଼ା ଆଉ କହେି ନାହିଁ। ଆମ୍ଭେ ବିଧବାପରି ବସିବା ନାହିଁ କିମ୍ବା ଆମ୍ଭେ ସନ୍ତାନ ବିଚ୍ଛଦେ ଜାଣିବା ନାହିଁ।'
ଇଦୋମର ପତନ ଶବ୍ଦ ରେ ପୃଥିବୀ କମ୍ପିତ ହେଉଅଛି। ସମାନଙ୍କେର କ୍ରନ୍ଦନ ଶବ୍ଦ ଲୋହିତ ସାଗର ପର୍ୟ୍ଯନ୍ତ ଶୁଣାଯାଉଛି।
ସଦାପ୍ରଭୁ କହନ୍ତି, ଯେଉଁ ଦେଶ କବାଟ ବିହୀନ ଓ ହୁଡ଼ୁକା ନ ଥିବା ସ୍ଥାନ ରେ ରହି ନିଜକୁ ନିରାପଦ ମନେ କରୁଛନ୍ତି, ' ସହେିମାନଙ୍କୁ ଆକ୍ରମଣ କର।'
ମୁଁ ସଦାପ୍ରଭୁ ଏହା କହିଅଛି, ଏହା ସିଦ୍ଧ ହବେ ଓ ମୁଁ ଏହା ସାଧନ କରିବି। ମୁଁ ପଛକୁ ଫରେିବି ନାହିଁ କିନ୍ତୁ ମୁଁ ଦୁଃଖ ପ୍ରକାଶ କରିବି ନାହିଁ। ଆଉ ମୁଁ ଦୟା ମଧ୍ଯ କରିବି ନାହିଁ। ମୁଁ ତୁମ୍ଭର ବିଚାର ଓ ଦଣ୍ଡ ତୁମ୍ଭର ଆଚରଣ ଏବଂ କୁକର୍ମ ଅନୁସାରେ କରିବି।' ଏହା ସଦାପ୍ରଭୁ, ମାରେ ପ୍ରଭୁ କହନ୍ତି।
ସହେି ସମୟରେ ଉପକୂଳବର୍ତ୍ତୀ ରାଜ୍ଯଗୁଡ଼ିକର ମୁଖ୍ଯମାନେ ସମାନଙ୍କେର ସିଂହାସନରୁ ଓହ୍ଲାଇ ଆସିବେ। ନିଜ ନିଜ ଚୋଗା ତ୍ଯାଗ କରି ଶିଳ୍ପ କର୍ମର ସୁନ୍ଦର ବସ୍ତ୍ର ସମାନେେ ଫିଟାଇ ପକାଇବେ। ଆଉ ସମାନେେ 'ଭୀତିମୂଳକ ବସ୍ତ୍ର' ପରିଧାନ କରିବେ ଓ ଭୂମିରେ ବସିବେ। ଏବଂ ସମାନେେ ଭୟଭୀତ ହବେେ ଓ ତୁମ୍ଭ ବିଷଯ ରେ ବିସ୍ମିତ ହବେେ।
ଉପକୂଳବର୍ତ୍ତୀର ନିବାସୀମାନେ ତୁମ୍ଭ ବିଷଯ ରେ ଆଚମ୍ବିତ ହାଇେଅଛନ୍ତି ଏବଂ ସମାନଙ୍କେର ରାଜାମାନେ ଭୟଭୀତ ହାଇେଥିଲେ ଓ ସମାନଙ୍କେର ମୁଖମଣ୍ଡଳ ସମାନଙ୍କେର ଆଚମ୍ବିତ ପ୍ରକାଶ କଲା।
ଏବଂ ମିଶର ବିରୁଦ୍ଧ ରେ ଏକ ଖଡ୍ଗ ଆସିବ। ଏବଂ ମିଶର ଦେଶ ରେ ଲୋକମାନେ ନିହତ ହେଲେ କୂଶ ଦେଶ ଭୟ ରେ ଥରିବ। ଏବଂ ଶତୃ ତାହାର ଧନସମ୍ପତ୍ତିସବୁ ନଇେଯିବେ ଓ ତାହାର ମୂଳଭିତ୍ତିସବୁ ଭାଙ୍ଗି ଦବେେ।