Home Bibles ଯିଶାଇୟ 20:5 · ଓଡ଼ିଆ ବାଇବେଲ
ଯିଶାଇୟ 20:5 · ଓଡ଼ିଆ ବାଇବେଲ

ଲୋକମାନେ କୂଶକୁ ସାହାୟ୍ଯ ପାଇଁ ଚାହିଁବେ। ମାତ୍ର ସମାନେେ ନିରାଶ ହାଇେ ଭାଙ୍ଗି ପଡ଼ିବେ। ମିଶରର ଦର୍ପ ଚୂର୍ଣ୍ଣ ହବୋ ଦେଖି ତା'ର ଲୋକମାନେ ଆଶ୍ଚର୍ୟ୍ଯ ଓ ଲଜ୍ଜିତ ହବେ।'

Cross references

ଦିତୀୟ ରାଜାବଳୀ 18:21

ଏଠାକୁ ଦେଖ, ତୁମ୍ଭେ ଭଙ୍ଗା ହାଇେଥିବା ଆଶାବାଡି ଉପରେ ନିର୍ଭର କରୁଅଛ। ଏହି ଆଶାବାଡି ମିଶରର ଅଟେ। କିନ୍ତୁ ଯଦି କହେି ତା' ଉପରେ ଆଉଜେ ଏହା ଭାଙ୍ଗି ୟିବ ଏବଂ ହାତ ରେ ପଶି ଫୋଡି ହାଇଯେିବ ଓ ଏହାକୁ ଘାଆ କରିଦବେ। ଯେଉଁମାନେ ମିଶରର ରାଜା ଫାରୋ ଉପରେ ନିର୍ଭର କରୁଛନ୍ତି, ସମାନେେ ଏହି ଭାଗ୍ଯର ଅଂଶିଦାର ହବେ।

ଯିଶାଇୟ 2:22

ତୁମ୍ଭମାନେେ ପ୍ରାଣବାଯୁଧାରୀ ମନୁଷ୍ଯ ଉପ ରେ ବିଶ୍ବାସ ରଖିବ ନାହିଁ। ମନୁଷ୍ଯମାତ୍ ରେ ମୃତ୍ଯୁ ସୁନିଶ୍ଚିତ। ଏମାନେ ଯେ ଈଶ୍ବରଙ୍କ ପରି ବଳବାନ୍ ଏହା ତୁମ୍ଭମାନେେ ଚିନ୍ତା କରିବା ଉଚିତ୍ ନୁହେଁ।

ଯିଶାଇୟ 30:3

ମାତ୍ର ଫାରୋର ବଳ ତୁମ୍ଭମାନଙ୍କୁ ସୁରକ୍ଷା ଦଇପୋରିବ ନାହିଁ କି ମିଶର ତୁମ୍ଭମାନଙ୍କୁ ଆଶ୍ରଯ ଦଇପୋରିବ ନାହିଁ।

ଯିଶାଇୟ 30:5

ସମାନେେ ହତାଶ ହବେେ କାରଣ ଯେଉଁ ବ୍ଯକ୍ତିମାନଙ୍କ ଉପ ରେ ସମାନେେ ସାହାୟ୍ଯ ପାଇଁ ବିଶ୍ବାସ କରିବେ, ସମାନେେ ସାହାୟ୍ଯ କରିବେ ନାହିଁ। ସମାନେେ ଲଜ୍ଜା ଏବଂ କଳଙ୍କ ପାଇବେ।'

ଯିଶାଇୟ 30:7

ସହେି ମିଶର ବୃଥା ଓ ମିଥ୍ଯା ରେ ସାହାୟ୍ଯ କରେ। ତେଣୁ ମୁଁ ତାକୁ ନିଷ୍କର୍ମା ରାହାବ' ବୋଲି ନାମକରଣ କରିଛି।

ଯିଶାଇୟ 36:6

ତୁମ୍ଭମାନେେ କ'ଣ ଭଗ୍ନ ୟଷ୍ଟି ସଦୃଶ ମିଶର ଉପ ରେ ନିର୍ଭର କରୁଛ ? ତାହା ଯଦି କରୁଥାଅ ତବେେ ସେ ହାତ ରେ ଫୋଡ଼ି ହାଇୟୋଇ କଣା କରିଦବେ। ମିଶରର ରାଜା ଫାରୋ ଉପ ରେ ଯେଉଁମାନେ ବିଶ୍ବାସ ରଖନ୍ତି, ସମାନେେ ସମସ୍ତେ କିଛି ସାହାୟ୍ଯ ପାଇବେ ନାହିଁ।

ଯିରିମିୟ 9:23

ଆଉ ସଦାପ୍ରଭୁ କହନ୍ତି, ଜ୍ଞାନବାନ୍ ଆପଣା ଜ୍ଞାନ ରେ ଦର୍ପ ନ କରୁ, ବଳବାନ୍ ଆପଣା ବଳ ରେ ଦର୍ପ ନ କରୁ ଓ ଧନବାନ୍ ଆପଣା ଧନ ରେ ଗର୍ବ ନ କରୁ।

ଯିରିମିୟ 17:5

ସଦାପ୍ରଭୁ କହନ୍ତି, ଯେଉଁ ମନୁଷ୍ଯ ଲୋକମାନଙ୍କ ଉପ ରେ ଭରସା ରେଖ, ମାଂସକୁ ଆପଣାର ବାହୁ କରେ ଓ ଯାହାର ହୃଦଯ ସଦାପ୍ରଭୁଙ୍କଠାରୁ ଦୂ ରଇେ ୟାଏ ସେ ଶାପଗ୍ରସ୍ତ।

ଯିରିମିୟ 46:25

ସୈନ୍ଯାଧିପତି ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର କହନ୍ତି, ଦେଖ, ଆମ୍ଭେ ନୋ ଦେଶୀଯ ଅମାନେକୁ, ଫାରୋ, ମିଶର, ତାହାର ଦବଗେଣ ଓ ରାଜଗଣକୁ, ଆଉ ଫାରୋଙ୍କ ଶରଣାପନ୍ନ ସମସ୍ତଙ୍କୁ ଦଣ୍ଡ ଦବୋ।

ଯିହିଜିକଲ 29:6

ତେଣୁ ମୁଁ ଯେ ସଦାପ୍ରଭୁ ଅଟେ ଏହା ମିଶର ନିବାସୀ ସମସ୍ତେ ଜାଣିବେ। 'କାରଣ ସମାନେେ ଇଶ୍ରାୟେଲ ବଂଶ ପ୍ରତି ଏକ ନାଳର ଆଶାବାଡ଼ି ହାଇେଅଛନ୍ତି।

ଯିହିଜିକଲ 29:7

ଯେତବେେଳେ ସମାନେେ ତୁମ୍ଭର ହସ୍ତ ଧରିଲେ, ସେତବେେଳେ ତୁମ୍ଭେ ଭଗ୍ନ ହାଇେ ସମାନଙ୍କେର ସ୍କନ୍ଧସବୁ ବିଦୀର୍ଣ୍ଣ କଲ। ଆଉ ଯେତବେେଳେ ସମାନେେ ତୁମ୍ଭ ଉପ ରେ ଆଉଜିଲେ ସେତବେେଳେ ତୁମ୍ଭେ ଭଗ୍ନ ହାଇେ ସମାନଙ୍କେର ସମସ୍ତ କଟୀଦେଶ ଅଚଳ କଲ।'

ସିଫନିୟ 2:12

ଏପରିକି ଇଥିଓପିଆର ଲୋକମାନଙ୍କୁ ମଧ୍ଯ ସଦାପ୍ରଭୁଙ୍କର ଖଡ୍ଗ ବିନାଶ କରିବ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 3:21

ସେଥିପାଇଁ ମନୁଷ୍ଯମାନଙ୍କ ପାଇଁ ତୁମ୍ଭମାନେେ ଗର୍ବ କରିବା ଉଚିତ୍ ନୁହେଁ, କାରଣ ସମସ୍ତ ବିଷୟ ତୁମ୍ଭମାନଙ୍କର।

Interlinear

Choose Theme