Home Bibles ☰ Books ଯିହିଜିକଲ 30:10 · ଓଡ଼ିଆ ବାଇବେଲ
ଯିହିଜିକଲ 30:10 · ଓଡ଼ିଆ ବାଇବେଲ

ସଦାପ୍ରଭୁ, ମାରେ ପ୍ରଭୁ ଏହିକଥା କହିଛନ୍ତି, ମୁଁ ବାବିଲର ରାଜା ନବୂଖଦନିତ୍ସରଙ୍କର ହସ୍ତ ରେ ମିଶରର ଧନ ସମ୍ପତ୍ତିକୁ ହସ୍ତାନ୍ତର କରିବି।

Cross references

ଯିରିମିୟ 43:11

ପୁଣି ସେ ମିଶର ଦେଶକୁ ଆକ୍ରମଣ କରି ମୃତ୍ଯୁୟୋଗ୍ଯ ଲୋକଙ୍କୁ ମୃତ୍ଯୁ ରେ, ବନ୍ଦୀ ହବୋ ଯୋଗ୍ଯ ଲୋକଙ୍କୁ ବନ୍ଦୀତ୍ବ ରେ ଓ ଖଡ୍ଗୟୋଗ୍ଯ ଲୋକଙ୍କୁ ଖଡ୍ଗ ରେ ସମର୍ପଣ କରିବ।

ଯିହିଜିକଲ 28:7

ମୁଁ ତୁମ୍ଭମାନଙ୍କ ବିପକ୍ଷ ରେ ବିଦେଶୀମାନଙ୍କୁ ଆଣିବି, ବାହାର ଦେଶରୁ ନିର୍ଦ୍ଦଯ ଲୋକମାନଙ୍କୁ ଆଣିବି। ତେଣୁ ସମାନେେ ତୁମ୍ଭର ସୁନ୍ଦର ବସ୍ତୁ ବିପକ୍ଷ ରେ ଶତ୍ରୁ ଉତ୍ତୋଳନ କରିବେ ଯାହା ତୁମ୍ଭକୁ ତୁମ୍ଭର ଜ୍ଞାନ ଆଣିଦଇେଥିଲା, ଏବଂ ତୁମ୍ଭର ଶାେଭା ବିଧ୍ବସ୍ତ ହବେ।

ଯିହିଜିକଲ 29:4

'ମାତ୍ର ମୁଁ ତୁମ୍ଭ ମାଢ଼ି ରେ ଅଙ୍କୁଶ ଦବେି ଓ ତୁମ୍ଭ ସୋର୍ତ ସମୂହର ମତ୍ସ୍ଯ ସକଳକୁ ତୁମ୍ଭ ଦହରେ କାତି ରେ ଲଗାଇବି। ଆଉ ସହେି ସୋର୍ତ ସମୂହ ମଧ୍ଯରୁ ତୁମ୍ଭକୁ ଓ ତୁମ୍ଭ କାତି ରେ ଲାଗିଥିବା ସମସ୍ତ ମତ୍ସ୍ଯଙ୍କୁ ବାହାର କରି ଉପରକୁ ଆଣିବା।

ଯିହିଜିକଲ 29:19

ତେଣୁ ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହନ୍ତି, ଦେଖ, ମୁଁ ବାବିଲର ରାଜା ନବୂଖଦନିତ୍ସରକୁ ମିଶର ଦେଶ ଦବେି। ସେ ତା'ର ଲୋକମାନଙ୍କୁ ଓ ତାହାର ମୂଲ୍ଯବାନ ଦ୍ରବ୍ଯସବୁ ଲୁଟି ନଇେଯିବେ। ଆଉ ତାହାର ସମ୍ପତ୍ତି ଅପହରଣ କରିବ ଏବଂ ତାହାର ସୈନ୍ଯସାମନ୍ତଙ୍କ ବତନେ ନବେ।

ଯିହିଜିକଲ 30:24

ଏବଂ ମୁଁ ବାବିଲ ରାଜାର ଉଭୟ ବାହୁ ସବଳ କରିବି ଓ ମାରେ ଖଡ୍ଗ ଧରିବାକୁ ଦବେି। କିନ୍ତୁ ମୁଁ ଫାରୋର ବାହୁଦ୍ବଯ ଭାଙ୍ଗି ପକାଇବି। ତେଣୁ ସେ ମୁମୁର୍ଷୁ ଲୋକମାନେ କ୍ରନ୍ଦନ କଲାପରି ବିଳାପ କରିବ।

ଯିହିଜିକଲ 32:11

କାରଣ ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହନ୍ତି, ବାବିଲ ରାଜାର ଖଡ୍ଗ ତୁମ୍ଭକୁ ଆକ୍ରମଣ କରିବ।

Interlinear

Choose Theme