Home Bibles ☰ Books ଯିହିଜିକଲ 17:5 · ଓଡ଼ିଆ ବାଇବେଲ
ଯିହିଜିକଲ 17:5 · ଓଡ଼ିଆ ବାଇବେଲ

ଏବଂ ସହେି ପକ୍ଷୀ ସେ ଦେଶ ରେ ବୀଜ ନଇେ ଏକ ଉର୍ବର ଭୂମିର କ୍ଷତେ ରେ ତାହା ରୋପଣ କଲା। ସେ ପ୍ରଚୁର ଜଳରାଶିର ନିକଟରେ ତାହା ରୋପଣ କଲା।

Cross references

ଦିତୀୟ ବିବରଣ 8:7

ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭମାନଙ୍କୁ ଏକ ଉତ୍ତମ ଦେଶକକ୍ସ୍ଟ ନଇେ ଯାଉଛନ୍ତି, ଯେଉଁ ଭୂମିକି ଜଳରାଶି ରେ ଝରଣା ରେ ଓ ଗଭୀର ଜଳ ସୋର୍ତ ରେ ପୂର୍ଣ୍ଣ, ତାହା ଉପତ୍ୟକା ଓ ପର୍ବତ ଦଇେ ଝରିୟାଏ।

ଦିତୀୟ ରାଜାବଳୀ 24:17

ପୁଣି ବାବିଲର ରାଜା ଯିହାୟୋଦାରଖୀନର ମାମୁଁ ମତ୍ତନିଯଙ୍କୁ ତାଙ୍କ ପଦ ରେ ରାଜା କଲେ ଓ ତାଙ୍କ ନାମ ବଦଳାଇ ସିଦିକିଯ ରଖିଲେ।

ଯିଶାଇୟ 15:7

ଲୋକମାନେ ସମାନଙ୍କେର ନିଜ ନିଜର ସମସ୍ତ ଦ୍ରବ୍ଯ ଏକାଠି କରିବେ ଓ ମାୟୋବ ପରିତ୍ଯାଗ କରିବେ। ସେ ସମସ୍ତ ଦ୍ରବ୍ଯକୁ ଧରି ସୀମା ଅତିକ୍ରମ କରି ବାଈଶୀ ବୃକ୍ଷର ସୋର୍ତ ନିକଟକୁ ନଇେଯିବେ।

ଯିଶାଇୟ 44:4

ସତଣୁସସମାଲନ ଜଳଲଷାର୍ତ ନିକଟସ୍ଥ ବାଇଶବୃକ୍ଷ ତୁଲ୍ଯ ବଢ଼ିବାକୁ ଲାଗିବଲ।

ଯିରିମିୟ 37:1

ଅନନ୍ତର ଯିହାୟୋଦାରକୀମର ପୁତ୍ର କୀଯର ପଦ ରେ ଯୋଶିୟଯର ପୁତ୍ର ସିଦିକିଯ ରାଜା ହାଇେ ରାଜତ୍ବ କଲା। ବାବିଲର ରାଜା ନବୂଖଦନିତ୍ସର ତାହାକୁ ଯିହୁଦା ଦେଶର ରାଜା କରିଥିଲା।

ଯିହିଜିକଲ 17:13

ଏବଂ ସେ ଏକ ରାଜସ୍ବ ନଇେ ତାକୁ ଶପଥ କରାଇ ତା' ସହିତ ଏକ ଚୁକ୍ତି କଲେ ଏବଂ ସେ ମହତ୍ତ୍ବପୂର୍ଣ୍ଣ ଲୋକମାନଙ୍କୁ ନଇଗେଲେ।

ଯିହିଜିକଲ 19:11

ରାଜଦଣ୍ଡ ହବୋ ନିମନ୍ତେ ତାହାର ଶାଖାସବୁ ଦୃଢ଼ ହାଇେଥିଲା। ଗହଳ ପତ୍ରୟୁକ୍ତ ହାଇେ ସେସବୁ ଦୀର୍ଘତା ରେ ବହୁ ଉଚ୍ଚ ହେଲା। ଆଉ ଉଚ୍ଚତା ରେ ତାହା ମେଘକୁ ସ୍ପର୍ଶ କଲା।

ଯିହିଜିକଲ 31:5

ଏଣୁ କ୍ଷେତ୍ରସ୍ଥ ବୃକ୍ଷଗୁଡ଼ିକ ଅପେକ୍ଷା ସେ ଅତି ଉଚ୍ଚ ହେଲା। ତାହାର ଡାଳଗୁଡ଼ିକ ବହୁସଂଖ୍ଯା ରେ ବଢ଼ିବାକୁ ଲାଗିଲା। ଆଉ ଅମାପ ଜଳ ହତେୁ ତାହାର ଶାଖାସବୁ ପ୍ରସାରିତ ହାଇେ ବଢ଼ିଗଲା।

Interlinear

Choose Theme