Home Bibles ଯିରିମିୟ 37:1 · ଓଡ଼ିଆ ବାଇବେଲ
ଯିରିମିୟ 37:1 · ଓଡ଼ିଆ ବାଇବେଲ

ଅନନ୍ତର ଯିହାୟୋଦାରକୀମର ପୁତ୍ର କୀଯର ପଦ ରେ ଯୋଶିୟଯର ପୁତ୍ର ସିଦିକିଯ ରାଜା ହାଇେ ରାଜତ୍ବ କଲା। ବାବିଲର ରାଜା ନବୂଖଦନିତ୍ସର ତାହାକୁ ଯିହୁଦା ଦେଶର ରାଜା କରିଥିଲା।

Cross references

ଦିତୀୟ ରାଜାବଳୀ 24:12

ତେଣୁ ଯିହୁଦାର ରାଜା ୟିହୋଯାଖୀନ୍, ତାଙ୍କର ମାତା, ତାଙ୍କର ଦାସମାନେ, ତାଙ୍କର ଅଧିପତିମାନେ ଓ ତାଙ୍କର ନଫୁସକମାନେ ବାବିଲ ରାଜାଙ୍କୁ ଭଟେିବାକୁ ଗଲେ। ମାତ୍ର ବାବିଲର ରାଜା ଯିହାୟୋଦାରଖୀନ୍ଙ୍କୁ ଧରି ତାଙ୍କୁ ବନ୍ଦୀରୂପେ ନେଲେ। ଏହା ନବୂଖଦ୍ନିତ୍ସରଙ୍କ ଅଷ୍ଟମ ବର୍ଷ ରାଜତ୍ବ କାଳ ରେ ଘଟିଥିଲା।

ଦିତୀୟ ରାଜାବଳୀ 24:17

ପୁଣି ବାବିଲର ରାଜା ଯିହାୟୋଦାରଖୀନର ମାମୁଁ ମତ୍ତନିଯଙ୍କୁ ତାଙ୍କ ପଦ ରେ ରାଜା କଲେ ଓ ତାଙ୍କ ନାମ ବଦଳାଇ ସିଦିକିଯ ରଖିଲେ।

ପ୍ରଥମ ବଂଶାବଳୀ 3:15

ଯୋଶିୟଯଙ୍କ ପୁତ୍ରମାନଙ୍କର ତାଲିକା ଏହି : ପ୍ରଥମ ପୁତ୍ର ୟୋହାନନ୍, ଦ୍ବିତୀୟ ପୁତ୍ର, ଯିହାୟୋଦାରକୀମ୍, ତୃତୀୟ ପୁତ୍ର ସିଦିକିଯ, ଚତୁର୍ଥ ପୁତ୍ର ଶଲ୍ଲୁମ୍।

ଦିତୀୟ ବଂଶାବଳୀ 36:9

ୟିହୋଯାଖୀନ୍ ଯିହୁଦାର ରାଜା ହବୋ ସମଯେ ରେ ଅଠର ବର୍ଷ ବଯସ ହାଇେଥିଲେ। ସେ ୟିରୁଶାଲମ ରେ ତିନିମାସ ଓ ଦଶ ଦିନ ପର୍ୟ୍ଯନ୍ତ ରାଜା ହାଇେଥିଲେ। ସେ ସଦାପ୍ରଭୁଙ୍କ ଇଚ୍ଛାନୁୟାଯୀ କାର୍ୟ୍ଯ କଲେ ନାହିଁ।

ଦିତୀୟ ବଂଶାବଳୀ 36:10

ବସନ୍ତ ଋତୁ ରେ, ରାଜା ନବୂଖଦ୍ନିତ୍ସର ୟିହୋଯାଖୀନ୍ଙ୍କୁ ଆଣିବା ନିମନ୍ତେ କେତକେ ଭୃତ୍ଯଙ୍କୁ ପଠାଇଲେ। ସମାନେେ ଯିହାୟୋଦାରଖୀନ୍ ଓ ସଦାପ୍ରଭୁଙ୍କ ମନ୍ଦିରରୁ ବହୁମୂଲ୍ଯ ଧନ ସମ୍ପତ୍ତିରୁ କିଛି ବାବିଲକୁ ନଇଗେଲେ। ନବୂଖଦ୍ନିତ୍ସରର ସିଦିକିଯଙ୍କୁ ଯିହୁଦା ଓ ୟିରୁଶାଲମର ନୂତନ ରାଜା ରୂପେ ମନୋନୀତ କଲେ। ସିଦିକିଯ ଯିହାୟୋଦାରଖୀନ୍ଙ୍କର ଜଣେ ଆତ୍ମୀଯ ଥିଲେ।

ଯିରିମିୟ 22:24

ସଦାପ୍ରଭୁ କହନ୍ତି, ଆମ୍ଭେ ଜୀବିତ ଥିବା ପ୍ରମାଣେ ଯିହୁଦାର ରାଜା ଯିହାୟୋକୀମର ପୁତ୍ର ଯିହାୟୋଦାରକୀନ୍ ଆମ୍ଭ ଦକ୍ଷିଣ ହସ୍ତର ମାହେର ତୁଲ୍ଯ ହେଲେ ହେଁ ଆମ୍ଭେ ତୁମ୍ଭକୁ ସଠାରୁେ କାଢ଼ି ପକାଇବା।

ଯିରିମିୟ 22:28

କନିଯ ଏକ ତୁଚ୍ଛ ଭଗ୍ନପାତ୍ର ତୁଲ୍ଯ ଯାହା ବାହା ରେ ନିକ୍ଷିପ୍ତ ହବୋ ଯୋଗ୍ଯ। ସେ ଏକ ଅପ୍ରୀତିକର ପାତ୍ର। ସେ ଓ ତାହାର ବଂଶ କାହିଁକି ଦୂରିକୃତ ହାଇେ ଅଜ୍ଞାତ ଦେଶ ରେ ନିକ୍ଷିପ୍ତ ହେଲେ ?

ଯିରିମିୟ 24:1

ବାବିଲର ରାଜା ନବୂଖଦନିତ୍ସର, ଯିହାୟୋଦାରକୀମ୍ର ପୁତ୍ର, ଯିହୁଦାର ରାଜା ୟିହୋଯାଖୀନକୁ ଓ ଯିହୁଦାର ଅଧିପତିମାନଙ୍କୁ ଶିଳ୍ପକର ଓ କର୍ମକାରମାନଙ୍କ ସହିତ ୟିରୁଶାଲମରୁ ବନ୍ଦୀକରି ବାବିଲକୁ ନଇଗେଲା ଉତ୍ତା ରେ, ସଦାପ୍ରଭୁ ମାେତେ ଏକ ଦର୍ଶନ ଦଖାଇେଲେ। ଆଉ ମୁଁ ଦେଖିଲି, ସଦାପ୍ରଭୁଙ୍କର ମନ୍ଦିର ସମ୍ମୁଖ ରେ ଦୁଇ ଡ଼ାଲା ଡ଼ିମ୍ବିରି ଫଳ ରଖା ୟାଇଅଛି।

ଯିରିମିୟ 52:31

ଯିହୁଦାର ରାଜା ୟିହୋଯାଖୀନ୍ ବାବିଲର କାରାଗାର ରେ ସଇଁତିରିଶ ବର୍ଷ ବନ୍ଦୀ ହାଇେ ରହିଲେ। ତାଙ୍କ ବନ୍ଦୀତ୍ବର ସପ୍ତତ୍ରିଂଶ ବର୍ଷ ରେ ବାବିଲର ରାଜା ଇବିଲ୍-ମରୋଦକ୍ ୟିହୋଯାଖୀନ୍ଙ୍କ ପ୍ରତି ଦୟାପରବଶ ହେଲେ। ସେ ରାଜତ୍ବର ପ୍ରଥମ ବର୍ଷର ଦ୍ବାଦଶ ମାସର ପଞ୍ଚବିଂଶ ଦିନ ରେ ୟିହୋଯାଖୀନ୍ଙ୍କୁ କାରାଗାରରୁ ମୁକ୍ତ କଲେ।

ଯିହିଜିକଲ 17:12

ତୁମ୍ଭେ ସହେି ବିଦ୍ରୋହୀ ଜାତିକୁ କୁହ, ଇଶ୍ରାୟେଲ ତୁମ୍ଭେ କ'ଣ ଏସବୁର ତାତ୍ପର୍ୟ୍ଯ ଜାଣ ନାହିଁ ? ସମାନଙ୍କେୁ କୁହ, ଦେଖ, ବାବିଲର ରାଜା ୟିରୁଶାଲମକୁ ଆସି ତହିଁର ରାଜାଙ୍କୁ ଓ ତହିଁର ମୁଖ୍ଯଗଣଙ୍କୁ ଆପଣାର ନ୍ଯାଯାଳଯ ବାବିଲକୁ ନଇଗେଲା।

Interlinear

Choose Theme