ରାଜଦଣ୍ଡ ହବୋ ନିମନ୍ତେ ତାହାର ଶାଖାସବୁ ଦୃଢ଼ ହାଇେଥିଲା। ଗହଳ ପତ୍ରୟୁକ୍ତ ହାଇେ ସେସବୁ ଦୀର୍ଘତା ରେ ବହୁ ଉଚ୍ଚ ହେଲା। ଆଉ ଉଚ୍ଚତା ରେ ତାହା ମେଘକୁ ସ୍ପର୍ଶ କଲା।
Cross references
ଶୀଲୋର ଆଗମନ ପର୍ୟ୍ଯନ୍ତ ଯିହୁଦାଠାରୁ ରାଜଦଣ୍ଡ ଓ ତା'ର ଚରଣ ଦ୍ବଯ ମଧ୍ଯରୁ ବିଚାରକର୍ତ୍ତାର ୟଷ୍ଟି ୟିବ ନାହିଁ। ତାହାଙ୍କ ନିକଟରେ ଲୋକମାନେ ଅଧିନତା ସ୍ବୀକାର କରିବେ।
ସମାନଙ୍କେ କଳସରୁ ଜଳ ଉଚ୍ଛୁଳିବ, ସମାନଙ୍କେର ବୀଜ ଅନକେ ଜଳ ରେ ପଡିବ, ପୁଣି ସମାନଙ୍କେର ରାଜା ଆଗାଗଠାରୁ ଉଚ୍ଚୀକୃତ ହବେ, ସମାନଙ୍କେର ରାଜ୍ଯ ଉନ୍ନତ ହବେ।
ମୁଁ ସଦାପ୍ରଭୁଙ୍କୁ ଆସୁଥିବା ଦେଖିଲି, କିନ୍ତୁ ବର୍ତ୍ତମାନ ନୁହେଁ। ମୁଁ ତାଙ୍କର ଦର୍ଶନ ପାଉଅଛି, କୁନ୍ତୁ ସେ ନିକଟବର୍ତ୍ତୀ ନୁହନ୍ତି। ଯାକୁବଠାରୁ ଏକ ତାରା ଉଦିତ ହବେ ଓ ଇଶ୍ରାୟେଲଠାରୁ ଏକ ରାଜଦଣ୍ତ ଉଥିତ ହବେ। ମାେଯବରେ ପାର୍ଶଭଦେ କରିବ ଓ କଲହର ସମସ୍ତ ପରିବାରବର୍ଗକୁ ଚୁର୍ଣ କରିବ।
ସୋରର ରାଜା ହୀରମ୍ ଦାଉଦଙ୍କର ସାଙ୍ଗ ଥିଲେ। ଯେତବେେଳେ ସେ ଶୁଣିବାକୁ ପାଇଲେ ଯେ, ତାଙ୍କ ପିତା ଦାଉଦ୍ଙ୍କ ପରେ ଶ ଲୋମନ ନୂଆ ରାଜା ରୂପେ ଅଭିଷିକ୍ତ ହାଇେଛନ୍ତି, ସେ ତାଙ୍କ ବାର୍ତ୍ତାବାହାକମାନଙ୍କୁ ତାଙ୍କ ନିକଟକୁ ପଠାଇଲେ।
ମଧ୍ଯ ୟିରୁଶାଲମ ରେ ପରାକ୍ରାନ୍ତ ରାଜଗଣ ଥିଲେ। ସମାନେେ ନଦୀ ସପୋରିସ୍ଥ ତାବତ୍ ଦେଶ ରେ ରାଜତ୍ବ କଲେ। ଆଉ ସମାନଙ୍କେୁ କର, ରାଜସ୍ବ ଓ ମାଶୁଲ ଦିଆଗଲା।
ସମାନେେ ଏହି ଉତ୍ତର ଆମ୍ଭମାନଙ୍କୁ ଦେଲେ,
ୟଦି ତୁମ୍ଭେ ମାେତେ ମାଗିବ, ମୁଁ ତୁମ୍ଭକୁ ସମସ୍ତ ରାଜ୍ଯ ଦାନ କରିବି। ପୃଥିବୀରେ ବାସ କରୁଥିବା ସମସ୍ତ ଲୋକ ତୁମ୍ଭର ହବେେ।
ହେ ପରମେଶ୍ବର, ସହେି ଦ୍ରାକ୍ଷାଲତାକୁ ଦେଖ, ୟାହା ତୁମ୍ଭେ ଆପଣା ହସ୍ତରେ ରୋପଣ କରିଅଛ। ସହେି େଛାଟ ଲତାକୁ ଦେଖ ୟାହାକୁ ତୁମ୍ଭେ ବଢ଼ଇେଛ।
ହେ ପରମେଶ୍ବର, ତୁମ୍ଭ ହସ୍ତ ତୁମ୍ଭ ଦକ୍ଷିଣ ପାଶର୍ବରେ ଛିଡ଼ା ହାଇେଥିବା ମନୁଷ୍ଯ ଉପରେ ତୁମ୍ଭେ ନିଜେ ହାତ ରଖି ଉଠାଅ।
ସଦାପ୍ରଭୁ ତୁମ୍ଭର ରାଜ୍ଯ ସିୟୋନରୁ ବଢ଼ାଇବେ, ୟପରେିକି ତୁମ୍ଭେ ଶତ୍ରୁଗଣର ରାଜ୍ଯକୁ ଶାସନ କର।
ଅନନ୍ତର ୟିଶଯର ଗଣ୍ଠିରୁ ଏକ କ୍ଷୁଦ୍ର ଶାଖା ବହନ କରିବ, ତା'ର ମୂଳରୁ ଶାଖା ବଢ଼ିବ,
ମାତ୍ର ତାହା କୋପ ରେ ଉତ୍ପାଟିତ ହାଇେ ଭୂମିରେ ନିକ୍ଷିପ୍ତ ହେଲା ଓ ପୂର୍ବୀଯ ପବନ ତାହାର ଫଳକୁ ଶୁଷ୍କ କଲା। ତାହାର ଦୃଢ଼ ଶାଖାସବୁ ଭଗ୍ନ ଓ ଶୁଷ୍କ ହାଇଗେଲା। ଅଗ୍ନି ସେସବୁକୁ ଗ୍ରାସ କଲା।
ତାହାର ଏକ ବୃହତ୍ ଶାଖାରୁ ଅଗ୍ନି ନିର୍ଗତ ହାଇେ ସହେି ଦ୍ରାକ୍ଷାଲତାକୁ ଓ ତାହାର ଫଳକୁ ଗ୍ରାସ କରିଅଛି। ଏଣୁ ରାଜଦଣ୍ଡ ପାଇଁ ତାହାର ଗୋଟିଏ ହେଲେ ଦୃଢ଼ ଶାଖା ନାହିଁ।' ଏହା ବିଳାପର ବିଷଯ ଅଟେ ଓ ବିଳାପଜନକ ହବେ।
ହତ୍ଯା ନିମନ୍ତେ ତାହା ଶାଣିତ ହାଇେଅଛି, ତାହା ମଧ୍ଯ ମାର୍ଜିତ ହାଇେ ବିଜୁଳି ପରି ଚକ୍ ଚକ୍ କରୁଛି, ' ମାରେ ପୁତ୍ର ତୁମ୍ଭେ ଏହି ଛଡ ସକାେଶ ଖୁସି ନ ଥିଲ, ତୁମ୍ଭେ କାଠର ବାଡ଼ିକୁ ଘୃଣା କଲ।
ହଁ, ଏହା କଠିନ ଅଟେ, ତୁମ୍ଭେ ରାଜଦଣ୍ଡକୁ ପ୍ରତ୍ଯାଖ୍ଯାନ କରିବା ପ ରେ ଆଉ କ'ଣ ବାକି ରହିଲା ?' ଏହା ସଦାପ୍ରଭୁ, ମାରେ ପ୍ରଭୁ କହନ୍ତି।
ଅଶୂରକୁ ଦେଖ ! ସେ ଲିବାନୋନର ଏରସ ବୃକ୍ଷସ୍ବରୂପ ଅଟେ। ତାହାର ସୁନ୍ଦର ଘନଛାଯାଦାୟକ ଓ ଉଚ୍ଚାକୃତି ଶାଖାମାନ ଥିଲା। ଆଉ ତାହାର ଶିଖର ମେଘ ମଧିଅରେ ଥିଲା।