ଯିହିଜିକଲ 17:6 · ଓଡ଼ିଆ ବାଇବେଲ
ତା'ପ ରେ ତାହା ବଢ଼ି ଦ୍ରାକ୍ଷାଲତା ହେଲା। ଏହା ଏକ ବିସ୍ତୃତ ଅଞ୍ଚଳକୁ ବ୍ଯାପିଲା। ଏହାର ଶାଖାସବୁ ଓ ତହିଁର ମୂଳ ବଢ଼ିଲା। ଏହି ପ୍ରକା ରେ ତାହା ଦ୍ରାକ୍ଷାଲତା ହାଇେ ଶାଖା ବିଶିଷ୍ଟ ଓ ପଲ୍ଲବିତ ହେଲା।
Cross references
ଦିତୀୟ ବଂଶାବଳୀ 36:10
ବସନ୍ତ ଋତୁ ରେ, ରାଜା ନବୂଖଦ୍ନିତ୍ସର ୟିହୋଯାଖୀନ୍ଙ୍କୁ ଆଣିବା ନିମନ୍ତେ କେତକେ ଭୃତ୍ଯଙ୍କୁ ପଠାଇଲେ। ସମାନେେ ଯିହାୟୋଦାରଖୀନ୍ ଓ ସଦାପ୍ରଭୁଙ୍କ ମନ୍ଦିରରୁ ବହୁମୂଲ୍ଯ ଧନ ସମ୍ପତ୍ତିରୁ କିଛି ବାବିଲକୁ ନଇଗେଲେ। ନବୂଖଦ୍ନିତ୍ସରର ସିଦିକିଯଙ୍କୁ ଯିହୁଦା ଓ ୟିରୁଶାଲମର ନୂତନ ରାଜା ରୂପେ ମନୋନୀତ କଲେ। ସିଦିକିଯ ଯିହାୟୋଦାରଖୀନ୍ଙ୍କର ଜଣେ ଆତ୍ମୀଯ ଥିଲେ।
ହିତୋପଦେଶ 16:18
ଅହଙ୍କାର ସର୍ବନାଶର ସମ୍ମୁଖ ରେ ଆ ସେ ଏବଂ ଅହଙ୍କାରୀ ପ୍ରକୃତି ପତନର ସମ୍ମୁଖ ରେ ଆ ସେ।
ଯିହିଜିକଲ 17:14
ତେଣୁ ଯେପରି ଦେଶ ଦୁର୍ବଳ ହବେ ଓ ଉଠିପାରିବ ନାହିଁ ଏବଂ ତାଙ୍କର ନିଯମକୁ ବଞ୍ଚାଇ ରଖି ପାରନ୍ତି।
ଯିହିଜିକଲ 19:10
'ତୁମ୍ଭର ମାତା ଜଳରାଶି ନିକଟରେ ରୋପିତ ଦ୍ରାକ୍ଷାଲତା ସ୍ବରୂପ ଥିଲା। ଅଗାଧ ଜଳ ଯୋଗୁଁ ସେ ଫଳବତୀ ଓ ଶାଖା ରେ ପରିପୂର୍ଣ୍ଣ ଥିଲା।