Home Bibles ☰ Books ଯିଶାଇୟ 15:7 · ଓଡ଼ିଆ ବାଇବେଲ
ଯିଶାଇୟ 15:7 · ଓଡ଼ିଆ ବାଇବେଲ

ଲୋକମାନେ ସମାନଙ୍କେର ନିଜ ନିଜର ସମସ୍ତ ଦ୍ରବ୍ଯ ଏକାଠି କରିବେ ଓ ମାୟୋବ ପରିତ୍ଯାଗ କରିବେ। ସେ ସମସ୍ତ ଦ୍ରବ୍ଯକୁ ଧରି ସୀମା ଅତିକ୍ରମ କରି ବାଈଶୀ ବୃକ୍ଷର ସୋର୍ତ ନିକଟକୁ ନଇେଯିବେ।

Cross references

ଗୀତସଂହିତା 137:1

ଆମ୍ଭମାନେେ ବାବିଲୀଯ ନଦୀ ନିକଟରେ ସିୟୋନକୁ ସ୍ମରଣ କଲା ବେଳେ ସଠାେରେ ବସି ରୋଦନ କଲୁ।

ଯିଶାଇୟ 5:29

ସସହି ଶତ୍ରୁଗଣ ସିଂହପରି ଗର୍ଜ୍ଜନ କରୁଛନ୍ତି।ସସହି ଗର୍ଜ୍ଜନ ୟୁବା ସିଂହର ଗର୍ଜ୍ଜନ ସଦୃଶ।ସସମାଲନସଲାକମାନଙ୍କ ପଛସର ଅନୁଧାବନ କରନ୍ତି,ସଯପରିସସମାଲନସସମାନଙ୍କର ଲୁଣ୍ଠିତ ଦ୍ରବ୍ଯ ପଛସର ଦୌଡ଼ନ୍ତି।ସସମାଲନ ଲୁଣ୍ଠିତ ଦ୍ରବ୍ଯସନଇୟାଆନ୍ତି ଏବଂସସଠାସର ତାଙ୍କୁ ସାହାୟ୍ଯ କରିବା ପାଇଁସକହି ନାହାଁନ୍ତି।

ଯିଶାଇୟ 10:6

ପ୍ରଭୁ ବିହୀନ ଦେଶକୁ ମୁଁ ଅଶୂରକୁ ପ୍ ରରଣେ କରିବି। ସହେି ଲୋକମାନଙ୍କ ଉପ ରେ ମୁଁ କୋରଧିତ ଏବଂ ସମାନଙ୍କେ ବିରୁଦ୍ଧ ରେ ଲଢ଼ିବାକୁ ମୁଁ ଅଶୂରକୁ ଆଦେଶ ଦବେି। ସେ ସମାନଙ୍କେୁ ପରାସ୍ତ କରିବ ଓ ସମାନଙ୍କେଠାରୁ ଧନସମ୍ପଦ ନଇେ ଆସିବି। ଇଶ୍ରାୟେଲ ରାସ୍ତାର ଧୂଳି ସଦୃଶ ଅଶୂରର ପଦଦଳିତ ହବେ।

ଯିଶାଇୟ 10:14

ଗୋଟିଏ ବ୍ଯକ୍ତି ପକ୍ଷୀର ବସାରୁ ଅଣ୍ଡା ଅପହରଣ କଲାପରି ମୁଁ ସମାନଙ୍କେର ଧନ ସମ୍ପଦ ନିଜ ହସ୍ତର ଶକ୍ତିବଳ ରେ ଅପହରଣ କରିଛି। ଅନକେ ସମୟରେ ପକ୍ଷୀ ତା'ର ବସା ଓ ଅଣ୍ଡାକୁ ଛାଡ଼ି ୟାଇଥାଏ ଓ ତା'ର ସୁରକ୍ଷା ପାଇଁ କିଛି ବ୍ଯବସ୍ଥା କରି ନ ଥାଏ। କୌଣସି ପକ୍ଷୀ ଶବ୍ଦ କରିବାକୁ କିମ୍ବା ପକ୍ଷ ଓ ଥଣ୍ଟ ସାହାୟ୍ଯ ରେ ଲଢ଼ିବାକୁ ସଠାେ ରେ ନ ଥାନ୍ତି। ତେଣୁ ଲୋକେ ଅଣ୍ଡା ନଇେ ୟାଆନ୍ତି। ତେଣୁ ମୁଁ ସହେିପରି ସମାନଙ୍କେର ଧନସମ୍ପଦ ଲୁଣ୍ଠନ କଲା ବେଳେ କହେି ମାେତେ ବାଧା ଦବେେ ନାହିଁ।'

ଯିଶାଇୟ 30:6

ଦକ୍ଷିଣର ପଶୁଗଣଙ୍କ ପ୍ରତି ଦୁଃଖ ବାର୍ତ୍ତା :

ଯିରିମିୟ 48:36

ଆମ୍ଭର ହୃଦଯ ମାୟୋବ ପାଇଁ ଦୁଃଖିତ ଓ ତା' ପାଇଁ ଆମ୍ଭ ହୃଦଯ ମୃତ୍ଯୁକାଳୀନ ବଂଶୀବାଦନ ପରି ବାଜୁ ଅଛି। ଆଉ ମଧ୍ଯ କୀର୍ହ ରେସର ଲୋକମାନଙ୍କ ପାଇଁ ଆମ୍ଭର ହୃଦଯ ବଂଶୀପରି ବାଜୁ ଅଛି। କାରଣ ସମାନଙ୍କେର ଧନ ସଦସବୁ ଅପହରଣ କରାୟାଇଅଛି।

ନାହୂମ 2:12

ସିଂହ ନୀନିବୀର ରାଜା ତା'ର ଶାବକମାନଙ୍କୁ ଖୁଆଇବା ପାଇଁ ବହୁତ ଶିକାର କଲା ଏବଂ ସିଂହୀ ପାଇଁ ଶିକାର କଲା। ସେ ତା'ର ନୀନିବୀ ଗୁମ୍ଫାକୁ ଶିକାର ରେ ପରିପୂର୍ଣ୍ଣ କଲା! ସେ ତା'ର ଗୁମ୍ଫାକୁ ମାଂସ ରେ ପୂର୍ଣ୍ଣ କଲା।

Interlinear

Choose Theme