Home Bibles ☰ Books ଯାତ୍ରା ପୁସ୍ତକ 29:43 · ଓଡ଼ିଆ ବାଇବେଲ
ଯାତ୍ରା ପୁସ୍ତକ 29:43 · ଓଡ଼ିଆ ବାଇବେଲ

ସହେି ସ୍ଥାନ ରେ ମୁଁ ଇଶ୍ରାୟେଲ ଲୋକମାନଙ୍କ ସହିତ ସାକ୍ଷାତ କରିବି। ମାରେ ମହିମା ରେ ତମ୍ବୁଟି ପବିତ୍ର ହବେ।

Cross references

ଯାତ୍ରା ପୁସ୍ତକ 40:34

ଏହାପରେ ସହେି ମେଘ ସମାଗମ ତମ୍ବୁକୁ ଆଚ୍ଛାଦନ କଲା ଓ ସଦାପ୍ରଭୁଙ୍କର ମହିମା ପବିତ୍ର ତମ୍ବୁକୁ ପରିପୂର୍ଣ୍ଣ କଲା।

ଯାତ୍ରା ପୁସ୍ତକ 40:35

ତହିଁରେ ମାଶାେ ସମାଗମ ତମ୍ବୁ ରେ ପ୍ରବେଶ କରି ପାରିଲେ ନାହିଁ। କାରଣ ମେଘ ତାହାକୁ ଆଚ୍ଛାଦନ କରିଥିଲା। ସଦାପ୍ରଭୁଙ୍କ ପ୍ରତାପ ପବିତ୍ର ତମ୍ବୁ ପରିପୂର୍ଣ୍ଣ କରିଥିଲା। ସହେି ପବିତ୍ର ସମାଗମ ତମ୍ବୁ।

ଲେବୀୟ ପୁସ୍ତକ 9:4

ପୁଣି ସହଭାଗିତାର ବଳି ନିମନ୍ତେ ଏକ ଷଣ୍ଢ ଓ ଏକ ମଷେ ନିଅ। ସମାନେେ ସହେି ଜିନିଷଗୁଡିକ ସଦାପ୍ରଭୁଙ୍କ ସମ୍ମୁଖ ରେ ଅର୍ପଣ କରିବା ଉଚିତ୍। କାରଣ ସଦାପ୍ରଭୁ ଆଜି ସମାନଙ୍କେୁ ଦର୍ଶନ ଦେଉଛନ୍ତି।'

ଲେବୀୟ ପୁସ୍ତକ 9:6

ତା'ପରେ ମାଶାେ କହିଲେ, ଏହି କଥା କରିବାକୁ ସଦାପ୍ରଭୁ ତୁମ୍ଭମାନଙ୍କୁ ଆଜ୍ଞା ଦେଲେ। ଏହା କଲେ ତୁମ୍ଭମାନଙ୍କ ପ୍ରତି ସଦାପ୍ରଭୁଙ୍କ ମହିମା ପ୍ରକାଶ ପାଇବ।

ପ୍ରଥମ ରାଜାବଳୀ 8:11

ଯାଜକମାନେ ସଦାପ୍ରଭୁଙ୍କ ସବୋ କରିପାରିଲେ ନାହିଁ କାରଣ ମନ୍ଦିରଟି ମେଘ ରେ ପରିପୂର୍ଣ ଥିଲା ଓ ସଦାପ୍ରଭୁଙ୍କ ମହିମା ରେ ପୂର୍ଣ ହାଇେଥିଲା।

ଦିତୀୟ ବଂଶାବଳୀ 5:13

ତୂରୀ ବାଦକ ଓ ଗାଯକ ଲୋକମାନେ ଜଣେ ବ୍ଯକ୍ତି ତୁଲ୍ଯ ଥିଲେ। ଯେତବେେଳେ ସଦାପ୍ରଭୁଙ୍କର ପ୍ରଶଂସା ଓ ଧନ୍ଯବାଦ ଗାନ କରାଗଲା ସମାନେେ ଏକ ଶବ୍ଦ କଲେ। ସମାନେେ ତୂରୀ, ଗିନି ଓ ବାଦ୍ଯୟନ୍ତ୍ର ସହିତ ଉଚ୍ଚସ୍ବର କଲେ। ସମାନେେ ଏହି ଗୀତ ଗାଇଲେ, 'ସଦାପ୍ରଭୁଙ୍କର ପ୍ରଶଂସା କଲେ, କାରଣ ସେ ମଙ୍ଗଳମଯ। ତାଙ୍କର ସତ୍ଯ ପ୍ ରମେ ଅନନ୍ତକାଳସ୍ଥାଯୀ ଅଟେ।

ଦିତୀୟ ବଂଶାବଳୀ 5:14

ସହେି ମେଘ ହତେୁ ଯାଜକମାନେ ସମାନଙ୍କେର ସବୋ ଜାରି ରଖିପାରିଲେ ନାହିଁ। କାରଣ, ସଦାପ୍ରଭୁଙ୍କ ମହିମା ପରମେଶ୍ବରଙ୍କ ମନ୍ଦିରକୁ ପୂର୍ଣ୍ଣ କରିଥିଲା।

ଦିତୀୟ ବଂଶାବଳୀ 7:1

ଶଲୋମନ ପ୍ରାର୍ଥନା କରିସାରିବା ପରେ ଆକାଶରୁ ଅଗ୍ନି ଆସି ହାମବେଳି ଓ ବଳିଦାନକୁ ଗ୍ରାସ କଲା ଓ ସଦାପ୍ରଭୁଙ୍କ ଗୌରବ ମନ୍ଦିରକୁ ପୂର୍ଣ୍ଣ କଲା।

ଯିଶାଇୟ 6:1

ଯିହୁଦାର ରାଜା ଉଷିୟଙ୍କ ମୃତ୍ଯୁବର୍ଷ ରେ ମୁଁ ମାରେପ୍ରଭୁଙ୍କୁ ଦର୍ଶନ କରିବାକୁ ସକ୍ଷମ ହଲିେ। ସେ ଏକ ଉନ୍ନତ୍ତ ଓ ଚମତ୍କାର ସିଂହାସନ ଉପ ରେ ଉପବିଷ୍ଟ ହାଇେଥିଲେ। ତାଙ୍କର ରାଜ ପୋଷାକର ଅଞ୍ଚଳ ମନ୍ଦିରକୁ ବେଷ୍ଟନ କରିଥିଲା।

ଯିଶାଇୟ 60:1

ଉଠ, ଦୀପ୍ତିମତୀ ହୁଅ, କାରଣ ତୁମ୍ଭର ଦୀପ୍ତି ଉପସ୍ଥିତ ଓ ସଦାପ୍ରଭୁଙ୍କ ମହିମା ତୁମ୍ଭ ଉପ ରେ ପ୍ରତିଭାତ ହାଇେଛି।

ଯିହିଜିକଲ 43:5

ତା'ପ ରେ ଆତ୍ମାଟି ମାେତେ ଉଠାଇ ଭିତର ପ୍ରାଙ୍ଗଣକୁ ଆଣିଲେ। ଆଉ ସଦାପ୍ରଭୁଙ୍କ ମହିମା ରେ ମନ୍ଦିର ପରିପୂର୍ଣ୍ଣ ହେଲା।

ହଗୟ 2:7

ଆମ୍ଭେ ସମସ୍ତ ଦେଶକୁ ଥରାଇ ଦବୋ ଏବଂ ସମାନେେ ଧନସମ୍ପଦ ଧରି ତୁମ୍ଭ ନିକଟକୁ ଆସିବେ। ତା'ପ ରେ ଆମ୍ଭ ଏହି ମନ୍ଦିରକୁ ମହିମା ରେ ପୂର୍ଣ୍ଣ କରିବା। ସର୍ବଶକ୍ତିମାନ୍ ସଦାପ୍ରଭୁ ଏହା କହିଛନ୍ତି।

ମଲାଖୀ 3:1

ସର୍ବଶକ୍ତିମାନ ସଦାପ୍ରଭୁ କୁହନ୍ତି, ଆମ୍ଭର ପଥ ପରିଷ୍କାର କରିବା ପାଇଁ ଆମ୍ଭେ ଆପଣା ଦୂତକୁ ପ୍ ରରଣେ କରିବା। ଆଉ ଦେଖ ତୁମ୍ଭମାନେେ ଯେଉଁ ପ୍ରଭୁଙ୍କୁ ଅନ୍ବଷେଣ କରୁଛ ସେ ହଠାତ୍ ତାଙ୍କ ମନ୍ଦିରକୁ ଆସିବ। ନିଶ୍ଚଯ ଚୁକ୍ତିର ବାର୍ତ୍ତାବାହକ ତୁମ୍ଭେ ଯାହା ବିଷଯ ରେ ସନ୍ତୁଷ୍ଟ ସେ ଆସୁଛନ୍ତି।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 3:18

ଆମ୍ଭ ଚେ ହରୋଗୁଡ଼ିକ ଆଚ୍ଛାଦିତ ନୁହେଁ। ଆମ୍ଭେ ସମସ୍ତେ ପ୍ରଭୁଙ୍କର ମହିମା ପ୍ରତିଫଳିତ କରିପାରୁ। ଆମ୍ଭେ ତାହାଙ୍କ ଭଳି ହବୋକୁ ନିଜକୁ ପରିବର୍ତ୍ତିତ କରୁ। ଏହି ପରିବର୍ତ୍ତନ ଆମ୍ଭ ଭିତ ରେ ଅଧିକରୁ ଅଧିକ ମହିମା ଆଣିଦିଏ। ଉକ୍ତ ମହିମା ପ୍ରଭୁଙ୍କଠାରୁ ଅର୍ଥାତ୍ ଆତ୍ମାଙ୍କଠାରୁ ପ୍ରାପ୍ତ ହେଉ।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 4:6

ଥରେ ପରମେଶ୍ବର କହିଲେ : ଅନ୍ଧକାର ମଧ୍ଯରୁ ଆଲୋକ ପ୍ରକାଶିତ ହବେ।

Interlinear

Choose Theme