Home Bibles ହଗୟ 2:7 · ଓଡ଼ିଆ ବାଇବେଲ
ହଗୟ 2:7 · ଓଡ଼ିଆ ବାଇବେଲ

ଆମ୍ଭେ ସମସ୍ତ ଦେଶକୁ ଥରାଇ ଦବୋ ଏବଂ ସମାନେେ ଧନସମ୍ପଦ ଧରି ତୁମ୍ଭ ନିକଟକୁ ଆସିବେ। ତା'ପ ରେ ଆମ୍ଭ ଏହି ମନ୍ଦିରକୁ ମହିମା ରେ ପୂର୍ଣ୍ଣ କରିବା। ସର୍ବଶକ୍ତିମାନ୍ ସଦାପ୍ରଭୁ ଏହା କହିଛନ୍ତି।

Cross references

ଆଦି ପୁସ୍ତକ 3:15

ମୁଁ ତୁମ୍ଭଙ୍କୁ ନାରୀର ଶତୃ କରିବି।

ଆଦି ପୁସ୍ତକ 22:18

ପୃଥିବୀର ସମସ୍ତ ଜାତି ତୁମ୍ଭର ବଂଶଧରମାନଙ୍କ ଦ୍ବାରା ଆଶୀର୍ବାଦ ପ୍ରାପ୍ତ ହବେେ। ଆମ୍ଭେ ଏପରି କରିବୁ କାରଣ ତୁମ୍ଭେ ମାରେ ବାକ୍ଯ ମାନିଅଛ।

ଆଦି ପୁସ୍ତକ 49:10

ଶୀଲୋର ଆଗମନ ପର୍ୟ୍ଯନ୍ତ ଯିହୁଦାଠାରୁ ରାଜଦଣ୍ଡ ଓ ତା'ର ଚରଣ ଦ୍ବଯ ମଧ୍ଯରୁ ବିଚାରକର୍ତ୍ତାର ୟଷ୍ଟି ୟିବ ନାହିଁ। ତାହାଙ୍କ ନିକଟରେ ଲୋକମାନେ ଅଧିନତା ସ୍ବୀକାର କରିବେ।

ଯାତ୍ରା ପୁସ୍ତକ 40:34

ଏହାପରେ ସହେି ମେଘ ସମାଗମ ତମ୍ବୁକୁ ଆଚ୍ଛାଦନ କଲା ଓ ସଦାପ୍ରଭୁଙ୍କର ମହିମା ପବିତ୍ର ତମ୍ବୁକୁ ପରିପୂର୍ଣ୍ଣ କଲା।

ପ୍ରଥମ ରାଜାବଳୀ 8:10

ଯାଜକମାନେ ସଦାପ୍ରଭୁଙ୍କ ନିଯମ ସିନ୍ଦୁକ ମହାପବିତ୍ର ସ୍ଥାନ ରେ ରଖି ସାରିଲା ପରେ ବାହାରି ଆସିଲେ, ଏବଂ ସଦାପ୍ରଭୁଙ୍କ ମନ୍ଦିର ମେଘ ରେ ପରିପୂର୍ଣ ଥିଲା।

ପ୍ରଥମ ରାଜାବଳୀ 8:11

ଯାଜକମାନେ ସଦାପ୍ରଭୁଙ୍କ ସବୋ କରିପାରିଲେ ନାହିଁ କାରଣ ମନ୍ଦିରଟି ମେଘ ରେ ପରିପୂର୍ଣ ଥିଲା ଓ ସଦାପ୍ରଭୁଙ୍କ ମହିମା ରେ ପୂର୍ଣ ହାଇେଥିଲା।

ଦିତୀୟ ବଂଶାବଳୀ 5:14

ସହେି ମେଘ ହତେୁ ଯାଜକମାନେ ସମାନଙ୍କେର ସବୋ ଜାରି ରଖିପାରିଲେ ନାହିଁ। କାରଣ, ସଦାପ୍ରଭୁଙ୍କ ମହିମା ପରମେଶ୍ବରଙ୍କ ମନ୍ଦିରକୁ ପୂର୍ଣ୍ଣ କରିଥିଲା।

ଗୀତସଂହିତା 80:1

ହେ ଇଶ୍ରାୟେଲର ପାଳକ, କର୍ଣ୍ଣପାତ କର। ତୁମ୍ଭେ ୟୋଷଫରେ ଲୋକମାନଙ୍କୁ ମଷେପରି ନତେୃତ୍ବ କରିଅଛ। କିରୂବଦୂତମାନଙ୍କ ଉପରେ ରାଜା ତୁଲ୍ଯ ଉପବିଷ୍ଟ ହେଲେ, ଆମ୍ଭମାନଙ୍କୁ ତୁମ୍ଭେ ଦର୍ଶନ ଦିଅ।

ଯିଶାଇୟ 60:7

କଦରରେ ସମସ୍ତ ମଷେ ତୁମ୍ଭ ନିକଟରେ ଏକତ୍ରୀତ ହବେେ ଓ ନବାଯୋତର ମଷେପଲ ତୁମ୍ଭର ସବୋ କରିବେ। ସମାନେେ ଆମ୍ଭଦ୍ବାରା ଗ୍ରାହ୍ଯ ହାଇେ ଆମ୍ଭ ୟଜ୍ଞବଦେୀ ନିକଟକୁ ଆସିବେ ଓ ଆମ୍ଭେ ଆମ୍ଭର ଭୂଷଣସ୍ବରୂପ ମନ୍ଦିରକୁ ଭୂଷତ କରିବା।

ଯିହିଜିକଲ 21:27

ମୁଁ ସମ୍ପୂର୍ଣ୍ଣରୂପେ ସହେି ସହର ଧ୍ବଂସ କରିବି। କିନ୍ତୁ ବାବିଲକୁ ଜଣେ ନୂତନ ରାଜା ନ ଆସିବା ପର୍ୟ୍ଯନ୍ତ ତାହା ଘଟିବ ନାହିଁ। ତେଣୁ ନୂତନ ରାଜା ହାତ ରେ ମୁଁ ଏହାକୁ ଦବେି।

ଦାନିଏଲ 2:44

ଚତୁର୍ଥ ରାଜ୍ଯର ରାଜତ୍ବ ସମୟରେ ସ୍ବର୍ଗସ୍ଥ ପରମେଶ୍ବର ଗୋଟିଏ ରାଜ୍ଯ ସ୍ଥାପନ କରିବେ। ସହେି ରାଜ୍ଯ ଅନନ୍ତକାଳସ୍ଥାଯୀ ହାଇେ ରହିବ। ଆଉ ମଧ୍ଯ ତାହା ଅନ୍ୟ ହାତକୁ ୟିବ ନାହିଁ। ଆଉ ଏହା ଅନ୍ୟ ସମସ୍ତ ରାଜ୍ଯଗୁଡିକୁ ଧ୍ବଂସ କରି ଦବେ।

ଦାନିଏଲ 7:20

ସହେି ଚତୁର୍ଥ ପଶୁର ମସ୍ତକରେ ଯେଉଁ ଦଶ ଶିଙ୍ଗ ଥିଲା, ଅନ୍ୟ ଯେଉଁ କ୍ଷୁଦ୍ର ଶିଙ୍ଗ ଉଠିଲା ଓ ଯାହା ସାକ୍ଷାତ ରେ ଦଶଶିଙ୍ଗ ମଧ୍ଯରୁ ତିନିଶିଙ୍ଗ ପଡିଗଲା, ଯେଉଁ ଶିଙ୍ଗର ଚକ୍ଷୁ ଓ ଅହଙ୍କାର ବାକ୍ଯବାଦି ମୁଖ ଥିଲା ଓ ଯାହାର ଆକାର ଅନ୍ୟମାନଙ୍କଠାରୁ ଦାମ୍ଭିକ ଥିଲା, ତାହାର ତଥ୍ଯ ଜାଣିବାକୁ ମୁଁ ଇଚ୍ଛା କଲି।

ଯୋୟେଲ 3:9

ତୁମ୍ଭମାନଙ୍କ ରାଜ୍ଯ ମଧିଅରେ ଏହା ଘାଷେଣା କର। ୟୁଦ୍ଧ ପାଇଁ ପ୍ରସ୍ତୁତ ହୁଅ। ସମସ୍ତ ଯୋଦ୍ଧାମାନେ ଜାଗ୍ରତ ହୁଅ। ୟୁଦ୍ଧର ସମସ୍ତ ଲୋକମାନଙ୍କୁ ଜାଗ୍ରତ ହବୋକୁ ଡାକ ଏବଂ ୟୁଦ୍ଧ ଭୂମିରେ ସମ୍ମୁଖୀନ ହୁଅ।

ଯିଖରିୟ 9:9

ହେ ସିୟୋନର କନ୍ଯା ଆନନ୍ଦ କର! ହେ ୟିରୁଶାଲମର କନ୍ଯା, ଚିତ୍କାର କର! ଦେଖ, ତୁମ୍ଭର ରାଜା ତୁମ୍ଭମାନଙ୍କ ନିକଟକୁ ଆସୁଛନ୍ତି। ସେ ଧାର୍ମିକ ରାଜା ଓ ସେ ଜଯଲାଭ କରିଛନ୍ତି। ସେ ଅତ୍ଯନ୍ତ ନମ୍ର। ସେ ଏକ ୟୁବ ଗଧ ଉପ ରେ ବସି ଆସୁଛନ୍ତି।

ମଲାଖୀ 3:1

ସର୍ବଶକ୍ତିମାନ ସଦାପ୍ରଭୁ କୁହନ୍ତି, ଆମ୍ଭର ପଥ ପରିଷ୍କାର କରିବା ପାଇଁ ଆମ୍ଭେ ଆପଣା ଦୂତକୁ ପ୍ ରରଣେ କରିବା। ଆଉ ଦେଖ ତୁମ୍ଭମାନେେ ଯେଉଁ ପ୍ରଭୁଙ୍କୁ ଅନ୍ବଷେଣ କରୁଛ ସେ ହଠାତ୍ ତାଙ୍କ ମନ୍ଦିରକୁ ଆସିବ। ନିଶ୍ଚଯ ଚୁକ୍ତିର ବାର୍ତ୍ତାବାହକ ତୁମ୍ଭେ ଯାହା ବିଷଯ ରେ ସନ୍ତୁଷ୍ଟ ସେ ଆସୁଛନ୍ତି।

ଲୂକଲିଖିତ ସୁସମାଚାର 2:10

ମଷେପାଳକମାନେ ଅତ୍ଯନ୍ତ ଭୟଭୀତ ହାଇଗେଲେ। ସ୍ବର୍ଗଦୂତ ସମାନଙ୍କେୁ କହିଲେ, ଭୟ କର ନାହିଁ, କାରଣ ମୁଁ ତୁମ୍ଭମାନଙ୍କ ପାଇଁ ଅତ୍ଯନ୍ତ ଶୁଭ ସମାଚାର ଆଣିଛି। ତାହା ସବୁଲୋକଙ୍କ ପାଇଁ ମହା ଆନନ୍ଦ ଆଣିଦବେ।

ଲୂକଲିଖିତ ସୁସମାଚାର 2:27

ଆତ୍ମାଶିମିଯୋନଙ୍କୁ ମନ୍ଦିରକୁ କଢଇେ ଆଣିଲେ। ଯିହୂଦୀମାନଙ୍କ ବ୍ଯବସ୍ଥା ଅନୁସାରେ କାର୍ୟ୍ଯ କରିବା ପାଇଁ ୟୋ ସଫେ ମରିୟମ ଶିଶୁ ଯୀଶୁଙ୍କୁ ସଙ୍ଗ ରେ ନଇେ ମନ୍ଦିରକୁ ଗଲେ।

ଲୂକଲିଖିତ ସୁସମାଚାର 2:46

ତିନିଦିନ ପରେ ସମାନେେ ଯୀଶୁଙ୍କୁ ପାଇଲେ। ଯୀଶୁ ମନ୍ଦିର ଭିତ ରେ ଧର୍ମଗୁରୁମାନଙ୍କ ସହିତ ବସିଥିଲେ। ସେ ସମାନଙ୍କେ କଥା ଶୁଣୁଥିଲେ ଓ ସମାନଙ୍କେୁ ପ୍ରଶ୍ନ ସବୁ ପଚାରୁଥିଲେ।

ଲୂକଲିଖିତ ସୁସମାଚାର 19:47

ଯୀଶୁ ପ୍ରତିଦିନ ମନ୍ଦିର ରେ ଉପଦେଶ ଦେଉଥିଲେ। ପ୍ରଧାନ ଯାଜକ, ଧର୍ମଶାସ୍ତ୍ରୀ ଓ ଯିହୂଦୀ ନେତାମାନେ ଯୀଶୁଙ୍କୁ ଜୀବନ ରେ ମାରି ଦବୋକୁ ଚାହୁଁଥିଲେ।

ଲୂକଲିଖିତ ସୁସମାଚାର 20:1

ଦିନେ ଯୀଶୁ ମନ୍ଦିର ଭିତ ରେ ଥିଲେ। ସେ ଲୋକମାନଙ୍କୁ ଉପଦେଶ ଦେଉଥିଲେ। ଯୀଶୁ ଲୋକମାନଙ୍କୁ ପରମେଶ୍ବରଙ୍କ ରାଜ୍ଯ ବିଷୟ ରେ ସୁସମାଚାର କହୁଥିଲେ। ପ୍ରଧାନ ଯାଜକ, ଧର୍ମଶାସ୍ତ୍ରୀ ଓ ଯିହୂଦୀ ନେତାମାନେ ଯୀଶୁଙ୍କୁ ପ୍ରଶ୍ନ ପଚାରିବାକୁ ଆସିଲେ।

ଲୂକଲିଖିତ ସୁସମାଚାର 21:10

ଯୀଶୁ ସମାନଙ୍କେୁ କହିଲେ, ଦେଶ ଦେଶ ବିରୁଦ୍ଧ ରେ ଲଢଇେ କରିବେ। ରାଜ୍ଯ ରାଜ୍ଯ ବିରୁଦ୍ଧ ରେ ଲଢଇେ କରିବେ।

ଲୂକଲିଖିତ ସୁସମାଚାର 21:38

ଲୋକମାନେ ମନ୍ଦିରକୁ ଯାଇ ଯୀଶୁଙ୍କ ଉପଦେଶ ଶୁଣିବା ପାଇଁ ପ୍ରତିଦିନ ଅତି ସକାଳୁ ଉଠି ପଡୁଥିଲେ।

ଯୋହନଲିଖିତ ସୁସମାଚାର 1:14

ସହେି ବାକ୍ଯ ମନୁଷ୍ଯ ହେଲେ ଓ ଆମ୍ଭମାନଙ୍କ ସହିତ ବାସ କଲେ। ଆମ୍ଭେ ତାହାଙ୍କର ମହିମା ଦେଖିଲୁ, ଏହି ମହିମା ପରମପିତାଙ୍କ ଏକମାତ୍ର ପୁତ୍ରଙ୍କର ଥିଲା। ସହେି ବାକ୍ଯ ଅନୁଗ୍ରହ ଓ ସତ୍ଯ ରେ ପରିପୂର୍ଣ୍ଣ ଥିଲେ।

ଯୋହନଲିଖିତ ସୁସମାଚାର 2:13

ସେତବେେଳେ ଯିହୂଦୀମାନଙ୍କର ନିସ୍ତାରପର୍ବର ସମୟ ପାଖ ହାଇେଆସୁଥିଲା। ତେଣୁ ଯୀଶୁ ୟିରୂଶାଲମକୁ ଗଲେ।

ଯୋହନଲିଖିତ ସୁସମାଚାର 7:37

ପର୍ବର ଶଷେ ଦିନ ଆସିଲା। ସହେି ପ୍ରଧାନ ଦିନ ରେ ଯୀଶୁ ଠିଆ ହାଇେ ଉଚ୍ଚ ସ୍ବର ରେ କହିଲେ, ଯଦି କୌଣସି ଲୋକ ତୃଷାର୍ତ୍ତ, ତବେେ ସେ ମାେ ନିକଟକୁ ଆସି ପାନକରୁ।

ଯୋହନଲିଖିତ ସୁସମାଚାର 10:23

ଯୀଶୁ ମନ୍ଦିର ରେ ଶ ଲୋମନଙ୍କର ମଣ୍ଡପରେ ବୁଲୁ ଥିଲେ।

ରୋମୀୟଙ୍କ ପ୍ରତି ପତ୍ର 15:9

ଅଣଯିହୂଦୀ ଲୋକେ, ପରମେଶ୍ବରଙ୍କ ଦ୍ବାରା ପ୍ରଦତ୍ତକରୁଣା ପାଇଁ, ତାହାଙ୍କୁ ମହିମା ପ୍ରଦାନ କରି ପାରିବେ ସେଥିପାଇଁ ମଧ୍ଯ ସେ ଏହା କଲେ। ଶାସ୍ତ୍ର କୁ ହେ:

ଗାଲାତୀୟଙ୍କ ପ୍ରତି ପତ୍ର 3:8

ଶାସ୍ତ୍ରଗୁଡ଼ିକ ଏହା ମଧ୍ଯ କ ହେ ଯେ, ଭବିଷ୍ଯତ ରେ କ'ଣ ହବେ ? ଲଖାେଅଛି, ପରମେଶ୍ବର ଅଣଯିହୂଦୀମାନଙ୍କୁ ମଧ୍ଯ ସମାନଙ୍କେର ବିଶ୍ବାସ ପାଇଁ ଧାର୍ମିକ କରିବେ। ସୁସମାଚାର ଅବ୍ରାହମଙ୍କୁ ଆଗରୁ କୁହାୟାଇଥିଲା। ଶାସ୍ତ୍ର କ ହେ : ପରମେଶ୍ବର ପୃଥିବୀର ସମସ୍ତ ଲୋକଙ୍କୁ ଆଶୀର୍ବାଦ କରିବା ପାଇଁ ଅବ୍ରହାମଙ୍କୁ ବ୍ଯବହାର କରିବେ।271

କଲସୀୟଙ୍କ ପ୍ରତି ପତ୍ର 2:9

ପରମେଶ୍ବର ଖ୍ରୀଷ୍ଟଙ୍କଠା ରେ ପାର୍ଥିବ ଶରୀର ଧାରଣ କରି ବାସ କଲେ।

Interlinear

Choose Theme