Home Bibles ପ୍ରଥମ ରାଜାବଳୀ 8:11 · ଓଡ଼ିଆ ବାଇବେଲ
ପ୍ରଥମ ରାଜାବଳୀ 8:11 · ଓଡ଼ିଆ ବାଇବେଲ

ଯାଜକମାନେ ସଦାପ୍ରଭୁଙ୍କ ସବୋ କରିପାରିଲେ ନାହିଁ କାରଣ ମନ୍ଦିରଟି ମେଘ ରେ ପରିପୂର୍ଣ ଥିଲା ଓ ସଦାପ୍ରଭୁଙ୍କ ମହିମା ରେ ପୂର୍ଣ ହାଇେଥିଲା।

Cross references

ଯାତ୍ରା ପୁସ୍ତକ 29:43

ସହେି ସ୍ଥାନ ରେ ମୁଁ ଇଶ୍ରାୟେଲ ଲୋକମାନଙ୍କ ସହିତ ସାକ୍ଷାତ କରିବି। ମାରେ ମହିମା ରେ ତମ୍ବୁଟି ପବିତ୍ର ହବେ।

ଯାତ୍ରା ପୁସ୍ତକ 40:34

ଏହାପରେ ସହେି ମେଘ ସମାଗମ ତମ୍ବୁକୁ ଆଚ୍ଛାଦନ କଲା ଓ ସଦାପ୍ରଭୁଙ୍କର ମହିମା ପବିତ୍ର ତମ୍ବୁକୁ ପରିପୂର୍ଣ୍ଣ କଲା।

ଲେବୀୟ ପୁସ୍ତକ 9:6

ତା'ପରେ ମାଶାେ କହିଲେ, ଏହି କଥା କରିବାକୁ ସଦାପ୍ରଭୁ ତୁମ୍ଭମାନଙ୍କୁ ଆଜ୍ଞା ଦେଲେ। ଏହା କଲେ ତୁମ୍ଭମାନଙ୍କ ପ୍ରତି ସଦାପ୍ରଭୁଙ୍କ ମହିମା ପ୍ରକାଶ ପାଇବ।

ଲେବୀୟ ପୁସ୍ତକ 9:23

ଅନନ୍ତର ମାଶାେ ଓ ହାରୋଣ ସମାଗମ ତମ୍ବୁ ରେ ପ୍ରବେଶ କଲେ। ପୁଣି ବାହାରକୁ ଆସି ଲୋକମାନଙ୍କୁ ଆଶିର୍ବାଦ କଲେ। ସେତବେେଳେ ସବୁ ଲୋକଙ୍କ ପ୍ରତି ସଦାପ୍ରଭୁଙ୍କର ମହିସା ପ୍ରକଟିତ ହେଲା।

ଯିଶାଇୟ 6:1

ଯିହୁଦାର ରାଜା ଉଷିୟଙ୍କ ମୃତ୍ଯୁବର୍ଷ ରେ ମୁଁ ମାରେପ୍ରଭୁଙ୍କୁ ଦର୍ଶନ କରିବାକୁ ସକ୍ଷମ ହଲିେ। ସେ ଏକ ଉନ୍ନତ୍ତ ଓ ଚମତ୍କାର ସିଂହାସନ ଉପ ରେ ଉପବିଷ୍ଟ ହାଇେଥିଲେ। ତାଙ୍କର ରାଜ ପୋଷାକର ଅଞ୍ଚଳ ମନ୍ଦିରକୁ ବେଷ୍ଟନ କରିଥିଲା।

ଯିହିଜିକଲ 10:4

ସଦାପ୍ରଭୁଙ୍କର ମହିମା କିରୂବଦୂତର ଉପରୁ ଉଠିଲା ଏବଂ ମନ୍ଦିରର ଦ୍ବାର ଆଡ଼କୁ ଗଲା, ତେଣୁ ଗୃହ ମେଘ ରେ ପରିପୂର୍ଣ୍ଣ ହେଲା ଓ ପ୍ରାଙ୍ଗଣ ସଦାପ୍ରଭୁଙ୍କ ମହିମାରୁ ଉଜ୍ଜ୍ବଳ ତଜେ ରେ ପରିପୂର୍ଣ୍ଣ ହେଲା।

ଯିହିଜିକଲ 43:2

ଏବଂ ଇଶ୍ରାୟେଲର ପରମେଶ୍ବରଙ୍କର ମହିମା ପୂର୍ବ ଦିଗରୁ ଆସୁଥିବାର ମୁଁ ଦେଖିପାରିଲି ଏବଂ ତାଙ୍କର ସ୍ବର ସମୁଦ୍ରର ଗର୍ଜ୍ଜନର ସ୍ବର ପରି ଥିଲା ଏବଂ ଦେଶଟି ତାଙ୍କ ମହିମା ରେ ଆଲୋକିତ ହାଇଗେଲା।

ଯିହିଜିକଲ 43:4

ଆଉ ପୂର୍ବ ଦ୍ବାର ଦଇେ ସଦାପ୍ରଭୁଙ୍କର ମହିମା ମନ୍ଦିର ମଧିଅରେ ପ୍ରବେଶ କଲା।

ଯିହିଜିକଲ 44:4

ତା'ପ ରେ ସେ ମାେତେ ଉତ୍ତର ଦ୍ବାର ଦଇେ ସଦାପ୍ରଭୁଙ୍କ ମନ୍ଦିର ସମ୍ମୁଖକୁ ଆଣିଲେ। ତା'ପ ରେ ମୁଁ ଦୃଷ୍ଟିପାତ କରି ଦେଖିଲି ସଦାପ୍ରଭୁଙ୍କ ମନ୍ଦିର ସଦାପ୍ରଭୁଙ୍କ ମହିମା ରେ ପରିପୂର୍ଣ୍ଣ ଥିଲା। ତେଣୁ ମୁଁ ଭୂମିକୁ ଛୁଇଁ ପ୍ରଣାମ କଲି।

ହଗୟ 2:7

ଆମ୍ଭେ ସମସ୍ତ ଦେଶକୁ ଥରାଇ ଦବୋ ଏବଂ ସମାନେେ ଧନସମ୍ପଦ ଧରି ତୁମ୍ଭ ନିକଟକୁ ଆସିବେ। ତା'ପ ରେ ଆମ୍ଭ ଏହି ମନ୍ଦିରକୁ ମହିମା ରେ ପୂର୍ଣ୍ଣ କରିବା। ସର୍ବଶକ୍ତିମାନ୍ ସଦାପ୍ରଭୁ ଏହା କହିଛନ୍ତି।

ଯୋହନଲିଖିତ ସୁସମାଚାର 1:14

ସହେି ବାକ୍ଯ ମନୁଷ୍ଯ ହେଲେ ଓ ଆମ୍ଭମାନଙ୍କ ସହିତ ବାସ କଲେ। ଆମ୍ଭେ ତାହାଙ୍କର ମହିମା ଦେଖିଲୁ, ଏହି ମହିମା ପରମପିତାଙ୍କ ଏକମାତ୍ର ପୁତ୍ରଙ୍କର ଥିଲା। ସହେି ବାକ୍ଯ ଅନୁଗ୍ରହ ଓ ସତ୍ଯ ରେ ପରିପୂର୍ଣ୍ଣ ଥିଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 7:55

କିନ୍ତୁ ସ୍ତିଫାନ ପବିତ୍ର ଆତ୍ମା ରେ ପୂର୍ଣ୍ଣ ହାଇେ ଆକାଶକୁ ଚାହିଁଲେ। ସଠାେରେ ସେ ପରମେଶ୍ବରଙ୍କ ଗୌରବ ଦେଖିଲେ। ସେ ଯୀଶୁଙ୍କୁ ପରମେଶ୍ବରଙ୍କ ଡାହାଣ ପଟେ ଠିଆ ହବୋର ଦେଖିଲେ।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 3:18

ଆମ୍ଭ ଚେ ହରୋଗୁଡ଼ିକ ଆଚ୍ଛାଦିତ ନୁହେଁ। ଆମ୍ଭେ ସମସ୍ତେ ପ୍ରଭୁଙ୍କର ମହିମା ପ୍ରତିଫଳିତ କରିପାରୁ। ଆମ୍ଭେ ତାହାଙ୍କ ଭଳି ହବୋକୁ ନିଜକୁ ପରିବର୍ତ୍ତିତ କରୁ। ଏହି ପରିବର୍ତ୍ତନ ଆମ୍ଭ ଭିତ ରେ ଅଧିକରୁ ଅଧିକ ମହିମା ଆଣିଦିଏ। ଉକ୍ତ ମହିମା ପ୍ରଭୁଙ୍କଠାରୁ ଅର୍ଥାତ୍ ଆତ୍ମାଙ୍କଠାରୁ ପ୍ରାପ୍ତ ହେଉ।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 4:6

ଥରେ ପରମେଶ୍ବର କହିଲେ : ଅନ୍ଧକାର ମଧ୍ଯରୁ ଆଲୋକ ପ୍ରକାଶିତ ହବେ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 21:11

ସହେି ନଗରୀ ପରମେଶ୍ବରଙ୍କ ଗୌରବ ରେ ଉଜ୍ଜ୍ବଳମୟ ଦଖାଯାେଉଥିଲା। ଏହା ମୂଲ୍ଯବାନ ମଣି, ସୂର୍ୟ୍ଯକାନ୍ତ ପରି ଉଜ୍ଜ୍ବଳ ହାଇେ ଝଲକୁଥିଲା। ଏହା ସ୍ଫଟିକ ପରି ସ୍ବଚ୍ଛ ଥିଲା।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 21:23

ସହେି ନଗରୀକୁ ଆଲୋକ ଦବୋପାଇଁ ସୂର୍ୟ୍ଯ ବା ଚନ୍ଦ୍ରର ଆବଶ୍ଯକତା ନାହିଁ। ପରମେଶ୍ବରଙ୍କର ମହିମା ନଗରୀକୁ ଆଲୋକ ଦିଏ। ମଷେଶାବକ ସହେି ନଗରୀର ପ୍ରଦୀପ ସ୍ବରୂପ।

Interlinear

Choose Theme