Home Bibles ଯାତ୍ରା ପୁସ୍ତକ 29:30 · ଓଡ଼ିଆ ବାଇବେଲ
ଯାତ୍ରା ପୁସ୍ତକ 29:30 · ଓଡ଼ିଆ ବାଇବେଲ

ହାରୋଣଙ୍କ ମୃତ୍ଯୁ ପରେ ତାଙ୍କର ପୁତ୍ର ମହାୟାଜକ ହବେେ। ତାଙ୍କର ପୁତ୍ର ଏହି ବିଶଷେ ପୋଷାକକୁ ସାତ ଦିନ ଧରି ପରିଧାନ କରିବେ। ଯେତବେେଳେ ସମାନେେ ସମାଗମ ତମ୍ବୁକୁ ଆସିବେ, ସହେି ପବିତ୍ର ସ୍ଥାନ ରେ ସବୋ କରିବେ।

Cross references

ଆଦି ପୁସ୍ତକ 8:10

ସାତଦିନ ପରେ, ନୋହ ଜାହାଜରୁ ପୂନର୍ବାର କପୋତକୁ ପଠାଇଲେ।

ଆଦି ପୁସ୍ତକ 8:12

ସାତଦିନ ଗଲାପରେ ନୋହ ଜାହାଜରୁ ପୂନର୍ବାର କପୋତକୁ ପଠାଇଲେ। କିନ୍ତୁ କପୋତ ଆଉ ଫରେିଲା ନାହିଁ।

ଯାତ୍ରା ପୁସ୍ତକ 12:15

ଏହି ଉତ୍ସବ ରେ ତୁମ୍ଭମାନେେ ତାଡିଶୂନ୍ଯ ରୋଟୀ ସାତଦିନ ପର୍ୟ୍ଯନ୍ତ ଖାଇବ। ବିଶଷେତଃ ପ୍ରଥମ ଦିନ ରେ ତୁମ୍ଭ ଗୃହରୁ ତାଡି ଦୂର ରେ ରଖିବ। ଏହି ସାତଦିନ ମଧିଅରେ ତୁମ୍ଭମାନେେ କହେି ତାଡି ଖାଇବ ନାହିଁ। ଯଦି କହେି ତାଡି ଭୋଜନ କରେ ତବେେ ସେ ତା'ର ଲୋକମାନଙ୍କ ମଧ୍ଯରୁ ବିଛିନ୍ନ ହବେ।

ଯାତ୍ରା ପୁସ୍ତକ 29:35

ତୁମ୍ଭମାନେେ ଏହିସବୁ ନିଶ୍ଚିତ କରିବ, ହାରୋଣ ଏବଂ ତାଙ୍କର ପୁତ୍ରମାନଙ୍କ ପାଇଁ ଆମ୍ଭେ ତୁମ୍ଭକୁ ଦଇେଥିବା ଆଜ୍ଞାନୁସା ରେ ନିଶ୍ଚଯ କରିବ। ତାଙ୍କର ପଦ ନିୟୋଗ ପାଇଁ ନିଶ୍ଚିତ ଭାବରେ ସାତଦିନ ପାଇଁ ଲାଗିବ।

ଲେବୀୟ ପୁସ୍ତକ 8:33

ଆଉ ପଦ ଅଭିଷକେ ଉତ୍ସବ ସାଦଦିନ ଧରି ଚାଲିବ। ତୁମ୍ଭମାନେେ ଏହି ସାତଦିନ ୟାଏ ସମାଗମ ତମ୍ବୁ ଦ୍ବାରରୁ ବାହାରକୁ ୟିବ ନାହିଁ। କାରଣ ପୌରହିତ୍ଯ ନିଶ୍ଚଯ ସାତଦିନ ୟାଏଁ ଚାଲିବ।

ଲେବୀୟ ପୁସ୍ତକ 9:1

ଅନନ୍ତର ଅଷ୍ଟମ ଦିନ ରେ ମାଶାେ ହାରୋଣ ଓ ତାଙ୍କର ପୁତ୍ରଗଣଙ୍କୁ ଓ ଇଶ୍ରାୟେଲର ପ୍ରାଚୀନବର୍ଗଙ୍କୁ ଡକାଇଲେ।

ଲେବୀୟ ପୁସ୍ତକ 9:8

ତହୁଁ ହାରୋଣ ୟଜ୍ଞବଦେୀ ନିକଟକୁ ୟାଇ ନିଜ ପାଇଁ ପାପାର୍ଥକ ବଳିର ଗୋବତ୍ସ ବଧ କଲେ।

ଲେବୀୟ ପୁସ୍ତକ 12:2

ଇଶ୍ରାୟେଲ ସନ୍ତାନଗଣଙ୍କୁ କୁହ, 'ଯଦି କୌଣସି ସ୍ତ୍ରୀ ଗର୍ଭଧାରଣ କରି ପୁତ୍ର ପ୍ରସବ କରେ, ତବେେ ସେ ସ୍ତ୍ରୀ ଧର୍ମର ଅ େଶୗଚ ସମୟ ପରି ସାତଦିନ ୟାଏ ଅଶୁଚି ରହିବ।

ଲେବୀୟ ପୁସ୍ତକ 13:5

ସପ୍ତମ ଦିନ ରେ ଯାଜକ ସହେି ଚିହ୍ନକୁ ଦେଖିବ। ଯଦି ସହେି ଘା' ବଦଳି ନଥାଏ କିମ୍ବା ଚର୍ମ ଉପରେ ଅଧିକ ବ୍ଯାପି ନଥାଏ, ତବେେ ଯାଜକ ତାକୁ ଆହୁରି ସାତଦିନ ଅନ୍ୟମାନଙ୍କ ଠାରୁ ପୃଥକ୍ କରି ରଖିବ।

ଲେବୀୟ ପୁସ୍ତକ 16:32

ପୁଣି ପିତା ବଦଳ ରେ ଯେଉଁ ପୁତ୍ର ମହାୟାଜକତ୍ବ ପଦ ରେ ଅଭିଷିକ୍ତ ଓ ନିୟୁକ୍ତ ହବେ, ସହେି ସହାୟାଜକ ପ୍ରାଯଶ୍ଚିତ କରିବ। ଆଉ ସେ ଶୁଭ୍ରବସ୍ତ୍ର ଅର୍ଥାତ୍ ପବିତ୍ର ବସ୍ତ୍ରସବୁ ପିନ୍ଧିବ।

ଗଣନା ପୁସ୍ତକ 20:28

ମାଶାେ ହାରୋଣଙ୍କ ପବିତ୍ର ବସ୍ତ୍ର କାଢିଲେ ଓ ସଗେୁଡିକ ଇଲିଯାସରକୁ ପିନ୍ଧାଇଲେ। ତା'ପରେ ହାରୋଣ ପର୍ବତ ଉପରେ ମଲେ ଓ ତବେେ ମାଶାେ ଓ ଇଲିଯାସର ପର୍ବତରୁ ତଳକୁ ଓହ୍ଲାଇ ଆସିଲେ।

ଯିହୋଶୂୟ 6:14

ଏହିପରି ଭାବରେ ଦ୍ବିତୀୟ ଦିନ ଥରେ ନଗର ପରିକ୍ରମା କଲେ। ଏବଂ ଏହାପରେ ଛାଉଣୀକକ୍ସ୍ଟ ଫରେି ଆସିଲେ। ଏହିପରି ଭାବରେ ସମାନେେ ଛଅଦିନ ପର୍ୟ୍ଯନ୍ତ କଲେ।

ଯିହିଜିକଲ 43:26

ସାତଦିନ ୟାଏ ଯାଜକମାନେ ୟଜ୍ଞବଦେୀ ନିମନ୍ତେ ପୂଜା କରି ତାହା ଶୁଚି କରିବେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 20:6

ଖମୀରବିହୀନ ରୋଟୀର ପର୍ବ ପରେ ଆମ୍ଭେ ଫିଲିପ୍ପୀ ନଗରରୁ ଜଳପଥରେ ସମାନଙ୍କେ ପାଖ ରେ ତ୍ରୋଯା ରେ ପହଞ୍ଚିଲୁ। ଆମ୍ଭେ ସଠାେରେ ସାତ ଦିନ ପର୍ୟ୍ଯନ୍ତ ରହିଲୁ।

ଏବ୍ରୀ 7:26

ଅତଏବ, ଯୀଶୁଖ୍ରୀଷ୍ଟଙ୍କ ଭଳି ମହାୟାଜକ ଆମ୍ଭର ଆବଶ୍ଯକ ଥିଲା। ସେ ପବିତ୍ର, ତାହାଙ୍କଠା ରେ କୌଣସି ପାପ ନାହିଁ। ସେ ପବିତ୍ର ଓ ପାପୀମାନଙ୍କ ଦ୍ବାରା ପ୍ରଭାବିତ ନୁହଁନ୍ତି। ତାଙ୍କୁ ସ୍ବର୍ଗଠାରୁ ମଧ୍ଯ ଉଚ୍ଚସ୍ଥାନକୁ ନିଆ ଯାଇଛି।

Interlinear

Choose Theme