Home Bibles ଯିହୋଶୂୟ 6:14 · ଓଡ଼ିଆ ବାଇବେଲ
ଯିହୋଶୂୟ 6:14 · ଓଡ଼ିଆ ବାଇବେଲ

ଏହିପରି ଭାବରେ ଦ୍ବିତୀୟ ଦିନ ଥରେ ନଗର ପରିକ୍ରମା କଲେ। ଏବଂ ଏହାପରେ ଛାଉଣୀକକ୍ସ୍ଟ ଫରେି ଆସିଲେ। ଏହିପରି ଭାବରେ ସମାନେେ ଛଅଦିନ ପର୍ୟ୍ଯନ୍ତ କଲେ।

Cross references

ଯିହୋଶୂୟ 6:3

ପ୍ରେତ୍ୟକକ ଦିନ ଥରେ ସମସ୍ତ ଯୋଦ୍ଧା ନଗର ଗ୍ଭରିଆଡେ ପ୍ରଦକ୍ଷିଣ କରିବେ। ଏହି ପ୍ରକାର ତୁମ୍ଭମାନେେ ଛଅ ଦିନ ଧରି କରିବା ଉଚିତ୍।

ଯିହୋଶୂୟ 6:11

ଏହିପରି ଭାବରେ ଯିହାଶୂେୟ ପବିତ୍ର ସିନ୍ଦକ୍ସ୍ଟକ ସହିତ ଯାଜକ ଓ ସୈନ୍ଯଗଣଙ୍କକ୍ସ୍ଟ ଥରେ ସହର ପରିକ୍ରମା କରାଇଲେ। ଏହାପରେ ସମାନେେ ଛାଉଣୀକକ୍ସ୍ଟ ଫରେିଆସି ବିଶ୍ରାମ ନେଲେ।

ଯିହୋଶୂୟ 6:15

ସଲ୍ଗମ ଦିନ ସୂର୍ େଯ୍ଯାଦଯ ପର୍ବରକ୍ସ୍ଟ ଉଠି ସମାନେେ ସହରକକ୍ସ୍ଟ ସାତଥର ପରିକ୍ରମା କଲେ। ପୂର୍ବଥର ଯେଉଁ ପଥରେ ପରିକ୍ରମା କରିଥିଲେ, ଏଥର ମଧ୍ଯ ସହେି ପଥଦଇେ ଗଲେ। କିନ୍ତୁ ସହେି ଦିନ ସମାନେେ ସାତଥର ନଗର ପରିକ୍ରମା କଲେ।

Interlinear

Choose Theme