ଆଉ ପଦ ଅଭିଷକେ ଉତ୍ସବ ସାଦଦିନ ଧରି ଚାଲିବ। ତୁମ୍ଭମାନେେ ଏହି ସାତଦିନ ୟାଏ ସମାଗମ ତମ୍ବୁ ଦ୍ବାରରୁ ବାହାରକୁ ୟିବ ନାହିଁ। କାରଣ ପୌରହିତ୍ଯ ନିଶ୍ଚଯ ସାତଦିନ ୟାଏଁ ଚାଲିବ।
Cross references
ହାରୋଣଙ୍କ ମୃତ୍ଯୁ ପରେ ତାଙ୍କର ପୁତ୍ର ମହାୟାଜକ ହବେେ। ତାଙ୍କର ପୁତ୍ର ଏହି ବିଶଷେ ପୋଷାକକୁ ସାତ ଦିନ ଧରି ପରିଧାନ କରିବେ। ଯେତବେେଳେ ସମାନେେ ସମାଗମ ତମ୍ବୁକୁ ଆସିବେ, ସହେି ପବିତ୍ର ସ୍ଥାନ ରେ ସବୋ କରିବେ।
ତୁମ୍ଭମାନେେ ଏହିସବୁ ନିଶ୍ଚିତ କରିବ, ହାରୋଣ ଏବଂ ତାଙ୍କର ପୁତ୍ରମାନଙ୍କ ପାଇଁ ଆମ୍ଭେ ତୁମ୍ଭକୁ ଦଇେଥିବା ଆଜ୍ଞାନୁସା ରେ ନିଶ୍ଚଯ କରିବ। ତାଙ୍କର ପଦ ନିୟୋଗ ପାଇଁ ନିଶ୍ଚିତ ଭାବରେ ସାତଦିନ ପାଇଁ ଲାଗିବ।
ତା'ପରେ ସେ ଶୁଚି ଲୋକ ନିଜର ବସ୍ତ୍ର ଧୌତ କରି, ସମସ୍ତ କେଶ କ୍ଷୌର କରି ଜଳ ରେ ସ୍ନାନ କରିବ, ତାଦ୍ବାରା ସେ ଶୁଚି ହବେ। ତା'ପରେ ସେ ଛାଉଣୀ ଭିତରକୁ ଆସିବ। ମାତ୍ର ସେ ସାତ ଦିନ ନିଜର ତମ୍ବୁର ବାହା ରେ ରହିବ।
ସେ ତୃତୀୟ ଦିନ ରେ ଓ ସପ୍ତମ ଦିନ ରେ ନିଜକୁ ଶୁଚି କରିବ। ଯଦି ସେ ତୃତୀୟ ଦିନ ରେ ନିଜକୁ ଶୁଚି ନକରେ ତବେେ ସେ ସପ୍ତମ ଦିନ ରେ ଶୁଚି ହବେ ନାହିଁ।
ସାତଦିନ ପର୍ୟ୍ଯନ୍ତ ପାପାର୍ଥକ ବଳିରୂପେ ତୁମ୍ଭେ ଏକ ଛାଗ ଉତ୍ସର୍ଗ କରିବ। ତୁମ୍ଭମାନେେ ଉଭୟ ଏକ ନିଖୁଣ ୟୁବା ବୃଷଭ ଏବଂ ଏକ ନିଖୁଣ ମଷେଛୁଆ ଉତ୍ସର୍ଗ କରିବ।
ସାତଦିନ ୟାଏ ଯାଜକମାନେ ୟଜ୍ଞବଦେୀ ନିମନ୍ତେ ପୂଜା କରି ତାହା ଶୁଚି କରିବେ।