Home Bibles ଯାତ୍ରା ପୁସ୍ତକ 26:19 · ଓଡ଼ିଆ ବାଇବେଲ
ଯାତ୍ରା ପୁସ୍ତକ 26:19 · ଓଡ଼ିଆ ବାଇବେଲ

ସହେି କୋଡିଏ ତକ୍ତା ତଳେ ରଖିବା ପାଇଁ ଚାଳିଶ ରୂପାର ଆଧାର କର। ପ୍ରେତ୍ୟକକ ତକ୍ତା ତଳେ ଦୁଇଟି ଆଧାର ରଖ। ପ୍ରେତ୍ୟକକ ତକ୍ତା ତଳେ ଦୁଇଟି ଖିଲ ପାଇଁ ଦୁଇଟି ଆଧାର ରହିବ।

Cross references

ଯାତ୍ରା ପୁସ୍ତକ 26:17

ତକ୍ତାର ଦୁଇପାଖ ଦୁଇଟି ଖିଲ ଦ୍ବାରା ୟୋଡି ଦିଅ। ପବିତ୍ର ତମ୍ବରୁ କାଠର ତକ୍ତାଗୁଡିକ ସମାନ ଆକାରର ହବୋ ଉଚିତ୍।

ଯାତ୍ରା ପୁସ୍ତକ 26:25

ତମ୍ବୁର ପଶ୍ଚିମ ମୁଣ୍ଡ ପାଇଁ, ମାଟେ ଆଠ ଖଣ୍ଡ ତକ୍ତା କରିବ। ଷୋହଳଟି ରେ ୗପ୍ୟ ଆଧାର ହବେ, ଦୁଇଟି ଆଧାର ପ୍ରେତ୍ୟକକ ତକ୍ତା ତଳେ।

ଯାତ୍ରା ପୁସ୍ତକ 26:37

ସହେି ଆଚ୍ଛାଦନ ବସ୍ତ୍ର ନିମନ୍ତେ ପାଞ୍ଚ ଗୋଟି ଶିଟୀମ୍ କାଠର ସ୍ତମ୍ଭ ନିର୍ମାଣ କରି ସୁବର୍ଣ୍ଣ ମଡାଇବ। ପୁଣି ସୁବର୍ଣ୍ଣ ରେ ତହିଁର ଆଙ୍କୁଡା କରିବ। ତହିଁ ନିମନ୍ତେ ପିତ୍ତଳର ପାଞ୍ଚ ଚୁଙ୍ଗୀ ଢାଳିବ।

ଯାତ୍ରା ପୁସ୍ତକ 27:10

ତହିଁର କୋଡିଏ ସ୍ତମ୍ଭ ଓ କୋଡ଼ିଏ ଚୁଙ୍ଗୀ ପିତ୍ତଳର ହବେ। ପୁଣି ସ୍ତମ୍ଭର ଆଙ୍କଡା ଓ ଛୁଞ୍ଚିଆ ରୂପାର ହବେ।

ଯାତ୍ରା ପୁସ୍ତକ 27:12

ଆଉ ପଶ୍ଚିମ ଦିଗ ରେ ପ୍ରାଙ୍ଗଣର ପ୍ରସ୍ଥତା ନିମନ୍ତେ ପଚାଶ ହସ୍ତ ପରଦା ଓ ତହିଁର ଦଶ ସ୍ତମ୍ଭ ଓ ଦଶ ଚୁଙ୍ଗୀ କରିବ।

ଯାତ୍ରା ପୁସ୍ତକ 36:24

ଏହାପରେ ସମାନେେ ଚାଳିଶଟି ରୂପାର ଆଧାର ତିଆରି କଲେ, ତକ୍ତାର ତଳେ ଦବୋ ପାଇଁ। ପ୍ରେତ୍ୟକକ ତକ୍ତା ପାଇଁ ସମାନେେ ଦୁଇଟି କରି ଆଧାର ପ୍ରସ୍ତୁତ କଲେ। ତକ୍ତାର ପ୍ରେତ୍ୟକକ ପାଖ ଗୋଟିଏ ଆଧାର ପ୍ରସ୍ତୁତ କଲେ।

ଯାତ୍ରା ପୁସ୍ତକ 38:27

ଏକ ତାଳନ୍ତ ଲଖାଏଁେ ରୂପା ରେ ପବିତ୍ର ସ୍ଥାନର ଆଧାର ଓ ପରଦା ତିଆରି ହାଇେଥିଲା। 10 ଆଧାର ପାଇଁ 100 ତାଳନ୍ତ ବ୍ଯବହାର କରାଗଲା ଅର୍ଥାତ୍ ଗୋଟିଏ ଆଧାର ପାଇଁ ଏକ ତାଳନ୍ତ।

ଯାତ୍ରା ପୁସ୍ତକ 38:30

ଏଣୁ ସେ ପିତ୍ତଳ ଦ୍ବାର ସମାଗମ ତମ୍ବୁ ଦ୍ବାରର ଚୁଙ୍ଗୀ ପିତ୍ତଳ ୟଜ୍ଞବଦେୀ ଓ ତହିଁର ପିତ୍ତଳର ଝାଞ୍ଜରୀ ଏବଂ ୟଜ୍ଞବଦେୀର ସମସ୍ତ ପାତ୍ର ନିର୍ମାଣ କଲେ।

ଯାତ୍ରା ପୁସ୍ତକ 40:18

ମାଶାେ ତମ୍ବୁ ସ୍ଥାପନ କଲେ। ସେ ପ୍ରଥମେ ଆଧାର ଉପରେ ତକ୍ତା ବସାଇଲେ ଓ ତା'ପରେ ଅର୍ଗଳ ପ୍ରବେଶ କରାଇ ସ୍ତମ୍ଭ ଠିଆ କଲେ।

ଗଣନା ପୁସ୍ତକ 3:36

ମରାରି ପରିବାରର ସଭ୍ଯମାନେ କାଠପଟାଗୁଡିକ, ଅର୍ଗଳଗୁଡିକ, ସ୍ତମ୍ଭସମସ୍ତ, ଭିତ୍ତିସମସ୍ତ ଏବଂ ଅନ୍ୟସମସ୍ତ ସାମଗ୍ରୀ ଏବଂ ଏହି ସମ୍ବନ୍ଧୀଯ କାର୍ୟ୍ଯର ଦାଯିତ୍ବ ବହନ କରିବେ।

ଗଣନା ପୁସ୍ତକ 4:31

ଏହି ଦାଯିତ୍ବ ସମାନେେ ବହନ କରିପାରିବେ, ସମାନେେ ସମାଗମ ତମ୍ବୁର କାଠପଟା ସବୁ, ଅର୍ଗଳ ସ୍ତମ୍ଭ ଓ ଚୁଙ୍ଗିସକଳ ବହନ କରିବା ଉଚିତ୍।

ପରମଗୀତ 5:15

ତାଙ୍କର ଗୋଡ଼ ଦୁଇଟି ସୁବର୍ଣ୍ଣ ମୂଳଦୁଆ ରେ ସ୍ଥାପିତ ଦୁଇଟି ମାର୍ବଲର ସ୍ତମ୍ବ ତୁଲ୍ଯ। ତାଙ୍କର ଆକୃତି ଲିବାନୋନ୍ ଏରସ ବୃକ୍ଷ ତୁଲ୍ଯ ଉତ୍କୃଷ୍ଟ।

Interlinear

Choose Theme