Home Bibles ଯାତ୍ରା ପୁସ୍ତକ 36:24 · ଓଡ଼ିଆ ବାଇବେଲ
ଯାତ୍ରା ପୁସ୍ତକ 36:24 · ଓଡ଼ିଆ ବାଇବେଲ

ଏହାପରେ ସମାନେେ ଚାଳିଶଟି ରୂପାର ଆଧାର ତିଆରି କଲେ, ତକ୍ତାର ତଳେ ଦବୋ ପାଇଁ। ପ୍ରେତ୍ୟକକ ତକ୍ତା ପାଇଁ ସମାନେେ ଦୁଇଟି କରି ଆଧାର ପ୍ରସ୍ତୁତ କଲେ। ତକ୍ତାର ପ୍ରେତ୍ୟକକ ପାଖ ଗୋଟିଏ ଆଧାର ପ୍ରସ୍ତୁତ କଲେ।

Cross references

ଯାତ୍ରା ପୁସ୍ତକ 26:17

ତକ୍ତାର ଦୁଇପାଖ ଦୁଇଟି ଖିଲ ଦ୍ବାରା ୟୋଡି ଦିଅ। ପବିତ୍ର ତମ୍ବରୁ କାଠର ତକ୍ତାଗୁଡିକ ସମାନ ଆକାରର ହବୋ ଉଚିତ୍।

ଯାତ୍ରା ପୁସ୍ତକ 26:19

ସହେି କୋଡିଏ ତକ୍ତା ତଳେ ରଖିବା ପାଇଁ ଚାଳିଶ ରୂପାର ଆଧାର କର। ପ୍ରେତ୍ୟକକ ତକ୍ତା ତଳେ ଦୁଇଟି ଆଧାର ରଖ। ପ୍ରେତ୍ୟକକ ତକ୍ତା ତଳେ ଦୁଇଟି ଖିଲ ପାଇଁ ଦୁଇଟି ଆଧାର ରହିବ।

Interlinear

Choose Theme