Home Bibles ଯାତ୍ରା ପୁସ୍ତକ 26:17 · ଓଡ଼ିଆ ବାଇବେଲ
ଯାତ୍ରା ପୁସ୍ତକ 26:17 · ଓଡ଼ିଆ ବାଇବେଲ

ତକ୍ତାର ଦୁଇପାଖ ଦୁଇଟି ଖିଲ ଦ୍ବାରା ୟୋଡି ଦିଅ। ପବିତ୍ର ତମ୍ବରୁ କାଠର ତକ୍ତାଗୁଡିକ ସମାନ ଆକାରର ହବୋ ଉଚିତ୍।

Cross references

ଯାତ୍ରା ପୁସ୍ତକ 26:19

ସହେି କୋଡିଏ ତକ୍ତା ତଳେ ରଖିବା ପାଇଁ ଚାଳିଶ ରୂପାର ଆଧାର କର। ପ୍ରେତ୍ୟକକ ତକ୍ତା ତଳେ ଦୁଇଟି ଆଧାର ରଖ। ପ୍ରେତ୍ୟକକ ତକ୍ତା ତଳେ ଦୁଇଟି ଖିଲ ପାଇଁ ଦୁଇଟି ଆଧାର ରହିବ।

ଯାତ୍ରା ପୁସ୍ତକ 36:22

ପ୍ରେତ୍ୟକକ ଢାଞ୍ଚା ସମାନ ଆକାରର ଦୁଇଟି ଖିଲ ଥିଲା। ପରସ୍ପର ଅନୁରୂପ ଦୁଇ ଦୁଇ ଫୁଟ୍ ଥିଲା। ଏହିପରି ସମାନେେ ତମ୍ବୁ ନିମନ୍ତେ ଢାଞ୍ଚା ପ୍ରସ୍ତୁତ କଲେ।

ଯାତ୍ରା ପୁସ୍ତକ 36:24

ଏହାପରେ ସମାନେେ ଚାଳିଶଟି ରୂପାର ଆଧାର ତିଆରି କଲେ, ତକ୍ତାର ତଳେ ଦବୋ ପାଇଁ। ପ୍ରେତ୍ୟକକ ତକ୍ତା ପାଇଁ ସମାନେେ ଦୁଇଟି କରି ଆଧାର ପ୍ରସ୍ତୁତ କଲେ। ତକ୍ତାର ପ୍ରେତ୍ୟକକ ପାଖ ଗୋଟିଏ ଆଧାର ପ୍ରସ୍ତୁତ କଲେ।

Interlinear

Choose Theme