ଏହାପରେ ତୁମ୍ଭେ ରକ୍ତୀକୃତ ମଷେ ଚର୍ମ ରେ ତମ୍ବୁର ଏକ ଛାତ କରିବ। ଆଉ ତହିଁ ଉପରେ ଏକ ଶିଶୁକ ଚର୍ମ ରେ ଏକ ଛାତ କରିବ।
Cross references
ରକ୍ତୀକୃତ ମଷଚେର୍ମ, ଶିଶୁକ ଚର୍ମ ଓ ଶିଟୀମ୍ କାଷ୍ଠ।
ରକ୍ତୀକୃତ, ମଷଚେର୍ମ, ସୂକ୍ଷ୍ମ ଶିଶୁକଚର୍ମ ଓ ଶିଟୀମ୍କାଠ,
ଯେଉଁମାନଙ୍କ ନିକଟରେ ନୀଳ ଓ ଧୂମ୍ର ସିନ୍ଦରୁ ବର୍ଣ୍ଣ ଓ ଶୁଭ୍ର କ୍ଷୋମସୂତ୍ର, ସମାନେେ ତାହା ଆଣିଲେ। ସମାନେେ ମଧ୍ଯ ଛାଗ ଲୋମ, ଲାଲ ରଂଗ ରେ ରଂଜିତ ମଷଚେର୍ମ ଏବଂ ସୂକ୍ଷ୍ମ ଚମଡା ଆଣିଲେ।
ଏହାପରେ ସମାନେେ ଆଉ ଦୁଇଟି ୟବନିକା ପ୍ରସ୍ତୁତ କଲେ ସହେି ପବିତ୍ର ତମ୍ବୁ ପାଇଁ, ସମାନେେ ଗୋଟିଏ ଛାତ ରକ୍ତୀ କୃତ ଶିଶୁକ ଚର୍ମ ରେ ତିଆରି କଲେ।
ନାଲି ରଂଗ ରେ ରଂଜିତ ମଷେ ଚର୍ମ ରେ ସୂକ୍ଷ୍ମ ଚର୍ମ ନିର୍ମିତ ତମ୍ବୁ ଆଚ୍ଛାଦକ ଏବଂ ପରଦା ତିଆରି କଲେ।
ଯେତବେେଳେ ଛାଉଣୀ ସ୍ଥାନାନ୍ତର କରିବାର ସମୟ ହୁଏ, ତାଙ୍କର ପୁତ୍ରଗଣ ପରଦା ରେ ପବିତ୍ର ନିଯମ ସିନ୍ଦୁକକୁ ଢାଙ୍କିବେ।
ପୁଣି ସମାନେେ ତାକୁ ଓ ତହିଁର ସମସ୍ତ ସରଞ୍ଜାମ ଏକ ଶିଶୁକଚର୍ମର ମଧିଅରେ ରଖିବେ ଏବଂ ତାହାକୁ ଗୋଟିଏ ଖୁଣ୍ଟ ରେ ରଖିବେ।
ସଦାପ୍ରଭୁ ମାେତେ ନିଶ୍ଚଯ ବିପଦରୁ ରକ୍ଷା କରିବେ। ସେ ମାେତେ ତାଙ୍କ ମନ୍ଦିରରେ ଲୁଚାଇ ରଖିବେ। ସେ ମାେତେ ନଇେ ତାଙ୍କ ନିରାପଦ ସ୍ଥାନରେ ରଖିବେ।
ଇଶ୍ରାୟେଲର ରକ୍ଷାକର୍ତ୍ତା କବେେ ନିଦ୍ରା ଯିବେ ନାହିଁ। କି କବେେ ଶାଇେବେ ନାହିଁ।
ଏହି ଆଚ୍ଛାଦନ ଏକ ନିରାପଦ ସ୍ଥାନ ହବେ। ଏହା ଦିବସ ରେ ସୂର୍ୟ୍ଯ ତାପରୁ ସୁରକ୍ଷା ଦବେ ଓ ସମସ୍ତ ବନ୍ଯା, ଝଡ଼ ଓ ବର୍ଷାରୁ ଏହି ଛାଯା ରକ୍ଷା କରିବ।
ହେ ସଦାପ୍ରଭୁ, ତୁମ୍ଭେ ଦରିଦ୍ରର ନିରାପଦ ସ୍ଥାନ, ଦୀନହୀନ ଲୋକର ସଙ୍କଟ ସମୟରେ ତାହାର ଦୃଢ଼ ଦୁର୍ଗ। ବନ୍ଯା ଓ ଉତ୍ତାପରୁ ରକ୍ଷା କରିବା ପାଇଁ ତୁମ୍ଭେ ହେଉଛ ସୁରକ୍ଷିତ ଗୃହ, ଦୁଃଖରୂପକ ଭୟଙ୍କର ବତାସ ଓ ବର୍ଷା କାନ୍ଥକୁ ଆଘାତ କଲେ ମଧ୍ଯ ଗୃହ ମଧିଅରେ ଲୋକ ସୁରକ୍ଷିତ ହେଲାପରି ତୁମ୍ଭେ ଏକ ସୁଦୃଢ଼ ଆଶ୍ରଯସ୍ଥଳ।
ପୁଣି ମୁଁ ତୁମ୍ଭକୁ ବିଚିତ୍ର ବସ୍ତ୍ର ପିନ୍ଧାଇଲି। ଶିକୁଳ ଚର୍ମର ପାଦୁକା ପିନ୍ଧାଇଲି, ଶୁଭ୍ର ରେଶମ ବସ୍ତ୍ର ରେ ତୁମ୍ଭର କଟୀବନ୍ଧନ କରାଇଲି ଓ ପଟ୍ଟ ବସ୍ତ୍ର ରେ ବିଭୂଷିତା କଲି।