ଏହି ଆଚ୍ଛାଦନ ଏକ ନିରାପଦ ସ୍ଥାନ ହବେ। ଏହା ଦିବସ ରେ ସୂର୍ୟ୍ଯ ତାପରୁ ସୁରକ୍ଷା ଦବେ ଓ ସମସ୍ତ ବନ୍ଯା, ଝଡ଼ ଓ ବର୍ଷାରୁ ଏହି ଛାଯା ରକ୍ଷା କରିବ।
Cross references
ସଦାପ୍ରଭୁ ମାେତେ ନିଶ୍ଚଯ ବିପଦରୁ ରକ୍ଷା କରିବେ। ସେ ମାେତେ ତାଙ୍କ ମନ୍ଦିରରେ ଲୁଚାଇ ରଖିବେ। ସେ ମାେତେ ନଇେ ତାଙ୍କ ନିରାପଦ ସ୍ଥାନରେ ରଖିବେ।
ଯେଉଁ ବ୍ଯକ୍ତି ସର୍ବୋପରିସ୍ଥ ପରମେଶ୍ବର ପାଖକୁ ୟାଏ, ସେ ସର୍ବଶକ୍ତିମାନ ପରମେଶ୍ବରଙ୍କ ଛାଯା ତଳେ ନିରାପତ୍ତା ପାଇଁ ବସତି କରିବ।
ସଦାପ୍ରଭୁ ତୁମ୍ଭର ରକ୍ଷାକର୍ତ୍ତା। ସଦାପ୍ରଭୁ ତୁମ୍ଭର ଦକ୍ଷିଣ ପାଶର୍ବରେ ତୁମ୍ଭକୁ ଢ଼ାଲ ଘୋଡ଼ାନ୍ତି ଏବଂ ରକ୍ଷା କରନ୍ତି।
ସଦାପ୍ରଭୁଙ୍କର ନାମ ଦୃଢ଼ଗଡ଼ ସଦୃଶ। ଧାର୍ମିକ ଲୋକମାନେ ସଠାେକୁ ୟାଇ ରକ୍ଷା ପାଆନ୍ତି।
ଯଦି ତୁମ୍ଭେ ସଦାପ୍ରଭୁଙ୍କୁ ସମ୍ମାନ ଏବଂ ଭକ୍ତି କରିବ ଏବଂ ପବିତ୍ର ରେ ତାଙ୍କୁ ଗ୍ରହଣ କର, ତବେେ ସେ ତୁମ୍ଭର ଏକମାତ୍ର ଆଶ୍ରଯ ସ୍ଥାନ ହବେେ। କିନ୍ତୁ ତୁମ୍ଭେ ତାଙ୍କ ପ୍ରତି ସମ୍ମାନ ପ୍ରଦର୍ଶକ ନୁହଁ। ତେଣୁ ସେ ପଥର ସଦୃଶ ଯାହା ଜଣେ ଝୁଣ୍ଟିପଡ଼େ, ୟିରୁଶାଲମ ଲୋକମାନଙ୍କ ପାଇଁ ଗୋଟିଏ ୟନ୍ତା ଓ ଫାଶ।
ହେ ସଦାପ୍ରଭୁ, ତୁମ୍ଭେ ଦରିଦ୍ରର ନିରାପଦ ସ୍ଥାନ, ଦୀନହୀନ ଲୋକର ସଙ୍କଟ ସମୟରେ ତାହାର ଦୃଢ଼ ଦୁର୍ଗ। ବନ୍ଯା ଓ ଉତ୍ତାପରୁ ରକ୍ଷା କରିବା ପାଇଁ ତୁମ୍ଭେ ହେଉଛ ସୁରକ୍ଷିତ ଗୃହ, ଦୁଃଖରୂପକ ଭୟଙ୍କର ବତାସ ଓ ବର୍ଷା କାନ୍ଥକୁ ଆଘାତ କଲେ ମଧ୍ଯ ଗୃହ ମଧିଅରେ ଲୋକ ସୁରକ୍ଷିତ ହେଲାପରି ତୁମ୍ଭେ ଏକ ସୁଦୃଢ଼ ଆଶ୍ରଯସ୍ଥଳ।
ପୁଣି ସଦାପ୍ରଭୁ ତାଙ୍କ କୋରଧର ପ୍ରଚଣ୍ଡତା ଉଚ୍ଚସ୍ବର ରେ ଶୁଣାଇବେ ଓ ତାଙ୍କର ଶକ୍ତିଶାଳୀ ହସ୍ତ କୋରଧ ରେ ଅବରୋହଣ କରିବ। ତାହା ଅଗ୍ନିତୁଲ୍ଯ ସମସ୍ତ ଜିନିଷ ଭସ୍ମ କରି ଦବେେ। ପୁଣି ସଦାପ୍ରଭୁଙ୍କର କୋରଧ ଝଡ଼, ତାଫୋନ ଓ ଶିଳାବୃଷ୍ଟି ତୁଲ୍ଯ ହବେ।
ଯଦି ଏହା ଘଟିବ, ତବେେ ସହେି ମାନବ ବତାସରୁ ଆଶ୍ରଯସ୍ଥାନ ଓ ଝଡ଼ ବର୍ଷାରୁ ଆଶ୍ରଯ, ଶୁଷ୍କ ଭୂମିରେ ଜଳଷୋର୍ତ ଓ ଉତ୍ତପ୍ତ ଭୂମିରେ ଶୀତଳ ଛାଯା ପ୍ରଦାୟକ ଶୈଳ ସଦୃଶ ହବେ।
ମାରେ ଲୋକମାନେ ଶାନ୍ତିମଯ ବସତି ସ୍ଥାନ ରେ, ନିରାପଦ ତମ୍ବୁ ରେ ଓ ସୁସ୍ଥିର ବିଶ୍ରାମ ସ୍ଥାନ ରେ ବାସ କରିବେ।
ଏଥିପାଇଁ ସଦାପ୍ରଭୁ ଆମ୍ଭମାନଙ୍କର ପ୍ରଭୁ ଏହି କଥା କହନ୍ତି, 'ୟଦ୍ଯପି ଆମ୍ଭେ ସମାନଙ୍କେୁ ନାନା ଜାତିଗଣ ମଧ୍ଯକୁ ଦୂରୀକୃତ କରିଅଛୁ ଓ ୟଦ୍ଯପି ଆମ୍ଭେ ସମାନଙ୍କେୁ ନାନା ଦେଶ ମଧିଅରେ ଛିନ୍ନଭିନ୍ନ କରିଅଛୁ, ଆମ୍ଭେ ଅଳ୍ପ ସମୟ ପାଇଁ ସମାନଙ୍କେର ମନ୍ଦିର ସ୍ଥଳ ହବେ।
ତେଣୁ ଯେଉଁ ଲୋକ ମାରେ ଏହି କଥାଗୁଡିକ ଶୁଣେ, ଏବଂ ତାହା ମାନି ଚଳେ, ସେ ଲୋକ ପଥର ଉପରେ ଘର ତୋଳିଥିବା ଗୋଟିଏ ବୁଦ୍ଧିମାନ ବ୍ଯକ୍ତିଭଳି।
ଉକ୍ତ ଦୁଇଟି ଯାକ ଅପରିବର୍ତ୍ତନୀୟ। ଯେତବେେଳେ ପରମେଶ୍ବର କିଛି କହନ୍ତି ସେ ମିଛ କହି ପାରନ୍ତି ନାହିଁ, ପୁଣି କୌଣସି ଶପଥ କଲା ବେଳେ ମଧ୍ଯ ସେ ମିଛ କହି ପାରନ୍ତି ନାହିଁ। ଅତଏବ ଯେଉଁମାନେ ନିଜର ସୁରକ୍ଷା ଦୃଷ୍ଟିରୁ ପରମେଶ୍ବରଙ୍କ ପାଖକୁ ଆସିଛନ୍ତି, ସମାନଙ୍କେୁ ଉକ୍ତ କଥା ସାନ୍ତ୍ବନା ପ୍ରଦାନ କରେ ଓ ପରମେଶ୍ବରଙ୍କ ଭରସା ରେ ସ୍ଥିର ରହିବା ପାଇଁ ଦୃଢ଼ ଉତ୍ସାହ ପ୍ରଦାନ କରେ।
କେତକେ ଦେଖି ନ ପାରୁ ଥିବା ବିଷୟଗୁଡ଼ିକ ପ୍ରତି ପରମେଶ୍ବର ନୋହଙ୍କୁ ସତର୍କ କରି ଦଇେଥିଲେ। ନୋହଙ୍କର ପରମେଶ୍ବରଙ୍କ ପ୍ରତି ବିଶ୍ବାସ ଓ ଭକ୍ତିଭାବ ଥିଲା। ଅତଏବ ନୋହ ନିଜ ପରିବାରକୁ ରକ୍ଷା କରିବାକୁ ଯାଇ ବଡ଼ ଜାହାଜଟିଏ ତିଆରି କଲେ। ନିଜ ବିଶ୍ବାସ ବଳ ରେ ନୋହ ଦଖାଇେଲେ ଯେ, ଜଗତ ଦୋଷୀ ଥିଲା। ଯେଉଁମାନଙ୍କୁ ପରମେଶ୍ବର ବିଶ୍ବାସ ବଳ ରେ ଧାର୍ମିକ କରନ୍ତି, ସମାନଙ୍କେ ଭିତରୁ ନୋହ ଜଣେ ଥିଲେ।
ସହେି ଲୋକମାନେ ଆଉ କବେେ କ୍ଷୁଧିତ ହବେେ ନାହିଁ। ସମାନେେ କଦାପି ତୃଷାର୍ତ୍ତ ହବେେ ନାହିଁ। ସୂର୍ୟ୍ଯ ତାହାଙ୍କୁ ଆଘାତ କରିବ ନାହିଁ କି କୌଣସି ଉତ୍ତାପ ସମାନଙ୍କେୁ ଡ଼ାକିପାରିବ ନାହିଁ।