ଗଣନା ପୁସ୍ତକ 4:10 · ଓଡ଼ିଆ ବାଇବେଲ
ପୁଣି ସମାନେେ ତାକୁ ଓ ତହିଁର ସମସ୍ତ ସରଞ୍ଜାମ ଏକ ଶିଶୁକଚର୍ମର ମଧିଅରେ ରଖିବେ ଏବଂ ତାହାକୁ ଗୋଟିଏ ଖୁଣ୍ଟ ରେ ରଖିବେ।
Cross references
ଯାତ୍ରା ପୁସ୍ତକ 25:31
ଏହାପରେ ତୁମ୍ଭମାନେେ ଏକ ଦୀପ ବୃକ୍ଷ ତିଆରି କରିବ। ଏହା ନିର୍ମଳ ସୁପର୍ଣ୍ଣ ରେ ପିଟା କର୍ମ ରେ ଏହାର ଗଣ୍ଡି ଓ ଶାଖା ନିର୍ମାଣ କର। ଆଉ ଗୋଲାଧାର ଓ କଳିକା ଓ ପୁଷ୍ପ ତହିଁରେ ସଂଲଗ୍ନ ରହିବ।
ଗଣନା ପୁସ୍ତକ 4:6
ସମାନେେ ପୁନର୍ବାର ତାହାକୁ ଶିଶୁକ ଚର୍ମର ଆଚ୍ଛାଦନ କରିବେ ଓ ତହିଁ ଉପରେ ସମ୍ପୂର୍ଣ ନୀଳବର୍ଣ୍ଣ ଏକ ବସ୍ତ୍ର ଦବେେ, ତା'ପରେ ସମାନେେ ପବିତ୍ର ସିନ୍ଦୁକ ବହନ କରିବାର ସାଙ୍ଗି ଲଗାଇବେ।
ଗଣନା ପୁସ୍ତକ 4:12
ତା'ପରେ ସମାନେେ ସବୋର୍ଥକ ସମସ୍ତ ପବିତ୍ର ପାତ୍ର ନଇେ ନୀଳବର୍ଣ୍ଣ ବସ୍ତ୍ର ମଧିଅରେ ଗୁଡାଇ ରଖିବେ। ସମାନେେ ତାହାକୁ ଶିଶୁକଚର୍ମର ଆଛାଦନ କରିବେ ଏବଂ ତା'ପରେ ତାହାକୁ ଗୋଟିଏ ଖୁଣ୍ଟ ରେ ରଖିବେ।