Home Bibles ଯାତ୍ରା ପୁସ୍ତକ 25:30 · ଓଡ଼ିଆ ବାଇବେଲ
ଯାତ୍ରା ପୁସ୍ତକ 25:30 · ଓଡ଼ିଆ ବାଇବେଲ

ସହେି ମଜେ ଉପରେ, ମାେ ସମ୍ମୁଖ ରେ ସବୁ ସମୟରେ ଦର୍ଶନୀଯ ରୋଟୀ ରଖ।

Cross references

ଯାତ୍ରା ପୁସ୍ତକ 35:13

ମଜେ ଓ ତହିଁରେ ସାଙ୍ଗୀ, ସମସ୍ତ ପାତ୍ର ଓ ଦର୍ଶନୀଯ ରୋଟୀ,

ଯାତ୍ରା ପୁସ୍ତକ 39:36

ମଜେ, ତହିଁର ସକଳ ସାମଗ୍ରୀ ଓ ଦର୍ଶନୀଯ ରୋଟୀ।

ଯାତ୍ରା ପୁସ୍ତକ 40:23

ଏହାପରେ ସେ ସଦାପ୍ରଭୁଙ୍କ ସମ୍ମୁଖ ରେ ଦର୍ଶନୀଯ ରୋଟୀର ଆଯୋଜନ କଲେ। ସଦାପ୍ରଭୁଙ୍କ ଆଜ୍ଞା ଅନୁୟାଯୀ ଏହା କରାଗଲା।

ଲେବୀୟ ପୁସ୍ତକ 24:5

ଆଉ ତୁମ୍ଭେ ସରୁ ମଇଦା ନଇେ ତହିଁରେ ବାର ଗୋଟି ପିଠା ପ୍ରସ୍ତୁତ କରିବ, ପ୍ରେତ୍ୟକକ ପିଠା ଏକ ଐଫାର ଦୁଇ ଦଶମାଂଶ ହବେ।

ଲେବୀୟ ପୁସ୍ତକ 24:6

ସୁବର୍ଣ୍ଣ ମଜେ ଉପରେ ପ୍ରତି ଧାଡି ରେ ଛଅ ଛଅ କରି ଦୁଇ ଧାଡି ରେ ସହେିସବୁ ପିଠାକୁ ସଦାପ୍ରଭୁଙ୍କ ସମ୍ମୁଖ ରେ ରଖିବ।

ଗଣନା ପୁସ୍ତକ 4:7

ଏହାପରେ ସମାନେେ ପବିତ୍ର ମଜେ ଉପରେ ନୀଳବର୍ଣ୍ଣର ଏକ ବସ୍ତ୍ର ବିଛାଇବା ଉଚିତ୍ ଏବଂ ତାହା ଉପରେ ଥାଳୀ, ଚାମଚ, ପାତ୍ର ଜାର୍ ପଯେ ନବୈେଦ୍ଯ ରଖିବା ଉଚିତ୍। ଦର୍ଶନୀଯ ରୋଟୀ ସବୁବେଳେ ସେଥି ରେ ରଖିବା ଉଚିତ୍।

ପ୍ରଥମ ଶାମୁୟେଲ 21:5

ଯାଜକ ଦାଉଦଙ୍କକ୍ସ୍ଟ କହିଲେ, ମାେ ପାଖ ରେ ଏଠା ରେ ସାଧାରଣ ରୋଟୀ ନାହିଁ। ମାେ ପାଖ ରେ କିଛି ପବିତ୍ର ରୋଟୀ ଅଛି। ତୁମ୍ଭର ଦାସମାନେ ଏ ରୋଟୀ ଖାଇପାରିବେ ଯଦି ସମାନେେ କୌଣସି ସ୍ତ୍ରୀ ଲୋକମାନଙ୍କ ସହିତ ଯଦି ୟୌନ ସଐର୍କ ରଖି ନ ଥିବେ।

ପ୍ରଥମ ଶାମୁୟେଲ 21:6

ଦାଉଦ ଯାଜକଙ୍କକ୍ସ୍ଟ ଉତ୍ତର ଦେଲେ, ଆମ୍ଭମାନଙ୍କର କୌଣସି ସ୍ତ୍ରୀଲୋକମାନଙ୍କ ସହିତ ୟୌନ ସଐର୍କ ନାହିଁ। ମାରେ ଲୋକମାନେ ସର୍ବଦା ଶରୀରକକ୍ସ୍ଟ ପବିତ୍ର ରଖିଥାନ୍ତି। ଯେତବେେଳେ ଆମ୍ଭେ ୟକ୍ସ୍ଟଦ୍ଧକକ୍ସ୍ଟ ଯାଉ ଏପରିକି କବଳେ ସାଧାରଣ ଅଭିୟାନ ହେଲବେି ଏବଂ ଆଜି ତ ଏକ ସ୍ବତନ୍ତ୍ର ଦିନ ଅଟେ, କାରଣ ଆମର ଅଭିୟାନ ଆଜି ବହକ୍ସ୍ଟତ ସ୍ବତନ୍ତ୍ର।

ପ୍ରଥମ ବଂଶାବଳୀ 9:32

କୋରହ ବଂଶଜ କେତଜେଣ ଦ୍ବାରପାଳ ପ୍ରେତ୍ୟକକ ବିଶ୍ରାମବାର ରେ ମଜେ ଉପରେ ପରିବେଶିତ ହେଉଥିବା ରୋଟୀ ପ୍ରସ୍ତୁତ କରିବାର କାର୍ୟ୍ଯ କରୁଥିଲେ।

ପ୍ରଥମ ବଂଶାବଳୀ 23:29

ମନ୍ଦିରର ମଜେ ଉପରେ ବିଶଷେ ରୋଟୀ ରଖିବାର ଦାଯିତ୍ବ ସମାନଙ୍କେର ଥିଲା। ଆହୁରି ମଧ୍ଯ, ସମାନଙ୍କେର ମଇଦା, ଶସ୍ଯ ନବୈେଦ୍ଯ ଓ ଖମିର ବିନା ରୋଟୀ ପ୍ରସ୍ତୁତ କରିବାର ଦାଯିତ୍ବ ଥିଲା। ପିଠା ପାକ କରିବା ଓ ମିଶ୍ରିତ ନବୈେଦ୍ଯ ଉତ୍ସର୍ଗ କରିବା ଦାଯିତ୍ବ ମଧ୍ଯ ସମାନଙ୍କେର ଥିଲା। ସମାନେେ ସବୁ ପ୍ରକାର ମାପ ତୌଲି କରୁଥିଲେ।

ଦିତୀୟ ବଂଶାବଳୀ 2:3

ଏହାପରେ ଶଲୋମନ, ହୂରମ ନିକଟକୁ ବାର୍ତ୍ତା ପଠାଇଲେ। ହୂରମ୍, ସୋର ସହରର ରାଜା ଥିଲେ। ଶଲୋମନ କହିଲେ, ମାରେ ବାପା ଦାଉଦଙ୍କୁ ସାହାୟ୍ଯ କଲାପରି ମାେତେ ମଧ୍ଯ ସାହାୟ୍ଯ କର। ତୁମ୍ଭେ ଦବଦୋରୁ ଗଛର କାଠ ତାଙ୍କ ନିକଟକୁ ପଠାଇଲେ, ଯେପରି ସେ ବାସ କରିବା ନିମନ୍ତେ ଏକ ଗୃହ ନିର୍ମାଣ କରିପାରନ୍ତି।

ଦିତୀୟ ବଂଶାବଳୀ 13:11

ସମାନେେ ପ୍ରତି ପ୍ରଭାତ ରେ ଓ ପ୍ରତି ସନ୍ଧ୍ଯା ରେ ସଦାପ୍ରଭୁଙ୍କ ନିକଟରେ ହାମବେଳି ଓ ସୁଗନ୍ଧି ଧୂପ ଉତ୍ସର୍ଗ କରନ୍ତି। ସମାନେେ ମନ୍ଦିର ମଧିଅରେ ଥିବା ବିଶଷେ ମଜେ ଉପରେ ଧାଡ଼ି ରେ ରୋଟୀ ସଜାଇ ରଖନ୍ତି। ଆଉ ସମାନେେ ସୁବର୍ଣ୍ଣ ପ୍ରଦୀପଧାର ଗୁଡ଼ିକର ଯତ୍ନ ନିଅନ୍ତି, ତେଣୁ ପ୍ରେତ୍ୟକକ ସନ୍ଧ୍ଯା ରେ ପ୍ରଦୀପ ଝକ୍ମକ୍ କରେ। ଆମ୍ଭମାନେେ ଅତି ଯତ୍ନପୂର୍ବକ ଆମ୍ଭମାନଙ୍କ ପରମେଶ୍ବର ସଦାପ୍ରଭୁଙ୍କର ସବୋ କରୁ। କିନ୍ତୁ ତୁମ୍ଭମାନେେ ତାଙ୍କୁ ସମ୍ପୂର୍ଣ୍ଣରୂପେ ତ୍ଯାଗ କରିଅଛ।

ମଲାଖୀ 1:7

ସଦାପ୍ରଭୁ କହିଲେ, ତୁମ୍ଭମାନେେ ଆମ୍ଭର ୟଜ୍ଞବଦେୀ ଉପ ରେ ଅଶୁଚି ଖାଦ୍ୟ ଉତ୍ସର୍ଗ କରୁଅଛ।

ମଲାଖୀ 1:12

ମାତ୍ର, ତୁମ୍ଭମାନେେ ଆମ୍ଭର ନାମର ଅସମ୍ମାନ କରୁଛ। ତୁମ୍ଭମାନେେ କହୁଛ ସଦାପ୍ରଭୁଙ୍କର ୟଜ୍ଞବଦେୀ ଅପବିତ୍ର।

ମାଥିଉଲିଖିତ ସୁସମାଚାର 12:4

ସେ ପରମେଶ୍ବରଙ୍କ ଘ ରେ ପ୍ରବେଶ କରିଥିଲେ ଓ ପରମେଶ୍ବରଙ୍କୁ ଅର୍ପଣ କରାଯାଇଥିବା ପବିତ୍ର ରୋଟୀ ସେ ଓ ତାହାଙ୍କ ସହିତ ଥିବା ଲୋକମାନେ ଖାଇଦଇେଥିଲେ। ମାଶାଙ୍କେ ବ୍ଯବସ୍ଥା ଅନୁସାରେ ଦାଉଦ ଓ ତାହାଙ୍କ ସାଥୀମାନଙ୍କର ଏହା ଖାଇବା ଅଧିକାର ନଥିଲା। କାରଣ କବଳେ ଯାଜକମାନଙ୍କୁ ତାହା ଖାଇବାପାଇଁ ଅନୁମତି ଦିଆଯାଇଥାଏ।

Interlinear

Choose Theme