ସମାନେେ ପ୍ରତି ପ୍ରଭାତ ରେ ଓ ପ୍ରତି ସନ୍ଧ୍ଯା ରେ ସଦାପ୍ରଭୁଙ୍କ ନିକଟରେ ହାମବେଳି ଓ ସୁଗନ୍ଧି ଧୂପ ଉତ୍ସର୍ଗ କରନ୍ତି। ସମାନେେ ମନ୍ଦିର ମଧିଅରେ ଥିବା ବିଶଷେ ମଜେ ଉପରେ ଧାଡ଼ି ରେ ରୋଟୀ ସଜାଇ ରଖନ୍ତି। ଆଉ ସମାନେେ ସୁବର୍ଣ୍ଣ ପ୍ରଦୀପଧାର ଗୁଡ଼ିକର ଯତ୍ନ ନିଅନ୍ତି, ତେଣୁ ପ୍ରେତ୍ୟକକ ସନ୍ଧ୍ଯା ରେ ପ୍ରଦୀପ ଝକ୍ମକ୍ କରେ। ଆମ୍ଭମାନେେ ଅତି ଯତ୍ନପୂର୍ବକ ଆମ୍ଭମାନଙ୍କ ପରମେଶ୍ବର ସଦାପ୍ରଭୁଙ୍କର ସବୋ କରୁ। କିନ୍ତୁ ତୁମ୍ଭମାନେେ ତାଙ୍କୁ ସମ୍ପୂର୍ଣ୍ଣରୂପେ ତ୍ଯାଗ କରିଅଛ।
Cross references
ମୁଁ ଏହା କରିବି, କାରଣ ତୁମ୍ଭର ପିତା ଅବ୍ରହାମ ମାରେ କଥା ମାନିଥିଲେ ଓ ମୁଁ ଯାହା କହିଥିଲି ତାହା କରିଥିଲେ। ଅବ୍ରହାମ ମାରେ ଆଦେଶ, ନିଯମ ଓ ବିଧିସବୁ ମାନିଲେ।
ସହେି ମଜେ ଉପରେ, ମାେ ସମ୍ମୁଖ ରେ ସବୁ ସମୟରେ ଦର୍ଶନୀଯ ରୋଟୀ ରଖ।
ବର୍ତ୍ତମାନ ଇଶ୍ରାୟେଲର ଲୋକମାନଙ୍କୁ ସବୁଠାରୁ ଭଲ ଅଲିଭ ଫଳରୁ ନିର୍ମଳ ପଷୋ ଅଲିଭ ତୈଳ ଅନନ୍ତକାଳ ଦୀପ ଜଳାଇବା ନିମନ୍ତେ ଆଣିବା ପାଇଁ ଆଜ୍ଞା ଦିଅ।
ପ୍ରେତ୍ୟକକ ଦିନ ସହେି ୟଜ୍ଞବଦେୀ ଉପରେ ତୁମ୍ଭେ ନବୈେଦ୍ଯ ଉତ୍ସର୍ଗ କରିବ। ଏହି ବଳି ପାଇଁ ମଷେଶାବକ ଏକ ବର୍ଷୀଯ ହବେ ଏବଂ ପ୍ରେତ୍ୟକକ ଦିନ ଏହା ଦୁଇଟି ବଳି ହବେ।
ଶୁଟୀମ୍ କାଠ ରେ ଏକ ବଦେୀ ନିର୍ମାଣ କର। ତୁମ୍ଭେ ଏହି ବଦେୀକୁ ଧୂପ ଜଳାଇବା ପାଇଁ ବ୍ଯବହାର କରିବା ଉଚିତ୍।
ଆଉ କହେି ସଦାପ୍ରଭୁ ପରମେଶ୍ବରଙ୍କ ଉଦ୍ଦେଶ୍ଯ ରେ ଶସ୍ଯ ନବୈେଦ୍ଯ ଆଣିଲେ, ତାହା ଅତି ସୂକ୍ଷ୍ମ ମଇଦା ରେ ନବୈେଦ୍ଯ ହବେ। ପୁଣି ସେଥି ରେ ସେ ତୈଳ ଢାଳିବ ଓ ତା'ଉପରେ ଲୋବାନି ରଖିବ।
ତୁମ୍ଭେ ଇଶ୍ରାଯଲ ସନ୍ତାନଗଣଙ୍କୁ ଏହି ଆଜ୍ଞା ଦିଅ। ସମାନେେ ପ୍ରତିଦିନ ପ୍ରଦୀପ ଜ୍ବଳନ ପାଇଁ ତୁମ୍ଭ ନିକଟକୁ ନିର୍ମଳ ଭାବେ ପଷୋ ୟାଇଥିବା ଜୀତ ତୈଳ ଆଣିବେ।
ଯାଜକ ପ୍ରତି ବିଶ୍ରାମବାର ଦିନ ସଦାପ୍ରଭୁଙ୍କ ସମ୍ମୁଖ ରେ ରୋଟୀ ସବୁ ସମୟ ପାଇଁ ରଖିବ। ଇଶ୍ରାୟେଲ ଲୋକମାନଙ୍କ ଦ୍ବାରା ଏହା ଅନନ୍ତକାଳୀନ ବିଧି ହବୋ ଉଚିତ୍।
କିନ୍ତୁ ଲବେୀୟମାନେ ନିଯମର ପବିତ୍ର ତମ୍ବୁର ଚତୁର୍ଦ୍ଦିଗ ରେ ଛାଉଣୀ ସ୍ଥାପନ କରିବେଓ ସମାନେେ ନିଯମର ପବିତ୍ର ତମ୍ବୁକୁ ରକ୍ଷା କରିବେ। ଏହିପରି ପରମେଶ୍ବରଙ୍କର କୋରଧ, ଇଶ୍ରାୟେଲର ଲୋକମାନଙ୍କ ଉପରେ ବ୍ଯାପିବ ନାହିଁ।
ପୁଣି ଯେତବେେଳେ ସହେି ମେଘ ପବିତ୍ର ତମ୍ବୁ ଉପରେ ଦୀର୍ଘ ସମୟ ଧରି ରହିଲା, ସେତବେେଳେ ଇଶ୍ରାୟେଲ ଲୋକମାନେ ସଦାପ୍ରଭୁଙ୍କ ଆଜ୍ଞା ମାନି ଆଉ ୟାତ୍ରା କଲେ ନାହିଁ।
ହେ କୋରହ, ତୁମ୍ଭେ ଓ ତୁମ୍ଭର ଅନୁଗାମି ମାନେ ଏହା କରିବା ଉଚିତ। ବିଶଷେ ଅଙ୍ଗାରଧାନୀ ନିଅ।
ତା'ପରେ ମାଶାେ ହାରୋଣଙ୍କୁ କହିଲେ, ତୁମ୍ଭେ ପିତ୍ତଳର ଅଙ୍ଗାରଧାନୀ ନଇେ ତହିଁ ମଧିଅରେ ୟଜ୍ଞବଦେୀରୁ ଅଗ୍ନି ଦିଅ। ଏଥି ରେ ଧୂପ ଦଇେ ଶୀଘ୍ର ମଣ୍ତଳୀ ନିକଟକୁ ୟାଇ ସମାନଙ୍କେ ନିମନ୍ତେ ପ୍ରାଯଶ୍ଚିତ କର। କାରଣ ସଦାପ୍ରଭୁ ଅତି କୋରଧିତ ହାଇେଛନ୍ତି, ମହାମରୀ ବ୍ଯାପି ଗଲାଣି।
ଏହାପରେ ଶଲୋମନ, ହୂରମ ନିକଟକୁ ବାର୍ତ୍ତା ପଠାଇଲେ। ହୂରମ୍, ସୋର ସହରର ରାଜା ଥିଲେ। ଶଲୋମନ କହିଲେ, ମାରେ ବାପା ଦାଉଦଙ୍କୁ ସାହାୟ୍ଯ କଲାପରି ମାେତେ ମଧ୍ଯ ସାହାୟ୍ଯ କର। ତୁମ୍ଭେ ଦବଦୋରୁ ଗଛର କାଠ ତାଙ୍କ ନିକଟକୁ ପଠାଇଲେ, ଯେପରି ସେ ବାସ କରିବା ନିମନ୍ତେ ଏକ ଗୃହ ନିର୍ମାଣ କରିପାରନ୍ତି।
ସଦାପ୍ରଭୁ ମାରେ ପରମେଶ୍ବରଙ୍କ ନାମକୁ ସମ୍ମାନ ଦବୋ ନିମନ୍ତେ ମୁଁ ଏକ ମନ୍ଦିର ନିର୍ମାଣ କରିବି। ମନ୍ଦିର ରେ ଆମ୍ଭେ ସଦାପ୍ରଭୁଙ୍କ ସମ୍ମୁଖ ରେ ଧୂପ ଜଳାଇବୁ ଏବଂ ବିଶଷେ ମଜେ ଉପରେ ପବିତ୍ର ରୋଟୀ ସବୁବେଳେ ଅର୍ପଣ କରିବୁ। ଆମ୍ଭମାନେେ ପ୍ରେତ୍ୟକକ ସକାଳ ଏବଂ ସନ୍ଧ୍ଯା ରେ, ପ୍ରେତ୍ୟକକ ବିଶ୍ରାମ ଦିନ ରେ, ପ୍ରେତ୍ୟକକ ଅମାବାସ୍ଯା ଦିନ ରେ ଏବଂ ଅନ୍ଯାନ୍ଯ ପର୍ବ ଦିନ ରେ ସଦାପ୍ରଭୁ ଆମ୍ଭର ପରମେଶ୍ବରଙ୍କୁ ହାମବେଳି ଦବେୁ। ଇଶ୍ରାୟେଲ ଚିରଦିନ ଏହା କରିବ।
ଶଲୋମନ ଦୀପ ଓ ଦୀପବଳୀ ସବୁ ଶୁଦ୍ଧ ସୁନା ରେ ତିଆରି କରାଇଲେ। ମନ୍ଦିର ଭିତ ରେ ଥିବା ମହାପବିତ୍ର ସ୍ଥଳର ସମ୍ମୁଖ ରେ ନିଯମାନୁୟାଯୀ ଜ଼ଳାୟିବା ନିମନ୍ତେ ଦୀପଗୁଡ଼ିକ ରଖାୟାଇଥିଲା।
ପୁଣି ତୁମ୍ଭମାନେେ ମାରେ ପବିତ୍ର ବସ୍ତୁଗୁଡ଼ିକର ଯତ୍ନ ନବୋକୁ ଧ୍ଯାନ ଦଇେ ନାହଁ। ଏବଂ ତୁମ୍ଭମାନେେ ବିଦେଶୀଯମାନଙ୍କ ହସ୍ତ ରେ ପବିତ୍ର ସ୍ଥାନ ରକ୍ଷାର ଦାଯିତ୍ବ ଦଇେଅଛ।'
କିନ୍ତୁ ସମସ୍ତ ଲବେୀୟ ଯାଜକଗଣ, ସାଦୋକର ଭବିଷ୍ଯତ ବଂଶଧରଗଣ ଯେଉଁମାନେ ମାରେ ପବିତ୍ର ସ୍ଥାନ ନିଯମ ଅନୁସରଣ କଲେ, ଯେତବେେଳେ ଇଶ୍ରାୟେଲୀୟମାନେ ମାଠାରୁେ ବିପଥଗାମୀ ହେଲେ, ସମାନେେ ମାେ ପାଖକୁ ସବୋ କରିବା ପାଇଁ ଆସିବାକୁ ସମର୍ଥ ହବେ। ସମାନେେ ମାେ ଉଦ୍ଦେଶ୍ଯ ରେ ମଦେ ଓ ରକ୍ତ ବଳିଦାନ ହାଇେଥିବା ପଶୁମାନଙ୍କର ଉତ୍ସର୍ଗ କରିବା ନିମନ୍ତେ ମାେ ସମ୍ମୁଖ ରେ ଠିଆ ହବେ। ଏହା ସଦାପ୍ରଭୁ, ମାରେ ପ୍ରଭୁ କହନ୍ତି।
ତାହା ସାଦୋକର ସନ୍ତାନଗଣ ମଧ୍ଯରୁ ପବିତ୍ରୀକୃତ ଯାଜକମାନଙ୍କ ବଂଶଧର ନିମନ୍ତେ ହବେ। ଯେଉଁମାନେ ମାେତେ ବିଶ୍ବସ୍ତ ଭାବରେ ସବୋ କରିଛନ୍ତି, କାରଣ ସମାନେେ ଆମର ରକ୍ଷଣୀଯ। ଇଶ୍ରାୟେଲର ପରିବାରବର୍ଗ ବିପଥଗାମୀ ହବୋ ସମୟର ଲବେୀୟମାନେ ଯେପରି ବିପଥଗାମୀ ହେଲେ, ସମାନେେ ସପରେି ବିପଥଗାମୀ ହେଲେ ନାହିଁ।
ଧୂପ ଅର୍ପଣ କରିବା ପାଇଁ ଯାଜକମାନେ ସଦା ବେଳେ ଜଣେ ଯାଜକଙ୍କୁ ବାଛୁଥିଲେ। ଜିଖରିୟଙ୍କୁ ଏଥିପାାଇଁ ବଛାଗଲା। ତେଣୁ ଜିଖରିୟ ପ୍ରଭୁଙ୍କ ମନ୍ଦିର ଭିତରକୁ ଧୂପ ଦବୋ ପାଇଁ ଗଲେ।
ଆଉ ଜଣେ ଦୂତ ଆସି ବଦେୀ ପାଖ ରେ ଠିଆ ହେଲେ। ପରମେଶ୍ବରଙ୍କର ପବିତ୍ର ଲୋକମାନଙ୍କର ପ୍ରାର୍ଥନା ସହିତ ପ୍ରଚୁର ସୁଗନ୍ଧି ଧୂପ, ସୁନାର ବଳିବଦେୀ ଉପରେ ଅର୍ପଣ କରିବା ନିମନ୍ତେ ତାହାଙ୍କ ହାତ ରେ ଗୋଟିଏ ସୁନାର ଧୂପଦାନୀ ଥିଲା।