Home Bibles ଯାତ୍ରା ପୁସ୍ତକ 35:13 · ଓଡ଼ିଆ ବାଇବେଲ
ଯାତ୍ରା ପୁସ୍ତକ 35:13 · ଓଡ଼ିଆ ବାଇବେଲ

ମଜେ ଓ ତହିଁରେ ସାଙ୍ଗୀ, ସମସ୍ତ ପାତ୍ର ଓ ଦର୍ଶନୀଯ ରୋଟୀ,

Cross references

ଯାତ୍ରା ପୁସ୍ତକ 25:23

ଶିଟୀମ୍ କାଠ ରେ ଏକ ମଜେ ପ୍ରସ୍ତୁତ କର। ସହେି ମଜେଟି ଦୁଇ ହାତ ଲମ୍ବ ଏକ ହସ୍ତ ପ୍ରସ୍ଥ ଓ ଦେଢ ହାତ ଉଚ୍ଚ ହବେ।

ଯାତ୍ରା ପୁସ୍ତକ 25:30

ସହେି ମଜେ ଉପରେ, ମାେ ସମ୍ମୁଖ ରେ ସବୁ ସମୟରେ ଦର୍ଶନୀଯ ରୋଟୀ ରଖ।

ଯାତ୍ରା ପୁସ୍ତକ 37:10

ଏହାପରେ ସେ ଶିଟୀମ୍ କାଠ ରେ ଏକ ମଜେ ତିଆରି କଲେ। ଏହାର ଲମ୍ବ ଦୁଇହାତ, ଏକହାତ ଚଉଡା, ଦେଢହାତ ଉଚ୍ଚତା ଥିଲା।

ଲେବୀୟ ପୁସ୍ତକ 24:5

ଆଉ ତୁମ୍ଭେ ସରୁ ମଇଦା ନଇେ ତହିଁରେ ବାର ଗୋଟି ପିଠା ପ୍ରସ୍ତୁତ କରିବ, ପ୍ରେତ୍ୟକକ ପିଠା ଏକ ଐଫାର ଦୁଇ ଦଶମାଂଶ ହବେ।

Interlinear

Choose Theme