ପ୍ରଥମ ବଂଶାବଳୀ 9:32 · ଓଡ଼ିଆ ବାଇବେଲ
କୋରହ ବଂଶଜ କେତଜେଣ ଦ୍ବାରପାଳ ପ୍ରେତ୍ୟକକ ବିଶ୍ରାମବାର ରେ ମଜେ ଉପରେ ପରିବେଶିତ ହେଉଥିବା ରୋଟୀ ପ୍ରସ୍ତୁତ କରିବାର କାର୍ୟ୍ଯ କରୁଥିଲେ।
Cross references
ଯାତ୍ରା ପୁସ୍ତକ 25:30
ସହେି ମଜେ ଉପରେ, ମାେ ସମ୍ମୁଖ ରେ ସବୁ ସମୟରେ ଦର୍ଶନୀଯ ରୋଟୀ ରଖ।
ଲେବୀୟ ପୁସ୍ତକ 24:5
ଆଉ ତୁମ୍ଭେ ସରୁ ମଇଦା ନଇେ ତହିଁରେ ବାର ଗୋଟି ପିଠା ପ୍ରସ୍ତୁତ କରିବ, ପ୍ରେତ୍ୟକକ ପିଠା ଏକ ଐଫାର ଦୁଇ ଦଶମାଂଶ ହବେ।
ଲେବୀୟ ପୁସ୍ତକ 24:8
ଯାଜକ ପ୍ରତି ବିଶ୍ରାମବାର ଦିନ ସଦାପ୍ରଭୁଙ୍କ ସମ୍ମୁଖ ରେ ରୋଟୀ ସବୁ ସମୟ ପାଇଁ ରଖିବ। ଇଶ୍ରାୟେଲ ଲୋକମାନଙ୍କ ଦ୍ବାରା ଏହା ଅନନ୍ତକାଳୀନ ବିଧି ହବୋ ଉଚିତ୍।
ପ୍ରଥମ ବଂଶାବଳୀ 6:33
ସଙ୍ଗୀତ ଦ୍ବାରା ସବୋକାର୍ୟ୍ଯ କରୁଥିବା ବ୍ଯକ୍ତିଗଣ ଓ ସମାନଙ୍କେର ପୁତ୍ରଗଣ କହାତଙ୍କର ବଂଶଧର ଥିଲେ,