Home Bibles ମାର୍କଲିଖିତ ସୁସମାଚାର 6:23 · ଓଡ଼ିଆ ବାଇବେଲ
ମାର୍କଲିଖିତ ସୁସମାଚାର 6:23 · ଓଡ଼ିଆ ବାଇବେଲ

େ ହରୋଦ ଶପଥ ପୂର୍ବକ ମଧ୍ଯ କହିଲେ, ତୁ ଯାହା ମାଗିବୁ ମୁଁ ତୋତେ ତାହା ଦବେି। ଏପରିକି ମୁଁ ମାେ ରାଜ୍ଯର ଅଧା ଭାଗ ତୋତେ ଦଇପୋ ରେ।

Cross references

ପ୍ରଥମ ଶାମୁୟେଲ 28:10

ଶାଉଲ ସଦାପ୍ରଭୁଙ୍କର ନାମ ନଇେ ପ୍ରତିଜ୍ଞା କରି କହିଲା, ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ଏହି କଥା ପାଇଁ ତୁମ୍ଭକୁ କୌଣସି ଦଣ୍ତ ମିଳିବ ନାହିଁ।

ଦିତୀୟ ରାଜାବଳୀ 6:31

ରାଜା କହିଲେ, ଯଦି ଇଲୀଶାୟର ମସ୍ତକ ତାହା ଦହେ ରେ ରହେ, ଆଜି ଦିନଠାରୁ ଶଷେ ୟାଏ ସଦାପ୍ରଭୁ ମାେତେ ଦଣ୍ତ ଦଇେ ପାରନ୍ତି।

ଏଷ୍ଟର ବିବରଣ 5:3

ରାଜା ତାଙ୍କୁ ପଚାରିଲେ, ରାଣୀ ଏଷ୍ଟର, ମୁଁ ତୁମ୍ଭ ପାଇଁ କ'ଣ କରିପା ରେ? ତୁମ୍ଭର କଣ ପ୍ରାର୍ଥନା ଅଛି? ମାରେ ଅର୍ଦ୍ଧକେ ରାଜ୍ଯ ପର୍ୟ୍ଯନ୍ତ ହେଲେ ହେଁ ତାହା ତୁମ୍ଭକୁ ଦିଆୟିବା।

ଏଷ୍ଟର ବିବରଣ 5:6

ଏଥି ରେ ରାଜା ଭୋଜି ରେ ଦ୍ରାକ୍ଷାରସ ପାନକରିବା ବେଳେ ଏଷ୍ଟରକୁ କହିଲା, ତୁମ୍ଭର କ'ଣ ନିବଦନେ ଅଛି? ତାହା ତୁମ୍ଭକୁ ଦିଆୟିବ। ତୁମ୍ଭର ପ୍ରାର୍ଥନା କ'ଣ ? ମାେ ଅର୍ଦ୍ଧକେ ରାଜ୍ଯ ପର୍ୟ୍ଯନ୍ତ ହେଲେ ହେଁ ତାହା ଦିଆୟିବ।

ଏଷ୍ଟର ବିବରଣ 7:2

ସହେି ଦ୍ବିତୀୟ ଦିନ ରାଜା ଦ୍ରାକ୍ଷାରସ ପାନକରିବା ବେଳେ ଏଷ୍ଟରକୁ ପୁନର୍ବାର କହିଲେ, ରାଣୀ ଏଷ୍ଟର! ତୁମ୍ଭର ନିବଦନେ କ'ଣ? ତାହା ତୁମ୍ଭକୁ ଦିଆୟିବ। ତୁମ୍ଭର ଇଚ୍ଛା କ'ଣ? ତହା ମାରେ ଅର୍ଦ୍ଧକେ ରାଜ୍ଯ ହେଲେ ହେଁ ମୁଁ ତାହା ତୁମ୍ଭକୁ ଦବେି।

ହିତୋପଦେଶ 6:2

ଯଦି ତୁମ୍ଭେ କର, ତବେେ ତୁମ୍ଭେ ଆପଣା ପ୍ରତିଜ୍ଞା ଦ୍ବାରା ଫାନ୍ଦ ରେ ପଡ଼ିଅଛ ଓ ଆପଣା କଥା ପାଇଁ ଧରାୟାଇ ଅଛ।

ମାଥିଉଲିଖିତ ସୁସମାଚାର 4:9

ଶୟତାନ ଯୀଶୁଙ୍କୁ କହିଲା, ଯଦି ତୁମ୍ଭେ ପାଦତଳେ ପଡି ମାେତେ ପ୍ରଣାମ କରିବ, ତବେେ ତୁମ୍ଭକୁ ମୁଁ ଏସବୁ ଦଇେ ଦବେି।

ମାଥିଉଲିଖିତ ସୁସମାଚାର 5:34

କିନ୍ତୁ ମୁଁ ତୁମ୍ଭକୁ କହୁଛି ଯେ, ଆଦୌ ପ୍ରତିଜ୍ଞା କରନାହିଁ। ସ୍ବର୍ଗର ନାମ ରେ ପ୍ରତିଜ୍ଞା କର ନାହିଁ, କାରଣ ତାହା ପରମେଶ୍ବରଙ୍କ ସିଂହାସନ।

ମାଥିଉଲିଖିତ ସୁସମାଚାର 14:7

ତେଣୁ ସେ ଶପଥ ପୂର୍ବକ େ ହରୋଦିଆର ଝିଅକୁ ପ୍ରତିଶ୍ରୁତି ଦେଲେ, ତୁମ୍ଭେ ଯାହା କିଛି ମାଗିବ, ତାହା ତୁମ୍ଭକୁ ଦିଆୟିବ।

Interlinear

Choose Theme