ସହେି ସମୟରେ, ମର୍ଦ୍ଦଖଯ ରାଜଦ୍ବାର ରେ ବସିବା ବେଳେ ଦ୍ବାରପାଳମାନଙ୍କ ମଧିଅରେ ବିଗ୍ଥନ୍ ଓ ତରେଶ୍ ନାମକ ରାଜାଙ୍କର ଦୁଇ ଜଣ ନଫୁସକ କୋର୍ଧିତ ହାଇେ ଅକ୍ଷଶ୍ବରେଶ ରାଜାକୁ ବଧ କରିବାକୁ ଷଡୟନ୍ତ୍ର କଲେ।
Cross references
ରେଖବ୍ ଓ ବାନା, ୟିଏ କି ବରେୋତୀଯ ରିମ୍ମୋଣର ପକ୍ସ୍ଟତ୍ର। ସମାନେେ ମଧ୍ଯାନ୍ନ ସମୟରେ ଈଶ୍ବୋଶତ୍ଙ୍କ ଗୃହ ରେ ପ୍ରବେଶ କଲେ। ସହେି ସମୟରେ ଇଶ୍ବୋତ୍ ବିଶ୍ରାମ ନେଉଥିଲେ, କାରଣ ସହେି ଅପରାହ୍ନ ବହକ୍ସ୍ଟତ ଗରମ ଥିଲା।
ଦାଉଦ ଅବିଶଯକକ୍ସ୍ଟ ଓ ନିଜର ଦାସମାନଙ୍କୁ କହିଲେ, ଦେଖ, ମାରେନିଜ ପକ୍ସ୍ଟତ୍ର ମାେତେ ହତ୍ଯା କରିବାକୁ ଚେଷ୍ଟା କରୁଛି। ବର୍ତ୍ତମାନ ବିନ୍ଯାମୀନ ଗୋଷ୍ଠୀବର୍ଗର ଏହି ଲୋକ ମାେତେ ମାରିବାକକ୍ସ୍ଟ ଚେଷ୍ଟା କରିବା ପାଇଁ ଅଧିକ ଅଧିକାର ଅଛି। ତାକକ୍ସ୍ଟ ଏକା ଛାଡିଦିଅ। ତାକକ୍ସ୍ଟ ଅଭିଶାପ ଦବୋକକ୍ସ୍ଟ ଦିଅ। କାରଣ ସଦାପ୍ରଭୁ ତାକକ୍ସ୍ଟ ଅନକ୍ସ୍ଟମତି ଦଇେ ଅଛନ୍ତି।
ଯିହୁଦା ରେ ଆସାଙ୍କ ରାଜତ୍ବର ଦ୍ବିତୀୟ ବର୍ଷ ରେ ୟାରବିଯାମଙ୍କ ପୁତ୍ର ନାଦବ୍ ଇଶ୍ରାୟେଲର ରାଜା ହେଲେ।
ରାଜା ଏଲାଙ୍କର ରଥ ସମୂହର ଅର୍ଦ୍ଧକରେ ଅଧ୍ଯକ୍ଷ ସିମ୍ରି ନାମକ ରାଜାଙ୍କର ଜଣେ ଅଧିକାରୀ ଥିଲେ, ଏଲାଙ୍କ ବିରୁଦ୍ଧ ରେ ଚକ୍ରାନ୍ତ କଲେ। ସହେି ସମୟରେ ଏଲା ଅର୍ସାର ଗୃହ ରେ ମଦ୍ଯପାନ କରି ମାତାଲ ହାଇଗେଲା। ଅର୍ସା ତିର୍ସା ପ୍ରାସାଦର ଦାଯିତ୍ବ ରେ ଥିଲା।
ୟୋରାମ ଯହେୂଙ୍କୁ ଦେଖି ପଚାରିଲେ, ହେ ଯହେୂ, ତୁମ୍ଭେ ଶାନ୍ତର ସହିତ ଆସିଛ ତ?
ଏହାପରେ ୟୋଯାଶ୍ଙ୍କର ଦାସମାନେ ଚକ୍ରାନ୍ତ କରି ସିଲ୍ଲାକୁ ୟିବା ପରେ ମିଲ୍ଲୋ ନାମକ ଗୃହ ରେ ତାଙ୍କୁ ବଧ କଲେ।
ଆମାେନ୍ଙ୍କର ଦାସମାନେ ତାଙ୍କ ବିରୁଦ୍ଧ ରେ ଚକ୍ରାନ୍ତ କଲେ ଓ ତାଙ୍କ ନିଜ ଗୃହ ରେ ତାଙ୍କୁ ବଧ କଲେ।
ସହେି ରାତ୍ରି ରେ ରାଜା ଶୋଇ ପାରିଲେ ନାହିଁ। ଏଣୁ ସେ କଚରେୀ ବୃତ୍ତାନ୍ତ ପୁସ୍ତକ ଆଣିବାକୁ ଆଜ୍ଞା କଲେ, ଏବଂ ତାହା ରାଜାଙ୍କ ସମ୍ମୁଖ ରେ ପାଠ କରାଗଲା।
ତହିଁରେ ଏହି ଲିଖିତ କଥା ଦଖାଗେଲା, ରାଜାଙ୍କର ନଫୁସକ ବିଗ୍ଥନ୍ ଓ ତରେଶ ନାମ ରେ ଦୁଇଜଣ ଦ୍ବାରପାଳ ଅକ୍ଷଶ୍ବରେଶ ରାଜାଙ୍କୁ ବଧ କରିବାକୁ ଚେଷ୍ଟା କରିଥିବାରୁ ମର୍ଦ୍ଦଖଯ ତହିଁର ସମ୍ବାଦ ଦଇେଥିଲା।
ହେ ସଦାପ୍ରଭୁ, ତୁମ୍ଭ ରାଜାମାନଙ୍କୁ ସମାନଙ୍କେ ୟୁଦ୍ଧରେ ବିଜଯୀ କରାଅ। ସଦାପ୍ରଭୁ, ତୁମ୍ଭେ ଆପଣା ସବେକ ଦାଉଦଙ୍କୁ ଶତ୍ରୁ ଖଡ୍ଗର ସମ୍ମୁଖରୁ ଉଦ୍ଧାର କର।