ଏହାପରେ ୟୋଯାଶ୍ଙ୍କର ଦାସମାନେ ଚକ୍ରାନ୍ତ କରି ସିଲ୍ଲାକୁ ୟିବା ପରେ ମିଲ୍ଲୋ ନାମକ ଗୃହ ରେ ତାଙ୍କୁ ବଧ କଲେ।
Cross references
ଶିଖିମର ନତେୃବର୍ଗମାନେ ଓ ମିଲ୍ଲୋ ଗୃହ ନିବାସୀଗଣ ଏକତ୍ରୀତ ହେଲେ। ସହେି ସମସ୍ତ ଲୋକମାନେ ଶୀଖିମ ରେ ଥିବା ସ୍ତମ୍ଭ ନିକଟସ୍ଥ ଆଲୋନ୍ ବୃକ୍ଷମୂଳ ରେ ଅବୀମଲକେକକ୍ସ୍ଟ ସମାନଙ୍କେର ରାଜା କଲେ।
ଦାଉଦ ସହେି ଦକ୍ସ୍ଟର୍ଗ ରେ ବାସ କଲେ, ଏବଂ ସହେି ସହରକକ୍ସ୍ଟ, ଦାଉଦ ସହର ନାମ ରେ ନାମିତ କଲେ। ଦାଉଦ ମିଲ୍ଲୋ ସ୍ଥାନକକ୍ସ୍ଟ ନିର୍ମାଣ କରିବାକୁ ଆରମ୍ଭ କଲେ। ସେ ମଧ୍ଯ ନଗର ଭିତ ରେ ବହକ୍ସ୍ଟତ ପକ୍କାଘର ନିର୍ମାଣ କଲେ।
ଏଠା ରେ କୈଫିଯତ ଯୋଗ୍ଯ ଅଟେ ଯେ, କିପରି ଓ କାହିଁକି ସେ ରାଜାଙ୍କ ବିରୁଦ୍ଧ ରେ ଉଠିଲେ। ସହେି ଦିନଗୁଡିକରେ ଶଲୋମନ ମିଲ୍ଲୋ ଦୃଢ କରୁଥିଲେ ଓ ଆପଣା ପିତା ଦାଉଦଙ୍କ ନଗରର ପ୍ରାଚୀର ନିର୍ମାଣ କରୁଥିଲେ।
ରିହବିଯାମଙ୍କ ସମସ୍ତ କାର୍ୟ୍ଯ ଯିହୁଦା ରାଜବଂଶର ଇତିହାସ ପୁସ୍ତକରେ ଲିଖିତ ହାଇେଛି।
ୟିହୋରାମଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ କାର୍ୟ୍ଯା ବଳୀ ଯିହୁଦା ରାଜବଂଶର ଇତିହାସ ପୁସ୍ତକରେ ଲିପିବଦ୍ଧ ହାଇେଅଛି।
ସେତବେେଳେ ଅମତ୍ସିଯଙ୍କର ରାଜ୍ଯ ଉପରେ ଦୃଢ ନିଯନ୍ତ୍ରଣ ଥିଲା। ସେ ତାଙ୍କର ଦାସମାନଙ୍କ ମଧ୍ଯରୁ ଯେଉଁମାନେ ତାଙ୍କ ପିତାଙ୍କର ହତ୍ଯାକାରୀ ଥିଲେ। ସମାନଙ୍କେୁ ବଧ କଲେ।
ଅରାମୀଯ ସୈନ୍ଯଦଳ ନିଜ ସହିତ ଲୋକମାନଙ୍କର ଏକ କ୍ଷୁଦ୍ରଦଳକୁ ନଇେ ଆସିଥିଲେ କିନ୍ତୁ ସଦାପ୍ରଭୁ ସମାନଙ୍କେୁ ଯିହୁଦାର ବୃହତ୍ ସୈନ୍ଯଦଳ ଉପରେ ବିଜଯଲାଭ କରିବାକୁ ଦେଲେ। ସଦାପ୍ରଭୁ ଏହିପରି କଲେ, କାରଣ ଯିହୁଦାର ଲୋକମାନେ ସମାନଙ୍କେ ପୂର୍ବପୁରୁଷମାନେ ଯେଉଁ ସଦାପ୍ରଭୁ ପରମେଶ୍ବରଙ୍କର ଅନୁଗାମୀ ହାଇେଥିଲେ, ସମାନେେ ତାଙ୍କୁ ପରିତ୍ଯାଗ କରିଥିଲେ। ତେଣୁ ଯୋୟାଶ୍ ଦଣ୍ଡିତ ହେଲେ।
ଯେତବେେଳେ ଅମତ୍ସିଯ ସଦାପ୍ରଭୁଙ୍କର ବାଧ୍ଯ ହବୋ ବନ୍ଦ କରି ଦେଲେ, ୟିରୁଶାଲମର ଲୋକମାନେ ଅମତ୍ସିଯଙ୍କ ବିରୁଦ୍ଧ ରେ ଷଡ଼ୟନ୍ତ୍ର କଲେ। ସେ ଲାଖୀଶ୍ ସହରକୁ ଲୋକମାନଙ୍କୁ ପଠାଇଲେ ଓ ସମାନେେ ସଠାେରେ ଅମତ୍ସିଯଙ୍କୁ ହତ୍ଯା କଲେ।
ଆମାେନ୍ଙ୍କ ଭୃତ୍ଯମାନେ ତାଙ୍କ ବିରୁଦ୍ଧ ରେ ଷଡ଼ୟନ୍ତ୍ର କଲେ। ସମାନେେ ଆମାେନ୍ଙ୍କୁ ତାଙ୍କର ନିଜ ଗୃହ ରେ ହତ୍ଯା କଲେ।