ୟୋରାମ ଯହେୂଙ୍କୁ ଦେଖି ପଚାରିଲେ, ହେ ଯହେୂ, ତୁମ୍ଭେ ଶାନ୍ତର ସହିତ ଆସିଛ ତ?
Cross references
ଆହାବ୍ ମଧ୍ଯ ସଦାପ୍ରଭୁଙ୍କ ଦୃଷ୍ଟି ରେ କୁକର୍ମ କଲେ। ସେ ତାଙ୍କ ପୂର୍ବବର୍ତ୍ତୀ ଅନ୍ୟ ରାଜାମାନଙ୍କଠାରୁ ଅଧିକ ଦୁଷ୍ଟାଚରଣ କଲେ।
ପୁଣି ଯେଉଁ ସମୟରେ ଈଷବଲେ ସଦାପ୍ରଭୁଙ୍କ ଭବିଷ୍ଯଦ୍ବକ୍ତାମାନଙ୍କୁ ସଂହାର କରୁଥିଲେ ସେ ସମୟରେ ଓବଦିଯ ଏକଶତ ଭବିଷ୍ଯତ୍ବକ୍ତାଙ୍କୁ ନଇେ ପଗ୍ଭଶ ଜଣ କରି ଗୋଟିଏ ଗହ୍ବର ମଧିଅରେ ଲୁଗ୍ଭଇ ରଖି ସମାନଙ୍କେୁ ଅନ୍ନ ଜଳ ଦଇେ ପ୍ରତିପାଳନ କରିଥିଲେ।
ଏବେ ତୁମ୍ଭେ ଲୋକ ପଠାଇ ସମଗ୍ର ଇଶ୍ରାୟେଲକୁ କର୍ମିଲ ପର୍ବତ ରେ ଦଖାେ କରିବାକୁ କୁହ। ବାଲ୍ ଦବେତାର 450 ଭବିଷ୍ଯଦ୍ବକ୍ତା ଓ ଅଶରୋ ବଦେୀର 400 ଭବିଷ୍ଯଦ୍ବକ୍ତାଙ୍କୁ ସହେି ପର୍ବତ ରେ ଦଖାେ କରିବାକୁ ଏକତ୍ର କର। ଯେଉଁମାନେ ସାଧାରଣତଃ ଇଷବଲରେ ମଜେ ରେ ଭୋଜନ କରନ୍ତି ଏବଂ ସମାନଙ୍କେୁ ପର୍ବତକୁ ଆଣ।
ଆହାବ୍ ଏଲିଯଙ୍କର ସମସ୍ତ କୃତ କର୍ମର ବୃତ୍ତାନ୍ତ ଓ ସେ କିପରି ଖଡ୍ଗ ରେ ସମସ୍ତ ଭବିଷ୍ଯଦ୍ବକ୍ତାଗଣଙ୍କୁ ହତ୍ଯା କରିଥିଲେ, ସେ ସମସ୍ତ ଈଷବଲକେୁ ଜଣାଇଲେ।
ତହୁଁ ଈଷବଲେ ଆହାବ୍ଙ୍କ ନାମ ରେ ପତ୍ର ଲେଖି ତାଙ୍କର ମାହେର ମାରି ନାବୋତ ନଗରସ୍ଥ ଓ ତାହାର ପ୍ରାଚୀନଗଣଙ୍କ ପାଖରୁ ଓ ପ୍ରଧାନ ଲୋକମାନଙ୍କ ନିକଟକୁ ସହେି ପତ୍ର ପଠାଇଲେ।
ଆହାବ୍ ନିଜର ପତ୍ନୀ ଈଷବଲେ ଦ୍ବାରା ପ୍ରବର୍ତ୍ତିତ ହାଇେ ସଦାପ୍ରଭୁଙ୍କ ବିରୁଦ୍ଧ ରେ ଯେତେ ମନ୍ଦକର୍ମ କଲେ, ସପରେି ଆଉ କହେି କରି ନଥିଲେ।
ତେଣୁ ଦୂତ ଅଶ୍ବ ପୃଷ୍ଠ ରେ ୟାଇ ଯହେୂଙ୍କୁ ସାକ୍ଷାତ କରି ପଚାରିଲେ, ରାଜା ଯୋରାମ ଜାଣିବାକୁ ଗ୍ଭହାନ୍ତି, 'ତୁମ୍ଭେ ଶାନ୍ତି ଉଦ୍ଦେଶ୍ଯ ରେ ଆସିଛ ତ?'
କିନ୍ତୁ ତୁମ୍ଭେ ଇଶ୍ରାୟେଲର ରାଜାମାନଙ୍କ ପରି ଜୀବନୟାପନ କରିଅଛ। ତୁମ୍ଭେ ଯିହୁଦା ଓ ୟିରୁଶାଲମର ଲୋକମାନଙ୍କୁ ପରମେଶ୍ବରଙ୍କ ଇଚ୍ଛାନୁୟାଯୀ କର୍ମ କରିବାରୁ ନିବୃତ୍ତ କରିଅଛ। ଆହାବ ଓ ତାଙ୍କର ପରିବାର ଏହିପରି କରିଥିଲେ। ସମାନେେ ପରମେଶ୍ବରଙ୍କ ପ୍ରତି ଅବିଶ୍ବସ୍ତ ହାଇେଥିଲେ। ତୁମ୍ଭେ ତୁମ୍ଭର ଭ୍ରାତାମାନଙ୍କୁ ହତ୍ଯା କରିଅଛ ଏବଂ ତୁମ୍ଭର ପିତାଙ୍କର ସମସ୍ତ ସତ୍ତିକୁ ନଷ୍ଟ କରିଛ। ତୁମ୍ଭର ଭ୍ରାତାମାନେ ତୁମ୍ଭଠାରୁ ଉତ୍ତମ ଥିଲେ।
ପ୍ ରମେ କରିବାର ସମୟ ଅଛି ଓ ଘୃଣା କରିବାର ମଧ୍ଯ ସମୟ ଅଛି। ୟୁଦ୍ଧର ସମୟ ଅଛି ଓ ଶାନ୍ତିର ମଧ୍ଯ ସମୟ ଅଛି।
ଆମ୍ଭେ ଓଷ୍ଠାଧରର ଫଳ ସୃଷ୍ଟି କରୁ। ସଦାପ୍ରଭୁ କୁହନ୍ତି, ଦୂରବର୍ତ୍ତୀ ଓ ନିକଟବର୍ତ୍ତୀ ଲୋକପ୍ରତି ଶାନ୍ତି' ହେଉ ଓ ଆମ୍ଭେ ତାହାକୁ ସୁସ୍ଥ କରିବା।
ନୀନିବୀ ରେ ଅତ୍ଯନ୍ତ ଗଣିକା କର୍ମ ପାଇଁ ଏସବୁ ଘଟିଲା। ସେ ଏକ କୁପଥର ଉତ୍ସ ୟିଏ କି ତା'ର ଗଣିକା କାର୍ୟ୍ଯ ପାଇଁ ରାଜ୍ଯକୁ କ୍ରୀତଦାସ କଲା। ସେ ତା'ର ୟାଦୁ ବଳ ରେ ଲୋକମାନଙ୍କୁ ତା'ର କ୍ରୀତଦାସ କରିଛନ୍ତି।
କିନ୍ତୁ ମାରେତୁମ୍ଭ ବିରୁଦ୍ଧ ରେ ଏହି କଥା ଅଛି : ତୁମ୍ଭେ ସହେି ୟିଜବଲେ ନାମଧାରିଣୀ ମହିଳାକୁ ତା'ର ଇଚ୍ଛାନୁସା ରେ କାର୍ୟ୍ଯ କରିବାକୁ ଦେଉଛ। ସେ ନିଜକୁ ଭବିଷ୍ଯଦ୍ ବକ୍ତ୍ରୀ ବୋଲି କ ହେ। ସେ ତା'ର ଶିକ୍ଷା ଦ୍ବାରା ମାରେ ଲୋକମାନଙ୍କୁ ଭୁଲାଉଅଛି। ସେ ମାରେ ଦାସମାନଙ୍କୁ ବ୍ଯଭିଚାର ପାପ କରିବାକୁ ଓ ପ୍ରତିମାକୁ ଦିଆଯାଉଥିବା ଖାଦ୍ୟ ଖାଇବାକୁ ଶିକ୍ଷା ଦେଉଛି।
ସହେି ସ୍ତ୍ରୀ ଲୋକଟି ବାଇଗଣି ଓ ଲାଲ ରଙ୍ଗର ବସ୍ତ୍ର ପିନ୍ଧିଥିଲା। ସେ ପିନ୍ଧିଥିବା ସୁନା, ଅଳଙ୍କାର ଓ ମଣିମୁକ୍ତା ୟୋଗୁ ଝଲକୁଥିଲା। ତା' ହାତ ରେ ଗୋଟିଏ ସୁବର୍ଣ୍ଣ ପାତ୍ର ଥିଲା। ସହେି ପାତ୍ରଟି ଘୃଣ୍ଯ ବିଷୟଗୁଡ଼ିକରେ ଓ ତା'ର ନିଜର ୟୌନଗତପାପର ଆବର୍ଜନା ରେ ପୂର୍ଣ୍ଣ ଥିଲା।
ପୃଥିବୀର ସବୁ ଲୋକମାନେ ତା'ର ବ୍ଯଭିଚାର ପାପର ଓ ପରମେଶ୍ବରଙ୍କର କୋରଧର ସୁରାପାନ କରିଛନ୍ତି। ପୃଥିବୀର ରାଜାମାନେ ତା'ସହିତ ବ୍ଯଭିଚାର ପାପ କାର୍ୟ୍ଯ କରିଛନ୍ତି। ସଂସାରର ବ୍ଯବସାଯୀମାନେ ତାହାର ଧନ ରେ ଧନବାନ୍ ହାଇେଛନ୍ତି।
ତୋ ପାଖ ରେ ଦୀପର ଆଲୋକ ଆଉ ଜଳିବ ନାହିଁ। ତୋ'ପାଖ ରେ ବରକନ୍ଯାଙ୍କର ଆନନ୍ଦର ଧ୍ବନି ଆଉ କବେେ ହେଲେ ଶୁଣାୟିବ ନାହିଁ। ତୋ'ର ବ୍ଯବସାଯୀମାନେ ପୃଥିବୀର ବହୁତ ମହାନ୍ ଲୋକ ଥିଲେ। ସମସ୍ତ ଦେଶଗୁଡ଼ିକ ତୋ'ର ଯାଦୁ ଶକ୍ତି ଦ୍ବାରା ପଥଭ୍ରଷ୍ଟ ହାଇେଥିଲେ।